ମନୋରଞ୍ଜନ

ପ୍ରଥମ ପସନ୍ଦ ନ ହୋଇ ବି ଏସବୁ ଚରିତ୍ରରେ ଜୀବନ ଭରିଥିଲେ ନୀଳନୟନା, ଫିଲ୍ମ ହୋଇଥିଲା ସୁପର ହିଟ

ମୁମ୍ବାଇ: ଐଶ୍ୱଯ୍ୟା ରାୟ ବଚ୍ଚନ ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହାପରେ ଏବେବି ସେ ପୂର୍ବପରି ଦର୍ଶକଙ୍କ ପ୍ରଥମ ପସନ୍ଦ ନାୟିକା ହୋଇ ରହିଛନ୍ତି । ବଲିଉଡର ଏହି ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ମିସ ୱାର୍ଲ ଟାଇଟଲ ହାସଲ…

‘ଅପୂର୍ବା’ର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଅପୂର୍ବା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହା ଏକ ନାରୀକୈନ୍ଦ୍ରୀକ ଫିଲ୍ମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାରା ସୁତାରିଆ। ଶୁଟିଂ ଆରମ୍ଭ ନେଇ ତାରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର…

ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ହଂସିକା

ମୁମ୍ବାଇ: ବଲିଉଡରେ ଏବେ ବିବାହ ସିଜିନ୍‌ ଚାଲିଛି। ଅଭିନେତା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଅଭିନେତ୍ରୀ ହଂସିକା ମୋଟଓ୍ବାନୀଙ୍କ ବିବାହ ସମ୍ପର୍କିତ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଡିସେମ୍ବର…

ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କ ଦିଲ ଜିତିବେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ କୋରିଓଗ୍ରାଫରରୁ ନର୍ଦ୍ଦେଶକ ହୋଇଥିବା ବୋସକୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ପ୍ରଥମ ମୁଭି ‘ରକେଟ ଗ୍ୟାଙ୍ଗ’ରେ ଏକ ବିଶେଷ ଡ୍ୟାନ୍ସ ନମ୍ବରରେ ସାମିଲ କରାଯାଇଛି । ଏହାର ଟିଜର ସୋମବାର ରିଲିଜ୍ ହେବ…

ଘୁଞ୍ଚିଲା ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ!

ମୁମ୍ବାଇ: ସାଉଥ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଫିଲ୍ମକୁ ନେଇ ବିଭିନ୍ନ ମହଲରେ ଟ୍ରୋଲ କରାଯାଉଛି। ଏପରିକି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ୍‌…

ଏହିଦିନ ବିବାହ କରିବେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ କ୍ୟାରିୟର ଅବା ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ଏବେ ବଲିଉଡରେ ଚର୍ଚ୍ଚାର ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ।…

୩ ବର୍ଷ ପରେ ଭାରତ ଆସୁଛନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ ଆଞ୍ଜେଲସରେ ରହୁଛନ୍ତି। ସେ ଦୀର୍ଘ ୩ ବର୍ଷ ପରେ ଝିଅ ମାଳତୀ ମେରିଙ୍କ ସହ ଭାରତ ଆସୁଛନ୍ତି। ଏଥିପାଇଁ…

ଚଳିତ ସପ୍ତାହରେ ରିଲିଜ ହେବ ୨୩ ଫିଲ୍ମ…

ମୁମ୍ବାଇ : ଅକ୍ଟୋବରର ଶେଷ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ୍‌ କରିବାକୁ ସକ୍ଷମ ହୋଇ ନାହିଁ। ଦର୍ଶକମାନେ ଫିଲ୍ମର କାହାଣୀ ଏବଂ ଷ୍ଟାର କାଷ୍ଟଙ୍କ ଅଭିନୟକୁ ପସନ୍ଦ କରି ନହାନ୍ତି। ଗତ ସପ୍ତାହରେରିଲିଜ ହୋଇଥିବା ଅଜୟ ଦେବଗନଙ୍କ…

ଜାପାନରେ ‘ଆରଆରଆର’ର ଜଲୱା, ଗୋଟିଏ ସପ୍ତାହରେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ସାମିଲ

ମୁମ୍ବାଇ: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏସ ଏସ ରାଜାମୌଳିଙ୍କ ବ୍ଲକବଷ୍ଟର ମୁଭି ‘ଆରଆରଆର’ ଜାପାନି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି । ସାରା ବିଶ୍ୱରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଏହା ୧୧୦୦ କୋଟିରୁ ଅଧିକ…

ଚୌକା-ଛକା ମାରିଲେ କ୍ୟାଟ୍ରିନା

ଟି-୨୦ ବିଶ୍ୱକପ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବେଳେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଫିଲ୍ମ ‘ଫୋନ ଭୁତ୍‌’ର ଟିମ ପହଞ୍ଚିଥିଲା। ଫିଲ୍ମର ଷ୍ଟାର କାଷ୍ଟ କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟୁଡିଓରେ କିଛି…

ଆଜି ୨୫ ବର୍ଷ ପୂରଣ କଲା ଏହି ଫିଲ୍ମ, ତଥାପି କମିନି କ୍ରେଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଦିଲ୍‌ ତୋ ପାଗଲ ହୈ’ ଆଜି ଅର୍ଥାତ୍‌ ଅକ୍ଟୋବର ୩୦ରେ ୨୫ ବର୍ଷ ପୂରଣ କରିଛି। ୧୯୯୭ ଅକ୍ଟୋବର ୩୦ରେ ଏହି ଫିଲ୍ମଟି ହଲ୍‌ରେ ମୁକ୍ତିଲାଭ କରିଥିଲା। ଏଥିରେ କିଙ୍ଗ୍‌ଖାନ୍‌ ଶାହାରୁଖ, ଅଭିନେତ୍ରୀ କରିସ୍ମା କପୁର ଏବଂ…

ନାତୁଣୀଙ୍କୁ ଜୟାଙ୍କ ପରାମର୍ଶ, ବିବାହ ପୂର୍ବରୁ ମା’ ହେଲେ ବି କିଛି ଅସୁବିଧା ନାହିଁ

ମୁମ୍ବାଇ: ବଲିଉଡ୍‌ର ଭେଟ୍‌ରାନ ଅଭିନେତ୍ରୀ ଜୟା ବଚ୍ଚନ ଫିଲ୍ମରେ ଅଭିନୟ ପାଇଁ ହେଉ କିମ୍ବା ନିଜର ଅପୂର୍ବ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ହୃଦୟରେ ଯାହା ଥାଏ ତାଙ୍କ ମୁହଁରେ ମଧ୍ୟ ତାହା ଥାଏ। ଯାହାକୁ କୁହନ୍ତି ସ୍ପଷ୍ଟବାଦୀ। ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?