ବୋଲ୍ଡନେସ୍‌ରେ ଉର୍ଫିଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌ ପାଇଁ ବେଶ୍‌ ଜଣାଶୁଣା। କିନ୍ତୁ ଏବେ ଉର୍ଫିଙ୍କୁ ପଛରେ ପକାଇଛନ୍ତି ଅଭିନେତ୍ରୀ ସୋଫିଆ ଅନସାରୀ। ସୋସିଆଲ ମିଡିଆରେ ସୋଫିଆ ଏକ ବୋଲ୍ଡ ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଶାଢ଼ି ପିନ୍ଧିଛନ୍ତି। ସେ କେଶ ଖୋଲା ରଖିଛନ୍ତି। ନାକରେ ଏକ ନାକଫୁଲ ପିନ୍ଧିଥିବା ବେଳେ କାନରେ ମଧ୍ୟ କାନଫୁଲ ପିନ୍ଧିଛନ୍ତି। ସେ ପଞ୍ଜାବୀ ଡ୍ୟାନ୍ସ କରୁଛନ୍ତି।

ସୋଫିଆଙ୍କ ଏହି ଭିଡିଓରେ ୧.୨୫ ଲକ୍ଷରୁ ଅଧିକ ଲାଇକ କରିଛନ୍ତି। ଏଥିରେ ୨୮୦୦ରୁ ଅଧିକ କମେଣ୍ଟ ବି ମିଳିଛି। କେହି କେହି ଏକ୍ସଲେଣ୍ଟ, ବିୟୁଟିଫୁଲ୍‌, ସୁପର, ଓଏ ହୋଏ ଏବଂ ହଟ୍‌ ଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ତୁମେ ବୋଲ୍ଡରେ ଉର୍ଫିଙ୍କୁ ପଛରେ ପକାଇଦେଲ। ସେହିପରି ଅନ୍ୟ ଜଣେ କହିଛନ୍ତି, ନାଁ କରିବ ତ ଏମିତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରଙ୍ଗ ଫଟୋ ଭାଇରାଲ ପରେ, ଏହି ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଆସିଥିଲେ ସନ୍ଦେହ ଘେରକୁ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି।...

ଶୁଟିଂ ସେଟ୍‌ରେ ବୋହୋସ୍ ହୋଇଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ସେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି । ତେବେ ଗର୍ଭାବସ୍ଥାର...

ଖାଲି ‘ହଁ’ କୁ ଅପେକ୍ଷା

ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଟିଆଓ୍ବାଡି’ର ସଫଳତା ପରେ ନୂଆ ଫିଲ୍ମ ଉପରେ କାମ କରିବାକୁ ପ୍ରସ୍ତୁତ ହେଲେଣି ଲୋକପ୍ରିୟ ନିର୍ମାତା ସଞ୍ଜୟ ଲିଲା ଭଂସାଲୀ। ଫିଲ୍ମ...

ଏରିକାଙ୍କ ‘ଶୁଟିଂ ଫ୍ରମ୍‌ ହୋମ୍‌’

ମୁମ୍ବାଇ: ଟେଲି ଦୁନିଆରେ ଏରିକା ଫର୍ନାଡିସ୍‌ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ। ଦେଖିବାକୁ ଯେମିତି ସେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ଜଣେ...

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡର ପ୍ରସିଦ୍ଧ ଅଭିନେତା କେଭିନ କ୍ଲାର୍କଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ କେଭିନଙ୍କ ମାତ୍ର ୩୨ ବର୍ଷ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି...

ଗୋଆରେ ମିଳୁଛି ‘ଉର୍ବଶୀ ରୌଟେଲା-ଶଟ୍‌’

ମୁମ୍ବାଇ: ବି-ଟାଉନ୍‌ ତାରକାଙ୍କୁ ନେଇ କ୍ରେଜ୍‌ କିଛି ନୂଆ କଥା ନୁହେଁ। ନିଜ ମନପସନ୍ଦ ଅଭିନେତ୍ରୀ, ଅଭିନେତାଙ୍କ ପାଇଁ ବେଳେ ବେଳେ ଫ୍ୟାନ୍‌ମାନେ କିଛି ବି...

୧୪ ବର୍ଷ ଅଡିଶନ ପରେ ଦେବ୍‌ ଆନନ୍ଦଙ୍କ ଭଣଜାଙ୍କୁ ମିଳିଲା ଅଭିନୟରେ ସୁଯୋଗ, ଦିନକୁ ମିଳୁଛି ୧୮ ହଜାର

ବଲିଉଡ୍‌ରେ ଷ୍ଟାର କିଡ୍‌ଙ୍କୁ ଅତି ସହଜରେ ସୁଯୋଗ ମିଳିଥାଏ। ଏପରି ସମସ୍ତେ ଭାବିଥାନ୍ତି। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇ ନ ଥାଏ। ଏହାର...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଫଟୋଗ୍ରାଫର୍‌ କହିଲେ ଆଜି ପ୍ରପୋଜ ଡେ’, ଜବାବରେ ମିଳିଲା ଏମିତି ଉତ୍ତର

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର...

Advertisement
Archives

Model This Week