ମନୋରଞ୍ଜନ

ଅଭିନେତା ଦୁର୍ଗେଶ କୁମାରଙ୍କ ପରଲୋକ

ମୁମ୍ବାଇ: ଅଭିନେତା ଦୁର୍ଗେଶ କୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ଅଭିନେତ୍ରୀ ଶେଫାଳି ଶାହଙ୍କ ସହ ଓ୍ବେବ୍‌ସିରିଜ ‘ଦିଲ୍ଲୀ କ୍ରାଇମ-୨’ରେ ଦୁର୍ଗେଶ କୁମାରଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କୁ ଗତ ମାସରେ ହୃଦଘାତ ହୋଇଥିଲା, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା…

ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତ୍ରୀ ଜୟକୁମାରୀ

ଭେଟେରାନ ଅଭିନେତ୍ରୀ ଜୟକୁମାରୀ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିବା କୁହାଯାଉଛି। ଚିକିତ୍ସା ପାଇଁ ଜୟକୁମାରୀଙ୍କୁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ମଧ୍ୟ ଜଣାପଡିଛି। ଜୟକୁମାରୀ ୧୯୬୦ ମସିହାରେ ନିଜ କ୍ୟାରିୟର ଆରମ୍ଭ…

ଲଞ୍ଚ ହେଲା ଫିଲ୍ମ ‘ମୋଦି ଜି କି ବେଟି’ର ମଜାଦାର ଟ୍ରେଲର

ମୁମ୍ବାଇ: ଏକ ଭିନ୍ନ ଧରଣର ମଜାଦାର କମେଡି ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ସୋମବାର ମୁମ୍ବାଇର ଅନ୍ଧେରୀ ସ୍ଥିତ ପିବିଆର ଆଇକନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଉଲ୍ଲେଖନୀୟ, ଏହି ଫିଲ୍ମର ସମସ୍ତ କଳାକାର…

ଏହି ଅଭିନେତାଙ୍କ ପାଇଁ ଉପବାସ ରଖିଥିଲେ ଶ୍ରୀଦେବୀ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦ୍ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି…

ଅକ୍ଟୋବରରେ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘କୋଡ୍‌ ନେମ୍‌: ତ୍ରିରଙ୍ଗା’ ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ହାର୍ଡି ସାନ୍ଧୁ। ରିଭୂ ଦାସଗୁପ୍ତା ଏଥିରେ ନିର୍ଦ୍ଦେଶନା…

କଶ୍ମୀରରେ ଇମ୍ରାନ ହାସମିଙ୍କ ଉପରେ ପଥର ମାଡ, ଅଭିଯୁକ୍ତ ଗିରଫ

ଶ୍ରୀନଗର,୨୦ ।୯: ବଲିଉଡ ଅଭିନେତା ଇମ୍ରାନ ହାସମି ଏବେ ଜମ୍ମୁ-କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂ କରୁଛନ୍ତି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଯେତେବେଳେ ତାଙ୍କ ଫିଲ୍ମ ଶୁଟିଂ ସରିବା ପରେ ବାହାରକୁ ଆସିଥିଲେ ସେତେବେଳେ ଜଣେ…

ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କ୍ରିତି!

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ‘ଆଦିପୁରୁଷ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଫିଲ୍ମଟି ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ,…

ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା ଜାଣିବାକୁ ଯେ ଏଥର ସିଜନରେ କେଉଁ ସେଲିବ୍ରିଟିମାନେ ଆସୁଛନ୍ତି । ଏଥର ଶୋ’ରେ ଏଣ୍ଟ୍ରି…

ଅକ୍ଟୋବରରେ ରିଲିଜ ହେବ କୋଡ ନେମ: ତ୍ରିରଙ୍ଗା, ନୂଆ ଯୋଡି କରିବେ ଧମାକା

ମୁମ୍ବାଇ: ଖୁବଶୀଘ୍ର ବଡ ପରଦାରେ ନଜର ଆସିବେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆଗଧାଡିର ପଞ୍ଜାବୀ ଗାୟକ ହର୍ଡି ସଂଧୁ । ଏହି ଯୋଡିଙ୍କୁ ଦର୍ଶକେ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗାରେ ଦେଖିବାକୁ ପାଇବେ । ଆଉ ଫିଲ୍ମଟି ଆସନ୍ତା…

ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ ପ୍ରେମ କାହାଣୀ ଫିଲ୍ମଠାରୁ ବି ଅଧିକ। ଉଭୟଙ୍କ ବିବାହକୁ ୩୨ ବର୍ଷ ହୋଇଥିଲେ ମଧ୍ୟ…

୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍‌ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ…

ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତେବେ ଫିଲ୍ମଟି ରିଲିଜ୍‌ ହେବାର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଫିଲ୍ମକୁ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?