ମନୋରଞ୍ଜନ

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି ସମଗ୍ର…

ଡିସେମ୍ବରରେ ୪୫୦ ବର୍ଷ ପୁରୁଣା କିଲାରେ ବିବାହ କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ଏବେ ସବୁଠାରୁ ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏହି ଯୋଡି…

‘ଦୃଶ୍ୟମ-୨’ର ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ସୋମବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି ନଭେମ୍ବର…

ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ। ‘ଓମ ଶାନ୍ତି ଓମ’ ସହିତ ତାଙ୍କ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ଅନେକ…

ଇରାନ ମହିଳାଙ୍କ ସମର୍ଥନରେ କେଶ କାଟିଲେ ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ଊର୍ବଶୀ ରୌଟେଲା ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଇରାନ ମହିଳାମାନଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରିଛନ୍ତି। ଇରାନୀୟ ମହିଳାଙ୍କ ସମର୍ଥନରେ ସେ ତାଙ୍କ କେଶ କାଟିଛନ୍ତି। ନିକଟରେ ଊର୍ବଶୀ ଅଭିଯୋଗ କରିଛନ୍ତି, ସେ ନିଜେ ସାଇବର ଧମକର ଶିକାର…

ସ୍ବର୍ଣ୍ଣ ପଦକ ଜିତିଲେ ଶାହାରୁଖଙ୍କ ପୁଅ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାଁଙ୍କ ସାନପୁଅ ଅବରାମ ସ୍କୁଲରେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁଅର ଏହି ବିଜୟରେ ଶାହାରୁଖ ମଧ୍ୟ ବହୁ ଖୁସି ଥିଲେ ଏବଂ ସେ ନିଜେ ମଞ୍ଚରେ ଅବରାମଙ୍କୁ ଚୁମ୍ବନ ଦେଇଥିଲେ। ଏହି ପ୍ରତିଯୋଗିତାର ଫଟୋଗୁଡ଼ିକ ଭାଇରାଲ…

ବିବାହିତ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ସ୍ମିତା

ବଲିଉଡ୍‌ ଅଭିନେତ୍ରୀ ସ୍ମିତା ପାଟିଲ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ଜଣାଶୁଣା। ସେ ୧୭ ଅକ୍ଟୋବର ୧୯୫୫ରେ ଏକ ରାଜନୈତିକ ପ୍ରଭାବଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ସିନେମାରେ ୭୦ ଦଶକର ସବୁଠାରୁ ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ସ୍ମିତା ଅନ୍ୟତମ। ସେ…

ମେକଅପ ମ୍ୟାନଙ୍କୁ ଏମିତି ଡିମାଣ୍ଡ କରିଥିଲେ ସ୍ମିତା ଯାହା ମୃତ୍ୟୁ ପରେ ହୋଇଥିଲା ପୂରଣ!

ମୁମ୍ବାଇ: ବଲିଉଡରେ ୮୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ ସ୍ମିତା ପାଟିଲ । ସେ ସମୟରେ ସେ ବଲିଉଡର ଆଗଧାଡିର ନାୟିକାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ସମ୍ପର୍କରେ ଏମିତି ଏକ କଥା ଶୁଣାଯାଏ ଯାହା ହୁଏତ ଅନେକଙ୍କୁ ଜଣା…

ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା ବୈଶାଳୀଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ସେ କାହିଁକି ଆତ୍ମହତ୍ୟା କଲେ ଏବେ…

ଅକ୍ଷୟଙ୍କ ପାଖରେ ଅଛି କି ୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ନିଜର କୁଲ୍‌ ଅନ୍ଦାଜ୍‌ ପାଇଁ ଜଣାଶୁଣା। ତାଙ୍କୁ ନେଇ ଅନେକ ଖବର ପ୍ରସାରିତ ହୁଏ। ନିକଟରେ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଅକ୍ଷୟ କୁଆଡେ ୨୬୦ କୋଟି ଟଙ୍କାର ଏକ ପ୍ରାଇଭେଟ୍‌…

ନାଗା ଚୈତନ୍ୟଙ୍କ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଫିଲ୍ମ ‘ବେଙ୍ଗାରାଜୁ’ରେ ନାଗା ଚୈତନ୍ୟଙ୍କ ସହ କାମ କରିଥିବା ଅଭିନେତ୍ରୀ କୀର୍ତ୍ତି ଶେଟ୍ଟୀ ନିକଟରେ ଫିଲ୍ମଫେୟାର ଇଭେଣ୍ଟରେ ଯୋଗ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏହି ଇଭେଣ୍ଟରୁ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଲୁକ ଚର୍ଚ୍ଚାରେ ରହିଛି।…

ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର ମଲଖାନ ଉର୍ଫ ଦୀପେଶ ଭାନଙ୍କର ହୃଦଘାତରେ ପରଲୋକ ହୋଇଥିଲା । ଏବେ ଜଣେଇ ଫେମଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?