ବିଗ୍ବସ୍ରୁ ବିଦା ହେବେ ସାଜିଦ ଖାଁ ! ସହାୟତା କରି ଫସିଲେଣି ସଲମାନ୍
ବମ୍ବେ: ବିଗ୍ବସ୍ରେ ଏଣ୍ଟ୍ରି କରିବାର ଦିନ କେଇଟା ନପୁରୁଣୁ ବାହାର ହେବେ ଫିଲ୍ମନିର୍ମାତା ସାଜିଦ ଖାଁ। ହୋଷ୍ଟ ସଲମାନ ଖାଁ ଏହାକୁ ସହମତି ବି ଦେଇ ସାରିଲେଣି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ବିଗ୍ବସ୍ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି…
ପ୍ରଥମ ଥର ଇନ୍ଷ୍ଟାଗ୍ରାମରେ ସବାଙ୍କ ଫଟୋ ଶେୟାର କଲେ ହ୍ରିତିକ୍
ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ ତାଙ୍କ ଲଭ୍ ଲାଇଫ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ନିକଟରେ ହ୍ରିତିକ୍-ସବା ଲଣ୍ଡନରୁ ଛୁଟି…
ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା
ମୁମ୍ବାଇ: ଖୁବ୍ କମ୍ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍ଙ୍କୁ କିଏ ବା ନ ଜଣେ। ଲୁକ୍ ଏବଂ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ନିକଟରେ ତାଙ୍କ ଲଭ ଲାଇଫ୍କୁ ନେଇ ଚର୍ଚ୍ଚା ଜୋର…
ପୁଣିଥରେ ଏକାଠି ଆସିବେ ‘ରାମ ସେତୁ’ର ନିର୍ମାତା-ନିର୍ଦ୍ଦେଶକ
ମୁମ୍ବାଇ: ବିଗ ବଜେଟ ଫିଲ୍ମ ‘ରାମ ସେତୁ’କୁ ଏକ ଭିନ୍ନସ୍ତରକୁ ନେଇଯାଇଥିବା ନିର୍ମାତା-ନିର୍ଦ୍ଦେଶକ ଯୋଡି ମହାବୀର ଜୈନ ଓ ଅଭିଶେକ ଶର୍ମା ପୁଣିଥରେ ଆଉ ଏକ ମନ ଛୁଇଁଲା ଭଳି ପ୍ରୋଜେକ୍ଟ ନେଇ ଆସୁଥିବା ଜଣାପଡିଛି । ଏହି ପ୍ରୋଜେକ୍ଟ ସମ୍ପର୍କରେ…
ନିକ୍ଙ୍କ ସହ କର୍ଓ୍ବାଚୌଥ୍ ପାଳନର ଫଟୋ ଶେୟାର କଲେ ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ କର୍ଓ୍ବାଚୌଥ ଫଟୋ ଶେୟାର କରିଛନ୍ତି। ଗୁରୁବାର ପ୍ରିୟଙ୍କା କର୍ଓ୍ବାଚୌଥ୍ ସ୍ବାମୀ ନିକ୍ଙ୍କ ସହ ପାଳନ କରିଥିଲେ। ତେବେ ଗତକାଲି ବଲିଉଡ୍ର ରବିନା ଟଣ୍ଡନ, କ୍ୟାଟ୍ରିନା କୈଫ୍, ମୌନୀରାୟଙ୍କ ପରି ଅନେକ ଅଭିନେତ୍ରୀ ଏହି…
ଅଡୁଆରେ ଆମିର
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟଙ୍କ ଅଡୁଆ ଛିଡିବାର ନାଁ ନେଉନି । ଏବେ ଏମିତି ଏକ ଅଡୁଆ ଭିତରେ ପୁଣି ଥରେ ଫସି ଯାଇଛନ୍ତି ଏହି ବଲିଉଡ ନାୟକ । ଏନେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବି ଅଭିଯୋଗ…
ଏହି ଦୁଇ କଳାକାରଙ୍କୁ ମିଳିଲା ‘ମହାରାଷ୍ଟ୍ରିଆନ ଅଫ ଦ ଇୟର’ ଆୱାର୍ଡ
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ପରିଚୟର ଆବଶ୍ୟକତା ନାହିଁ । ସୋସିଆଲ ମିଡିଆରେ ବି ତାଙ୍କର ଫ୍ୟାନ ଫଲୋଇଙ୍ଗସ ଜବରଦସ୍ତ । ଏହି କଳାକାର ନିଜ ଅଭିନୟ ବଳରେ ବଲିଉଡ ଇଣ୍ଡଷ୍ଟ୍ରିରେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ…
ବିବାହ କରିବେ ରକୁଲ
ବଲିଉଡରେ ଏବେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ନିକଟରେ ରିଚା ଚଢା ଏବଂ ଅଲି ଫୈଜଲ ବିବାହ କରିଥିଲେ। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାରେ ଅଛି। ଏବେ ଅଭିନେତ୍ରୀ…
ଦୀପାବଳିରେ ଧମାକା କରିବେ ଦୁଇ ଖାନ୍
ମୁମ୍ବାଇ: ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଉପହାର କାରବାର ମଧ୍ୟ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଯଦି ବଲିଉଡ୍ର ଦୁଇ ସୁପରଷ୍ଟାର ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ ତେବେ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ।…
୭ ବର୍ଷ ବଡ଼ ଅର୍ଚ୍ଚନାଙ୍କୁୁ ଭଲପାଇ ବସିଥିଲେ ପରମୀତ; ମନ୍ଦିରରେ କରିଥିଲେ ବିବାହ
ବମ୍ବେ: ‘ଦିଲଓ୍ବାଲେ ଦୁଲ୍ହନିଆଁ ଲେ ଯାଏଗେଁ’ର କୁଲଜୀତ ସିଂହ ହେଉ ଅଥବା ‘ଜସି ଜୈସି କୋଇ ନେହିଁ’ ଧାରାବାହିକର ରାଜ ମଲହୋତ୍ରା, ସବୁ ଚରିତ୍ରରେ ଶ୍ରେଷ୍ଠତା ପ୍ରତିପାଦିତ କରିଥାନ୍ତି ପରମୀତ ସେଠୀ। ସେ ଜଣେ ଅଭିନେତା ସାଙ୍ଗକୁ ଲେଖକ, ନିର୍ଦ୍ଦେଶକ ଏବଂ…
ପିଲାଟି ଦିନରୁ ସଙ୍ଗୀତଭିତ୍ତିକ ଶୋ’ରେ ନେଉଛନ୍ତି ଭାଗ; ହେଲେ ପିନ୍ଧିପାରିନାହାନ୍ତି ବିଜୟ ମୁକୁଟ
ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ଇଣ୍ଡିଆନ ଆଇଡଲ୍ ୧୩। ଶୋ’ର ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇ ବିଚାରପତିଙ୍କ ହୃଦୟ ଜିତୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୋନାକ୍ଷୀ କର। ସେ ଆଜି ନୁହଁନ୍ତି ବରଂ ପିଲାଟିଦିନରୁ ସିଙ୍ଗିଂ ରିଆଲିଟି ଶୋ’ରେ…
ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ
ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୫୭ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍ ଏବଂ କିଡନୀଜନିତ ରୋଗରେ ସେ ୨ବର୍ଷ ଧରି ପୀଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ…

