ଆକ୍ସନ ପରେ ହରର ଫିଲ୍ମ କରିବେ ପ୍ରଭାସ, ମୂଖ୍ୟ ଭୂମିକାରେ ଏହି ଅଭିନେତ୍ରୀ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ ୨ ପରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ପାଖରେ କେବେ ବି ପ୍ରୋଜେକ୍ଟର ଅଭାବ ରହିନି। ବର୍ତ୍ତମାନ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍‌ । ‘ଆଦିପୁରୁଷ’ ‘ସଲାର’ ଏବଂ ‘ପ୍ରୋଜେକ୍ଟ କେ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଖୁବ ଶୀଘ୍ର ଏକ ହରର୍‌ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ରାଜା ଡିଲକ୍ସ’ ରଖାଯାଇଛି।
ଖବର ଅନୁଯାୟୀ, ଏହି ଫିଲ୍ମରେ ମାଲଭିକା ମୋହନନ ମୂଖ୍ୟ ଭୂମିକାରେ ନଜର ଆସିବେ। ସେ ଖୁବ ଶୀଘ୍ର ପ୍ରଭାସଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ।
ଫିଲ୍ମର ଶୁଟିଂ ପୂର୍ବରୁ ଜୁନ୍‌ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଗଷ୍ଟରୁ ‘ରାଜା ଡିଲକ୍ସ’ର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ।...

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ...

୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ...

କ୍ୟାଟ୍ରିନାଙ୍କ ୱିଣ୍ଟର ଲୁକ୍‌

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସୁନ୍ଦର ଓ ଷ୍ଟାଇଲିସ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ...

ମା’ ହେଲେ ଏହି ଅଭିନେତ୍ରୀ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ...

ପ୍ରଶଂସକଙ୍କ ଭିଡ଼ରେ ଫସିଲେ ରଣବୀର, କାର୍‌ ଉପରେ ଚଢ଼ି ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବେ ନଜର ଫ୍ୟାଶନ ଷ୍ଟାଇଲ୍‌କୁ ନେଇ ତ କେବେ ଥ୍ରୋବ୍ୟାକ୍‌ ଫଟୋ କିମ୍ବା...

ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ...

ରିଲ ଲାଇଫ୍‌ରେ ସଫଳ, ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୯।୨: ବଲିଉଡ ଅଭିନେତ୍ରୀ ଅମ୍ରିତା ସିଂଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ...

Advertisement
Archives

Model This Week