Advertisement

ହେରାଫେରି ୩ରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ !

ମୁମ୍ବାଇ: ଫିଲ୍ମ ହେରାଫେରି ଆଜିବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏବେ ଏହାର ପାର୍ଟ ୩କୁ ନେଇ ଆଲୋଚନା ଜାରି ରହିଛି । କିଛିଦିନ ହେବ ଖବର ଆସୁଥିଲା କି ଫିଲ୍ମର ତୃତୀୟ ପାର୍ଟରେ ଅକ୍ଷୟ କୁମାରଙ୍କ ସ୍ଥାନରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ନିଆଯାଉଛି । ହେଲେ କିଛି ମିଡିଆ ସଂସ୍ଥା କହିଛି ଯେ ଅକ୍ଷୟ କୁମାର ଏବେ ହେରାଫେରି ଫ୍ରାଞ୍ଚାଇଜର ଅଂଶ ହେବେ ନାହିଁ । ଅର୍ଥାତ୍ ହେରାଫେରି ୩ ରେ ଅକ୍ଷୟ କୁମାର ଅଭିନୟ କରିବେ ନାହିଁ । ତାଙ୍କ ଚରିତ୍ର ରାଜୁକୁ ଏଥର ହଟାଇ ଦିଆଯାଇଛି ବୋଲି ଜଣାପଡିଛି । କାର୍ତ୍ତିକ ଆର୍ଯ୍ୟନ ଏକ ନୂଆ ଚରିତ୍ରରେ ନଜର ଆସିବେ ।
ସୂଚନାଯୋଗ୍ୟ, ଅନିସ ବଜମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ହେରାଫେରି ୩ରେ ପରେଶ ରାୱଲ ଓ ସୁନିଲ ସେଟ୍ଟି ପୁଣି ନଜର ଆସିବେ । ଏବେ କାର୍ତ୍ତିକ ଆର୍ଯ୍ୟନ ନୂଆ ଚରିତ୍ରରେ ଫିଲ୍ମ ‘ହେରା ଫେରି ୩’ରେ ନଜର ଆସିବେ । କାର୍ତ୍ତିକ ଗତ ଦୁଇ ବର୍ଷ ଭିତରେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବେ ପ୍ରତିପାଦିତ କରିଥିବା ବେଳେ ଏହାର ଶ୍ରେୟ ‘ଭୁଲ ଭୁଲେୟା ୨’କୁ ଯିବ ବୋଲି କୁହାଯାଉଛି । କାରଣ ଏଥିର ତାଙ୍କର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଥିରେ ତାଙ୍କର ଅଭିନୟ ଭବିଷ୍ୟତ ପାଇଁ ଅନେକ ଦରୱାଜା ଖୋଲି ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗାୟକ ହେବା ପାଇଁ ଭଲ ଚାକିରି ଛାଡିଦେଇ ଥିଲେ କେକେ: ଏହି ସୁପରହିଟ୍‌ ଗୀତ ବଦଳାଇ ଦେଇଥିଲା ଜୀବନର ଗତିପଥ

ବଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ୍‌ ସିଙ୍ଗର କୃଷ୍ଣକୁମାର କୁନ୍ନାଥ ୧୯୬୮ ମସିହା ୨୩ ଅଗଷ୍ଟରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଇଣ୍ଡଷ୍ଟ୍ରିରେ କେ.କେ. କେବଳ ହିନ୍ଦୀରେ ନୁହେଁ...

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର...

ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର...

ପିଲାଦିନେ ଏମିତି ଦିଶୁଥିଲେ ସୁଶାନ୍ତ ସିଂ ରାଜପୁତ, ଫଟୋ ଶେୟାର କଲେ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ, ଚେର ଲମ୍ବିବାରେ ଲାଗିଛି। ତେବେ ସୁଶାନ୍ତଙ୍କୁ ସର୍ବଦା ମନେ...

ରଣବୀରଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି ଡ୍ରାମା କୁଇନ୍‌

ଆଜିକାଲି ବଲିଉଡ୍‌ରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ...

‘ଶକ୍ତିମାନ’ ଉପରେ ହେବ ଫିଲ୍ମ

ମୁମ୍ବାଇ: ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କୁ ମନେଥିବ। ୯୦ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ଶକ୍ତିମାନକୁ...

ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବି-ଟାଉନ ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ...

ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା...

Advertisement
Archives

Model This Week