ଆଲିଆଙ୍କ ଷ୍ଟାଇଲରେ ଫିଦା ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡର ଗର୍ଜିୟସ ଦିଭା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରେଗ୍ନେସି ଫେଜକୁ ଏନଜୟ କରୁଛନ୍ତି । ପ୍ରେଗ୍ନେଟ ଥାଇ ବି ଖୁବ୍ ଆକ୍ଟିଭ ଅଛନ୍ତି ଆଲିଆ । ତାଙ୍କ ଅପକମିଂ ଫିଲ୍ମ ‘ଡାର୍ଲିଂସ’ର ଖୁବ୍ ପ୍ରମୋଶନ କରୁଛନ୍ତି । ଏହି ଫିଲ୍ମର ପ୍ରମୋଶନ ସମୟରେ ଆଲିଆଙ୍କ ଲୁକରେ ଫିଦା ହୋଇଛନ୍ତି ଦର୍ଶକେ । ଏମିତିକି ଅଭିନେତା ଅର୍ଜୁନ କପୁର ବି ଆଲିଆଙ୍କର ଖୁବ୍ ତାରିଫ କରିଛନ୍ତି । ପ୍ଲେନ ହ୍ୱାଇଟ ସାର୍ଟ ଓ ବ୍ଲୁ ଡେନିମ ସହ ସୁପର ଷ୍ଟଟିଂ ଫଟୋ ଶେୟାର କରିଛନ୍ତି । ଏହାସହ ମେସି ପୋନିଟଲ ଓ ନ୍ୟୁଡ ଗ୍ଲୋଇଙ୍ଗ ମେକଅପରେ ଲୁକ୍ସକୁ କମ୍ପ୍ଲିଟ କରିଛନ୍ତି ।
ଆଲିଆଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଲିଆଙ୍କ ଲୁକ୍ସକୁ କେବଳ ପ୍ରଶଂସକ ନୁହେଁ କେତେଜଣ ସେଲିବ୍ରିଟି ବି ଖୁବ୍ ପ୍ରଶଂସା କରିଛନ୍ତି । ଅଭିନେତ୍ରୀଙ୍କ ସୁପର ଗର୍ଜିୟସ ଲୁକ ଓ ପ୍ରେଗ୍ନେସିରେ ଆକ୍ଟ୍ରେସଙ୍କ ଶାର୍ପ ଜଲାଇନ ଦେଖି ଫିଦା ହୋଇଛନ୍ତି ଅର୍ଜୁନ କପୁର । ଏହାକୁ ନେଇ ଅର୍ଜୁନ କମେଣ୍ଟରେ ଲେଖିଛନ୍ତି, ପ୍ରେଗ୍ନେସିରେ ଏମିତି ଜଲାଇନ..କମାଲ ହୈ ଆଲିଆ ଭଟ୍ଟ, ଟୁ ଗୁଡ । ଏହାସହ ଏକ ହାର୍ଟ ଇମୋଜି ଶେୟାର କରି ଆଲିଆଙ୍କୁ ଭଲପାଇବା ବି ଦେଇଛନ୍ତି । ଇଶା ଗୁପ୍ତା ବି ଆଲିଆଙ୍କୁ ଖୁବ୍ ପ୍ୟାର ଦେଇଛନ୍ତି ।
ପ୍ରେଗ୍ନେସିରେ ଆଲିଆଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଓ ଫ୍ୟାଶନ ଅନ୍ ପଏଣ୍ଟ । ତାଙ୍କର ପ୍ରେଗ୍ନେସି ଫ୍ୟାଶନ ସମସ୍ତଙ୍କୁ ଇମ୍ପ୍ରେସ କରୁଛି । ଇଣ୍ଡିଆନ ହେଉ ଅବା ୱେଷ୍ଟର୍ଣ୍ଣ ପ୍ରେଗ୍ନେସିରେ ଆଲିଆଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?