ଦ୍ବିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍‌!

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ହେଲେ ପ୍ରିୟଙ୍କା ପୁଣି ଦ୍ବିତୀୟ ସନ୍ତାନ ପାଇଁ ପ୍ଲାନ୍‌ କରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ନିକଟରେ ଏହି ଦମ୍ପତି ଝିଅ ମାଳତୀଙ୍କ ୬ ମାସ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ସେମାନେ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ହେଲେ ଏହି ଦମ୍ପତି ଭବିଷ୍ୟତରେ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି ।
ଦମ୍ପତିଙ୍କ କହିବା ଅନୁଯାୟୀ, ଜୀବନରେ ଭାଇ-ଭଉଣୀ ବହୁତ ଗୁରୁତ୍ୱପୂର୍ଣ୍ଣ । ଦମ୍ପତି ଚାହାଁନ୍ତି ନାହିଁ ଯେ ମାଲତୀ ଭାଇ କିମ୍ବା ଭଉଣୀର ଅଭାବ କେବେ ଅନୁଭବ କରନ୍ତୁ, ତେଣୁ ଉଭୟ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି । ଯେତେବେଳେ ବି ଦୁହେଁ ନିଜର ଦ୍ୱିତୀୟ ସନ୍ତାନ କରିବେ, କେବଳ ସରୋଗେସି ମାଧ୍ୟମରେ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ମୁକୁଳିଲେ ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ ମାମଲାରେ ପ୍ରାୟ ମାସେ ହେବ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏଥିରୁ ମୁକ୍ତି ପାଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପରେ...

ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଥମୁନି ଚର୍ଚ୍ଚା

ବଲିଉଡ୍‌ ପରେ ହଲିଉଡ୍‌ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ...

ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି।...

ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର...

ଫଟୋଗ୍ରାଫରଙ୍କ ପ୍ରେମରେ ଉବୁଟୁବୁ ହେଲେଣି ଶ୍ରଦ୍ଧା, ଭାବି ଶ୍ୱଶୁର ବିବାହକୁ ନେଇ ଦେଲେ ସବୁଜ ସଙ୍କେତ

ବମ୍ବେ: ଫଟ୍ରୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ମୁହଁ ଖୋଲି କହୁ ନ ଥିଲେ ହେଁ ଉଭୟଙ୍କ...

ନନ୍‌ଭେଜ୍‌ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନନ୍‌ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ‘କୌନ୍‌ ବନେଗା...

ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ...

ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩: ଆଲିଆ ବେଷ୍ଟ ଆକ୍ଟ୍ରେସ, ରାଜକୁମାର ରାଓ ବେଷ୍ଟ ଆକ୍ଟର

ମୁମ୍ବାଇ: ମହାରାଷ୍ଟ୍ର ପର୍ଯ୍ୟଟନ ସହ ୬୮ ତମ ହୁଣ୍ଡାଇ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩ର ସମାପନ ସାନଦାର ଢଙ୍ଗରେ ହୋଇଛି। କଳାକାରଙ୍କ ଭରପୁର ଉପସ୍ଥିତି ସହ...

Advertisement
Archives

Model This Week