Advertisement

ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ହଂସିକା

ମୁମ୍ବାଇ: ବଲିଉଡରେ ଏବେ ବିବାହ ସିଜିନ୍‌ ଚାଲିଛି। ଅଭିନେତା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଅଭିନେତ୍ରୀ ହଂସିକା ମୋଟଓ୍ବାନୀଙ୍କ ବିବାହ ସମ୍ପର୍କିତ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଡିସେମ୍ବର ୪ରେ ଅଭିନେତ୍ରୀ ହାତକୁ ଦି’ହାତ ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅଭିନେତ୍ରୀଙ୍କ ବିବାହ ଉତ୍ସବ ଡିସେମ୍ବର ୨ରୁ ଡିସେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ।
ଜୟପୁରର ଏକ ୪୫୦ ବର୍ଷର ପୁରୁଣା ମୁଣ୍ଡୋଟା ଦୁର୍ଗରେ ବିବାହ କରିବେ ବୋଲି ଶୁଣାଯାଉଛି। ହଂସିକା ତାଙ୍କ ପ୍ରେମିକଙ୍କୁ ବିବାହ କରୁଛନ୍ତି। ଯିଏକି ଜଣେ ବିଜନେସ ମ୍ୟାନ୍‌। ଦୁହେଁ ଅନେକ ଦିନରୁ ପରସ୍ପରକୁ ଡେଟ୍‌ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ

ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ...

ନାଚିଲେ ସିନ୍ଧୁ

ମୁମ୍ବାଇ: ବ୍ୟାଡ୍‌ମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଅଲିମ୍ପିକରେ ଭାରତ ପାଇଁ ଦୁଇ ଦୁଇ ଥର ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କର ଏତିହାସିକ...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ...

ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା

ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ...

ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ...

ଏହି ଅଭିନେତ୍ରୀଙ୍କ ପାଦ ଦେଖି ତାଙ୍କ ପ୍ରେମରେ ପଡିଥିଲେ ସଲମାନ

ଏକଦା ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ଯଦିଓ ଏବେ ଉଭୟଙ୍କର ରାସ୍ତ...

ଘରର ଏହି ସବୁ କାମ କରିନ୍ତି ଟାଇଗର

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ଘରେ ଆରାମରେ ଜୀବନ କାଟୁଥିବା କୁହାଯାଏ। ଏମିତିକି ତାଙ୍କର ସବୁକାମ ପାଇଁ କେହି ନା କେହି ନିୟୋଜିତ ଥିବା ଦେଖିବାକୁ...

ଝିଅକୁ ନେଇ କିଛି ଭିନ୍ନ ସ୍ବପ୍ନ ଦେଖିଥିଲେ ଶ୍ରୀଦେବୀ, ଜାଣନ୍ତୁ…

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ମଧ୍ୟରୁ ଜାହ୍ନବୀ କପୁର ଅନ୍ୟତମ। ଖୁବ ଶୀଘ୍ର ଜାହ୍ନବୀ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ବଲିଉଡ୍‌ରେ...

Advertisement
Archives

Model This Week