ମନୋରଞ୍ଜନ

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି।…

ବାବା ରାମଦେବଙ୍କ ଟାର୍ଗେଟରେ ବଲିଉଡ ଷ୍ଟାର

ମୁମ୍ବାଇ,୧୬ ।୧୦: ଯୋଗ ଗୁରୁ ବାବା ରାମଦେବ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ନିଶା ମୁକ୍ତି ଭାରତ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ । ଏହି ସମୟରେ ତାଙ୍କ ଟାର୍ଗେଟକୁ ଆସିଥିଲେ ବଲିଉଡ…

ପୁରୁଣାଦିନର ସ୍ମୃତିକୁ ମନେ ପକାଇଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ଅଭିନେତ୍ରୀ ଅମିଷା ପଟେଲ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ପୁରୁଣା ଦିନକୁ ମନେ ପକାଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ତାଙ୍କର ଜନ୍ମଦିନ ଆସୁଛି। ଶେୟାର କରିଥିବା ଫଟୋରେ ସେ ସଞ୍ଜୟ…

ପୂର୍ବ ପ୍ରେମିକ ଏବେ ଭଲ ବନ୍ଧୁ

ବମ୍ବେ: ପୂର୍ବ ପ୍ରେମିକ ଏବେ ବନ୍ଧୁ। ଅଭିନେତା ପାରସ କଲନାଓ୍ବତ ଏକଦା ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କୁ ଡେଟ୍‌ କରିଥିଲେ। ଉଭୟ ଏନେଇ ଅନେକ ଥର ମୁହଁ ଖୋଲିଛନ୍ତି। ବ୍ରେକ୍‌ଅପ୍‌ ହେବା ପରେ କିନ୍ତୁ ଉଭୟ ଭଲ ବନ୍ଧୁ ହୋଇଯାଇଛନ୍ତି।…

କଶ୍ମୀରକୁ ଫେରିଲା ବଲିଉଡ୍‌

ବମ୍ବେ: ଦିନ ଥିଲା ଅନେକ ବଲିଉଡ୍‌ ଫିଲ୍ମର ଶୁଟିଂ କଶ୍ମୀରରେ ହେଉଥିଲା। ‘ଜଙ୍ଗଲୀ’ଠାରୁ ଆରମ୍ଭ କରି ‘ଜବ ତକ୍‌ ହୈ ଜାନ୍‌’ ପର୍ଯ୍ୟନ୍ତ ଅନେକ ସିନେମାରେ କଶ୍ମୀରର ସୁନ୍ଦର ତଥା ମନୋଲୋଭା ପରିବେଶ ନଜର ଆସିଛି। ହେଲେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ…

ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ…

ଦୀପାବଳିରେ ରିଲିଜ ହେବ ‘ଟାଇଗର ୩’

ବମ୍ବେ: ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ସଲମାନ୍‌ ଖାଁ। ଅଭିନେତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜକୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ଏବେ ସଲମାନ ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ସଲମାନଙ୍କ ଏହି…

ଅଟୋରେ ମୁମ୍ବାଇ ବୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ୍‌ ଅଟୋ ରିକ୍ସାରେ ବସି ମୁମ୍ବାଇ ବୁଲିଛନ୍ତି। ତେବେ ଏହାର ଭିଡିଓ ବରୁଣ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଟୋରେ ବସି ବରୁଣ ମୁମ୍ବାଇର ସୁନ୍ଦରତାକୁ ଉପଭୋଗ କରୁଥିବାବେଳେ ରାସ୍ତାକଡ଼ରେ ଥିବା ଲୋକଙ୍କୁ ଦେଖି ହସୁଥିବାର…

ହ୍ୟାରି ପୋଟରର ‘ହ୍ୟାଗରିଡ’ଙ୍କ ପରଲୋକ

ରୁଥେରଗ୍ଲେନ,୧୫ ।୧୦: ହ୍ୟାରି ପୋଟର ଫ୍ରାଞ୍ଚାଇଜିରେ ହ୍ୟାଗରିଡ ଭୂମିକାରେ ନଜର ଆସିଥିବା ହଲିଉଡ ଅଭିନେତା ରୋବି କୋଲଟ୍ରାନେଙ୍କର ପରଲୋକ ହୋଇଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଖବର…

ପୁଣି ସମ୍ପର୍କରେ ଫାଟ: ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ

ବମ୍ବେ: ସମ୍ପର୍କ କେବେ ଖଟା ତ କେବେ ମିଠା। କେବେ ଉଭୟ ଏକାଠି ହେଉଛନ୍ତି ତ କେବେ ଅଲଗା ହେବାର ଜିଦ୍‌। ଆମେ କହୁଛୁ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଚାରୁ…

‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ରାଜସ୍ଥାନ ସରକାର

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ରିଲିଜ୍ ହୋଇଛି ବଲିଉଡ ମୁଭି ’ଏ ଜିନ୍ଦେଗୀ’ । ଏହି ମୁଭି ପାଇଁ ରାଜସ୍ଥାନ ସରକାର ଏକ ଖୁସି ଖବର ଦେଇଛନ୍ତି । ସମ୍ବେଦନଶୀଳ, ଭାବୁକ ଓ ସଚେତନା ସୃଷ୍ଟି କରୁଥିବା ଏହି ଫିଲ୍ମର ବିଷୟ…

ସିନ୍ଥିରେ ସିନ୍ଦୁର, ମଥାରେ ଲାଲ ବିନ୍ଦି; କିଛି ଏଭଳି ଢଙ୍ଗରେ ଶାଶୁଘରେ ପ୍ରଥମ କରଓ୍ବାଚୌଥ ପାଳିଲେ ଅଭିନେତ୍ରୀ

ବମ୍ବେ: ବିବାହ ପରେ ପ୍ରଥମ କରଓ୍ବାଚୌଥ ପାଳିଲେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ସ୍ବାମୀ ବିକ୍କି କୌଶଲଙ୍କ ପାଇଁ ସେ ବ୍ରତ ରଖିଥିଲେ। ଶାଶୁଶ୍ୱଶୁରଙ୍କ ସହ ବେଶ ଧୁମଧାମରେ କଟ୍ରିନା ଏହି ବ୍ରତ ସମାପନ କରିଛନ୍ତି। ଏହାର କିଛି ଫଟୋ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?