ପରଦାକୁ ଆସିବ ‘କେଜିଏଫ-୩’
କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସରେ ରେକର୍ଡ କରିଛି। ନିକଟରେ ସାଉଥଙ୍କ ସୁପରଷ୍ଟାର ୟଶ ତାଙ୍କ ଫିଲ୍ମର ସଫଳତା ବିଷୟରେ କହିଛନ୍ତି। ଏହା ସହିତ ‘କେଜିଏଫ-୩’ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା କହିଛନ୍ତି ଯେ ଫିଲ୍ମର…
ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ତାଙ୍କ ଇନ୍ଷ୍ଟାଗ୍ରାମରେ ପୁଅର ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ପୁଅ ଆଭିଆନ ଏକ ଛୋଟ ଗଛ ସହିତ ଖେଳିବା ଏବଂ ଏହାର ପତ୍ର ଛୁଇଁ ହସିବାରେ ବ୍ୟସ୍ତ…
ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍ଙ୍କ ପ୍ରେମରେ…
ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ କ୍ଷେତ୍ରରେ। ସେ ଦୀର୍ଘଦିନରୁ ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ ତାହା…
୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଚାରକ ମଣ୍ଡଳୀରେ ଦୀପିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର। ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଓ ବହୁ ଚମତ୍କାର ବିଚାରକ ମଣ୍ଡଳୀ ପାଇଁ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାର ୮ଜଣିଆ ସଦସ୍ୟ ବିଶିଷ୍ଟ…
ହଲିଉଡ୍ରେ ଡେବ୍ୟୁ କରିବେ ଧନୁଷ
ସାଉଥ୍ ସୁପରଷ୍ଟାର୍ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇସାରିଛି। ଯେଉଁଥିରେ ଧନୁଷ…
ଏହି ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଏପ୍ରିଲ ୨୨ରେ…
ରିଲେଶନସିପ୍କୁ ନେଇ ଏଭଳି କହିଲେ କିଆରା
ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମ୍ପର୍କ କଥା ତ ସବୁ ଜାଣିଥିବେ। ନିକଟରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୁଣାଯାଉଛି କି ଦୁହେଁ ବ୍ରେକ୍ଅପ୍ କରିଦେଇଛନ୍ତି। ଏଥିମଧ୍ୟରେ କିଆରା ଆଡଭାନୀଙ୍କ ଫିଲ୍ମ ’ଭୁଲ ଭୁଲେୟା ୨…
‘ମନ୍ନତ’ଘର ନେମ୍ ପ୍ଲେଟ ବଦଳାଇଲେ ଶାହରୁଖ, ମୂଲ୍ୟ ଜାଣିଲେ…
ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ଘର ମନ୍ନତ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଶାହରୁଖ ତାଙ୍କ ଘରର ନେମ ପ୍ଲେଟ ବଦଳାଇ ନୂଆ ନେମ ପ୍ଲେଟ ଲଗାଇଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶାହରୁଖଙ୍କ ସ୍ତ୍ରୀ ଗୌରୀ…
ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍, ଆଉ ତାପରେ…
ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ…
ବୋଲ୍ଡ ଲୁକ୍ରେ ‘ଦୟା ବେନ୍’; ଭିଡିଓ ଦେଖି ଲୋକେ କହୁଛନ୍ତି…
ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର କିଛି ଚରିତ୍ର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ସେଥିରୁ ଗୋଟିଏ ହେଲା ଦୟା…
ଫେରିଲା ମଞ୍ଜୁଲିକା
ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ…
‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍ ହୋଇଯାଇଛି। କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଏହି ଫିଲ୍ମଟି ଆସନ୍ତା ମେ’୨୦ରେ ବଡ ପରଦାରେ ରିଲିଜ୍ ହେବ। ତେବେ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ରୋମାନ୍ସ…

