ମନୋରଞ୍ଜନ

ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି। ଏ ନେଇ ସେ ଉତ୍ସାହିତ ଥିବା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ।…

ବୁଡ଼ିଗଲା ରାମସେତୁ, ବକ୍ସ ଅଫିସରେ ବିଫଳ…

ମୁମ୍ବାଇ : ଚଳିତ ବର୍ଷ ଅକ୍ଷୟ କୁମାରଙ୍କଚ ସଫଳତା ମିଳିପାରି ନାହିଁ। ଚଳିତ ବର୍ଷ ଆସିଥିବା ତାଙ୍କର କୌଣସି ଚଳଚ୍ଚିତ୍ର ଆଶାଜନକ ଫଳାଫଳ ଦେଇ ନାହିଁ। ଦୀପାବଳି ଅବସରରେ ତାଙ୍କର ନିକଟରେ ରିଲିଜ ହୋଇଥିବା ରାମ ସେତୁ ବୁଡ଼ି ଯାଇଛି। ବକ୍ସ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ପଞ୍ଜାବୀ ଗାୟକ

ବମ୍ବେ: ଖ୍ୟାତନାମା ଗାୟକ ତଥା ରାପର ଏପି ଢିଲୋନ ଅସୁସ୍ଥ। ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ସେ ଆହତ ହୋଇ ଶୋଇଥିବା…

ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି କହିଲେ ଚଳେ। ବିଶେଷକରି ଏଥିରେ ଋଷଭଙ୍କ ଅଭିନୟ ଏବଂ ଚରିତ୍ରକୁ ଦର୍ଶକେ ବେଶ ପସନ୍ଦ…

ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!

ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ତାଙ୍କ ବୟ ଫ୍ରେଣ୍ଡ ନିର୍ଦ୍ଦେଶକ…

କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନରେ ପୁଣି ରିଲିଜ୍‌ ହେବ ଏହି ସୁପରହିଟ୍‌ ଫିଲ୍ମ, ଏବେ ବି ରହିଛି କ୍ରେଜ୍‌

ବଲିଉଡ କିଙ୍ଗ୍‌ ଖାନ୍‌ଙ୍କୁ କିଏ ବା ନ ଜାଣେ। ନିଜର ଅଭିନୟ, ଲୁକ୍‌କୁ ନେଇ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରନ୍ତି। ତାଙ୍କ ଫିଲ୍ମକୁ ଦେଖିବାକୁ ଦର୍ଶକ ପାଗଳ ହୋଇଯାଆନ୍ତି। ତେବେ ଅଭିନେତା ନଭେମ୍ବର ୨ରେ ତାଙ୍କର ୫୭ ବର୍ଷ ବୟସରେ ପାଦ…

ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି

ମୁମ୍ବାଇ,୧।୧୧: ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ହେବ ଧମକ ଦିଆଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଓ୍ବାଇ + ବର୍ଗର ସୁରକ୍ଷା ଦିଆଯାଇଛି। ସଲମାନଙ୍କ ବ୍ୟତୀତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ…

ଦେବ ଭୂମିକାରେ କିଏ କରିବେ ଅଭିନୟ? ଖୁଲାସା କଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ଦମ୍‌ଦାର୍‌ ଆୟ ମଧ୍ୟ କରିଥିଲା। ଫିଲ୍ମରେ ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ,…

ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା: ଝିଅ ଗୁରୁତର

ବଲିଉଡ୍‌ ଅଭିନେତ୍ରୀ ରମ୍ଭା ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଛନ୍ତି। କିନ୍ତୁ ତାଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କାନାଡାରେ ରହୁଥିବା ରମ୍ଭା ସ୍କୁଲରୁ ଝିଅକୁ ଆଣିବାକୁ ଯାଇଥିବାବେଳେ…

ବିବାହ କରିବେ ହଂସିକା

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ ଡିସେମ୍ବର ୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇ ବିଜ୍‌ନେସ୍‌ମ୍ୟାନ୍‌ ସୋହେଲ ଖଟୁରିଆଙ୍କ ସହ ହଂସିକାଙ୍କ ବାହାଘର ହେବ। ହଂସିକା ଆରେଞ୍ଜ ମ୍ୟାରେଜ୍‌ କରୁଥିବା କେତେକ ଖବର ପ୍ରକାଶ…

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି। ବଚ୍ଚନ ପରିବାରର ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ତାଙ୍କ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ୧୯୯୪ରେ, ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ନିକଟରେ ସେ…

୫୦ ହଲ୍‌ରେ ଏକସଙ୍ଗରେ ରିଲିଜ୍‌ ହେବ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ପ୍ରଥମ କରି ରାଜଧାନୀର ବିଭିନ୍ନ ଛକରେ ବୁଲି ପ୍ରଚାର କରିଛି ଓଡ଼ିଆ ଚଳଚ୍ଚିତ୍ର ଟିମ୍‌। ଆସନ୍ତା ୪ ତାରିଖରେ ୫୦ଟି ହଲରେ ରିଲିଜ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଟିମ୍‌ ଏପରି ନିଆରା ଢ଼ଙ୍ଗରେ ଚଳଚ୍ଚିତ୍ରର ପ୍ରଚାର କରିଛନ୍ତି॥ କାନ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?