‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ ଏବେ ଏମାନେ ସହ ପ୍ରସ୍ତୁତ ହୋଇଗଲେଣି । ପୁଣିଥରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ରେ ରଣବୀରଙ୍କୁ ଦେଖିବାକୁ ମିଳିବ । ରଣବୀରଙ୍କ ସହ ରୋହିତ ସେଟ୍ଟି ପୁଣିଥରେ ଧମାକା କରିବାକୁ ରେଡି ହୋଇଗଲେଣି । ନିକଟରେ ରଣବୀର ତାଙ୍କ ଅପକମିଂ ଫିଲ୍ମ ‘ସର୍କସ’ର ପାଷ୍ଟ ଲୁକ୍ ପୋଷ୍ଟର ଶେୟାର କରିଛନ୍ତି । ଯେଉଁଥିରେ ଣବୀରଙ୍କ ଦୁଇଟି ଚେହେରା ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଉଛି କି ରଣବୀର ଏହି ଫିଲ୍ମ୍ମରେ ଡବଲ ରୋଲ କରିପାରନ୍ତି । ପୋଷ୍ଟରର ଉପରି ଭାବରେ ରଣବୀରଙ୍କ ଡବଲ ଚେହେରା ଦେଖିବାକୁ ମିଳୁଥିବା ବେଳେ ତଳେ ବାକି ସବୁ କଳାକାର ନଜର ଆସିଛନ୍ତି । ଏହାକୁ ଦେଖି ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା ରଖିଛନ୍ତି ।
ସୂଚନାଯୋଗ୍ୟ, ରଣବରୀ ସିଂ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଜୟେଶଭାଇ ଜିନ୍ଦାବାଦ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ

ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ...

ପୁଣି ଥରେ ଆଈ ହେଲେ ହେମା

ବମ୍ବେ: ପୁଣି ଥରେ ଆଈ ହୋଇଛନ୍ତି ଅଭିନେତ୍ରୀ ହେମା ମାଳିନୀ। ହେମାଙ୍କ ସାନ ଝିଅ ଆହାନା ଦେଓଲ ବୋହରା ମା’ ହୋଇଛନ୍ତି। ନଭେମ୍ବର ୨୬ରେ ସେ...

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ...

ତୈମୁର-ଇନାୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ...

ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି...

ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା...

ରାଗିଲେ ମଲ୍ଲିକା

ମୁମ୍ବାଇ: ବଲିଉଡ୍ ନାୟିକା ମଲ୍ଲିକା ସେରାୱତ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ବୋଲ୍ଡ ନେସ୍ ପାଇଁ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ବେଶ୍ କିଛି...

ଏହି ଟିମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସନି ଲିଓନି

ଦୁବାଇ,୩୧।୧୦: ଟି-୨୦ କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ...

Advertisement
Archives

Model This Week