ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇଛି। ଗତ ୩ ବର୍ଷ ହେବ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଡେଟ କରୁଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଥିଆ ବୟଫ୍ରେଣ୍ଡ୍‌ କେ.ଏଲ ରାହୁଲଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋରେ ଆଥିଆ ସବୁଜ ଶର୍ଟ ଏବଂ ରାହୁଲ ଧଳା ଟି-ଶର୍ଟ ପିନ୍ଧିଛନ୍ତି। ଉଭୟ ହସୁଥିବା ନଜର ଆସିଛନ୍ତି। ଆଥିଆ ଫଟୋ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି- ସବୁଠୁ ପ୍ରିୟ । ଏହା ସହିତ ସହିତ ମାଙ୍କଡ଼ ଇମୋଜି ପୋଷ୍ଟ କରିଥିଲେ।
ରାହୁଲ ଏବଂ ଆଥିଆ ଗତ ବର୍ଷ ସେମାନଙ୍କର ସମ୍ପର୍କକୁ ଅଫିସିଆଲ କରିଥିଲେ। ନିକଟରେ ଉଭୟଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଯାହାକୁ ଆଥିଆ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ...

କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ।...

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ...

ରେଖାଙ୍କ ପୂର୍ବରୁ ବି ପ୍ରେମ କରି ବସିଥିଲେ ବିଗ୍ ବି

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷରେ ପାଦ ରଖିଛନ୍ତି । ଏହି ଅବସରରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି...

ମାନ୍ୟତାଙ୍କଠାରୁ ଆରମ୍ଭ କରି ରିନା ରାୟ: ହିନ୍ଦୁ ନୁହନ୍ତି ବଲିଉଡ୍‌ର ଏହି ୮ ଅଭିନେତା

ବଲିଉଡରେ ଏପରି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମରେ ଥିବା ଚରିତ୍ରର ନାମକୁ ନେଇ ଲୋକପ୍ରିୟ ହୋଇଛନ୍ତି। ନଚେତ ଫିଲ୍ମ କରିବା ପୂର୍ବରୁ କେହି କେହି ନିଜ...

ଦିଶାଙ୍କ ସହ ବୁଲିବାକୁ ବାହାରିଲେରାହୁଲ: ବୁକ୍‌ କଲେ ପ୍ରାଇଭେଟ ହେଲିକପ୍ଟର

ରିଆଲିଟି ଶୋ’ ‘ବିଗ ବସ୍‌-୧୪’ର ରନର୍‌ ଅପ୍‌ ହୋଇଥିବା ରାହୁଲ ବୈଦ୍ୟ ବିଗ ବସ୍‌ ଘର ଉକ୍ତ ସମୟରେ ନିଜର ଭଲ ଇମେଜ୍‌ ସୃଷ୍ଟି କରିପାରିଥିଲେ।...

ହୃଦଘାତରେ ଅଭିନେତ୍ରୀଙ୍କ ସ୍ବାମୀ ମୃତ, ବର୍ଷେ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ,୪।୮: ଦକ୍ଷିଣ ଭାରତର ଜଣାଶୁଣା ଟେଲି ଅଭିନେତ୍ରୀ ଶ୍ରୁତି ଶନମୁଗ ପ୍ରିୟାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଶ୍ରୁତିଙ୍କ ସ୍ବାମୀ ଅରବିନ୍ଦ ଶେଖରଙ୍କ ହଠାତ...

Advertisement
Archives

Model This Week