ମନୋରଞ୍ଜନ

ପ୍ରାଇଭେଟ୍‌ ଜେଟ୍‌ରୁ ଭବ୍ୟ ବଙ୍ଗଳା: ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ…

ବମ୍ବେ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଆଜିର ସମୟର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ୨୦୧୭ରେ ‘ଅର୍ଜୁନ ରେଡ୍ଡି’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସେ। ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ଏହାପରଠାରୁ ସେ…

ସାମ୍ନାକୁ ଆସିଲା ଫିଲ୍ମ‘ଶେହଜାଦା’ର ପ୍ରଥମ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅପକମିଙ୍ଗ୍‌ ଫିଲ୍ମ‘ଶେହଜାଦା’୨୦୨୩ ଫେବୃୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ଅଭିନେତା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଲୁକ୍‌ ସହ ରିଲିଜ୍‌ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଫିଲ୍ମ‘ଶେହଜାଦା’ରେ କାର୍ତ୍ତିକଙ୍କ ସହ ନଜର ଆସିବେ କ୍ରିତି…

ରିଆଲିଟି ଶୋ’ରେ ଆମିର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ଆମିର ପ୍ରଥମ ଥର କୌଣସି ରିଆଲିଟି ଶୋ’ରେ ସାମିଲ ହେବାକୁ ଯାଉଛନ୍ତି। ବହୁ ଚର୍ଚ୍ଚିତ ଶୋ’ ‘କୌନ…

ଭାଇଜାନଙ୍କୁ ବିବାହ କରିବାକୁ ଚାହାନ୍ତି ପାକିସ୍ତାନର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅର୍ଥାତ ଭାଇଜାନ୍‌ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି ରହିଥାନ୍ତି। ବର୍ତ୍ତମାନ ଭାଇଜାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ଅଭିନେତ୍ରୀ ମୀରା…

‘ଫୋନ ଭୁତ’ର ନୂଆ ପୋଷ୍ଟର

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାର୍ଥ ଚତୁର୍ବେଦୀ ଓ ଇସାନ ଖଟ୍ଟରଙ୍କ ଅପକମିଂ କମେଡି ଫିଲ୍ମ ‘ଫୋନ ଭୁତ’କୁ ନେଇ ଦର୍ଶକେ ଖୁବ୍ ଏକ୍ସାଇଟେଡ ଅଛନ୍ତି । କିଛିଦିନ ପୂର୍ବରୁ ମେକର୍ସ ଏହାର ପୋଷ୍ଟର ରିଲିଜ କରିଥିବା ବେଳେ ଏବେ ଫିଲ୍ମର ଫାଷ୍ଟ…

ନିର୍ଦ୍ଦେଶକ ପ୍ରତାପ ପୋଥେନଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌, ୧୬ା୭: ମାଲୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ପ୍ରତାପ ପୋଥେନ(୬୯)ଙ୍କ ଶୁକ୍ରବାର ସକାଳେ ଚେନ୍ନାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ୪ ଦଶନ୍ଧିର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଶତାଧିକ ମାଲୟାଲମ, ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ…

ଏଯାଏ ପିନ୍ଧିନି ମୋଦିଙ୍କ ମୁଦି

ମୁମ୍ବାଇ: ବଲିଉଡ୍‌ର ଓ୍ବାଣ୍ଡର ଓମ୍ୟାନ୍‌ ସୁସ୍ମିତା ସେନ୍‌ ଓ ୫୬ ବର୍ଷୀୟ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ୍‌ କରୁଥିବାର ଖବର ପ୍ରକାଶ ପାଇବା…

ଭିକ୍କିଙ୍କ ସହ ପ୍ରଥମ ଜନ୍ମଦିନ ପାଳିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ସୁନ୍ଦରୀ ତଥା ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ କ୍ୟାଟ୍ରିନା କୈଫ ୧୬ ଜୁଲାଇ ୨୦୨୨ରେ ପାଳନ କରୁଛନ୍ତି ତାଙ୍କ ୩୯ ତମ ଜନ୍ମଦିନ । ଭିକ୍କି କୌଶଲଙ୍କ ସହ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ । ଏବେ…

ସୋନୁଙ୍କ ‘ଜବ୍‌ରା ଫ୍ୟାନ୍‌’

ବମ୍ବେ: କରୋନା କାରଣରୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କ ସହାୟତା କରି ଚର୍ଚ୍ଚାରେ ରହିଥିଲେ ଅଭିନେତା ସୋନୁ ସୁଡ। ତାଙ୍କଠାରୁ ସହାୟତା ପାଇବା ପରେ ଦେଶର କୋଣ ଅନୁକଣରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। କେବଳ ରିଲ୍‌ ନୁହେଁ ରିଅଲ୍‌ ହିରୋ…

ଉର୍ଫି ପାଲଟିଲେ ଫ୍ୟାନ୍‌ଗର୍ଲ: ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଥିବା ପୋଷାକ ପିନ୍ଧି…

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ନିଜର ଆଉଟ୍‌ଫିଟ୍‌ ପରେ ସେ ଏବେ ରଣବୀରଙ୍କ ଫ୍ୟାନ୍‌ ଗର୍ଲ ପାଲଟିଛନ୍ତି। ସେ ନିଜ ଟି-ଶାର୍ଟରେ ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଲଗାଇ ବୁଲୁଛନ୍ତି। ନିକଟରେ ମୁମ୍ବାଇରେ ତାଙ୍କୁ କିଛି ସେଭଳି…

ନା ବିବାହ, ନା ନିର୍ବନ୍ଧ; କୋଡିଏ ଘଣ୍ଟା ପରେ ମୁହଁ ଖୋଲି ସୁସ୍ମିତା କହିଲେ…

ବମ୍ବେ: ଲଳିତ ମୋଦିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଡିଭା ସୁସ୍ମିତା ସେନ। କିଛି ମାସ ତଳେ ନିଜଠାରୁ ସାନ ବୟସର ମଡେଲଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେ ପୁଣି ପ୍ରେମରେ ପଡ଼ିଛନ୍ତି। ପ୍ରଥମେ ଲଳିତ…

ସୁସ୍ମିତାଙ୍କ ରୋମାନ୍ସକୁ ପୂର୍ବ ପ୍ରେମିକଙ୍କ ସମର୍ଥନ

ବମ୍ବେ: ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ନିଜର ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ। ୫୬ ବର୍ଷୀୟ ଲଳିତ ମୋଦିଙ୍କୁ ଡେଟ୍‌ କରୁଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଉଭୟଙ୍କୁ କଟାକ୍ଷ କରାଯାଉଛି। କିଛି ପଇସା ଥିଲେ ସବୁକିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?