ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ପରଲୋକ
ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ଲସ୍ ଆଞ୍ଜେଲସ୍ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୧୯୯୫ରେ ହିଟ ଗୀତ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ’ ପାଇଁ କୁଲିଓ ପ୍ରସିଦ୍ଧ। କୁଲିଓଙ୍କର ସମ୍ପୂର୍ଣ୍ଣ ନାମ ହେଉଛି…
ପ୍ରାଇଭେଟ୍ ଆଇଲାଣ୍ଡ କିଣିଲେ ମିକା
ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ମିକା ସିଂ ଜଣାଶୁଣା। ତାଙ୍କର ଗୀତ ଯୋଗୁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡରେ ମିକାଙ୍କର ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ମିକାଙ୍କ ସ୍ବୟଂବର ଆୟୋଜିତ ହୋଇଥିଲା। ଗାୟକ ଆକାକ୍ଷାଂ ପୁରୀଙ୍କୁ…
ଗିରଫ ହୋଇପାରନ୍ତି ଏକତା କପୁର, ଶୋଭା କପୁର
ମୁମ୍ବାଇ,୨୯ ।୯: ବଲିଉଡର ଜଣାଶୁଣା ଫିଲ୍ମ, ସିରିଏଲ ଓ ୱେବ ସିରିଜ ନିର୍ମାତା ଏକତା କପୁର ଓ ଶୋଭା କପୁର ଗିରଫ ହୋଇପାରନ୍ତି । ମଙ୍ଗଳବାର ବେଗୁସରାଇ କୋର୍ଟ ପକ୍ଷରୁ ଏମାନଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରାଯାଇଛି । ଏହି…
‘ଇଣ୍ଡିଆନ୍ ଆଇଡଲ୍ ୧୩’ ର ବାସ୍ତବିକତା: ଶୋ’ରୁ ବାଦ୍ ପଡ଼ିବା ପରେ ରିତୋ କହିଲେ…
ବମ୍ବେ: ବିବାଦରେ ଟେଲି ପରଦାର ସବୁଠାରୁ ବଡ଼ ଏବଂ ହିଟ୍ ସିଂଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୩। ଚଳିତ ବର୍ଷ ଏହାର ଅଡିଶନ୍ ରାଉଣ୍ଡରେ ପ୍ରତିଯୋଗୀ ରିତୋ ରିବାଙ୍କୁ ବାହାର କରିବାକୁ ନେଇ ବିବାଦ ଦେଖାଦେଇଛି। ପରିସ୍ଥିତି ଏଭଳି ଯେ…
ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ
ବମ୍ବେ: ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସନା ଅମିନ ଶେଖ। ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଫେମ୍ ସନା ନିର୍ଦ୍ଦେଶକ ଏଜାଜ୍ ଶେଖଙ୍କୁ ବିବାହ କରିଥିଲେ। ହେଲେ ବିବାହକୁ ନେଇ…
ଜୁହି ଚାଓ୍ବାଲାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜୁହି ଚାୱଲା ଅନ୍ୟତମ। ସେ ୧୯୮୬ରେ ଫିଲ୍ମ ‘ସୁଲତାନତ’ ସହିତ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଥିଲେ। ବଲିଉଡରେ ଖ୍ୟାତି ଠାରୁ ଧନ ପର୍ଯ୍ୟନ୍ତ…
ଦିଅରଙ୍କୁ ଆଶୀର୍ବାଦ ଦେଲେ କ୍ୟାଟ୍ରିନା
ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ…
୪୦୦ କୋଟି କ୍ଲବ୍ରେ ‘ବ୍ରହ୍ମାସ୍ତ୍ର’
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ଇତି ମଧ୍ୟରେ ଫିଲ୍ମଟି ୨୫ ଦିନରେ ସାରା ବିଶ୍ୱରେ ୪୦୦ କୋଟି…
ମହେଶ ବାବୁଙ୍କ ମା ଅଭିନେତ୍ରୀ ଇନ୍ଦିରା ଦେବୀଙ୍କ ପରଲୋକ…
ହାଇଦ୍ରାବାଦ, ୨୮।୯ : ସୁପରଷ୍ଟାର ମହେଶ ବାବୁଙ୍କ ମା ଏବଂ ଅଭିନେତ୍ରୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁପରଷ୍ଟାରଙ୍କ ମା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ। ସେ ହାଇଦ୍ରାବାଦର ଏଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…
ଐଶ୍ୱର୍ଯ୍ୟାଙ୍କ ଗୁରୁଭକ୍ତି
ନୂଆଦିଲ୍ଲୀ: ପାନ୍ ଇଣ୍ଡିଆ ଫିଲ୍ମ ‘ପୋନିୟିନ ସେଲଭାନ:୧’ର ପ୍ରମୋଶନରେ ବଲିଉଡ୍ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବ୍ୟସ୍ତ। ଦିଲ୍ଳୀରେ ଫିଲ୍ମର ପ୍ରମୋଶନ ବେଳେ ଐଶ୍ୱର୍ଯ୍ୟା ପ୍ରଖ୍ୟାତ ଫିଲ୍ମ ନିର୍ମାତା ମଣି ରତ୍ନମଙ୍କ ପାଦଛୁଇଁ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି।…
ବଦଳିଲା ‘ଓ୍ବିକେଣ୍ଡ କା ଓ୍ବାର’ର ସମୟ
ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗବସ୍ ୧୬’। ଅକ୍ଟୋବର ପହିଲାରୁ ଶୋ’ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ଖୁଲାସା ପ୍ରଶଂସକଙ୍କୁ ଚକିତ କରୁଛି। ସେଥିରୁ ପ୍ରଥମ ପରିବର୍ତ୍ତନଟି ହେଲା ଚଳିତ ଥରର ‘ଓ୍ବିକେଣ୍ଡ…
ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା
ବମ୍ବେ: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍। ଅସହଜ ଅନୁଭବ କରିବା ସହ ତାଙ୍କୁ ଅଣନିଃଶ୍ୱାସୀ ଲାଗିବାରୁ ସୋମବାର ସନ୍ଧ୍ୟାରେ ଅଭିନେତ୍ରୀଙ୍କୁ ବମ୍ବେର ବ୍ରିଚ୍ କୈଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଏବେ ତାଙ୍କର…
Archives


