ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଲେ ମିକା

ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ମିକା ସିଂ ଜଣାଶୁଣା। ତାଙ୍କର ଗୀତ ଯୋଗୁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡରେ ମିକାଙ୍କର ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ମିକାଙ୍କ ସ୍ବୟଂବର ଆୟୋଜିତ ହୋଇଥିଲା। ଗାୟକ ଆକାକ୍ଷାଂ ପୁରୀଙ୍କୁ ମିକା ତାଙ୍କ ଜୀବନସାଥୀ ଭାବରେ ବାଛିଥିଲେ। ନିକଟରେ ମିକା ଏକ ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଛନ୍ତି। ଏଥିରେ ସେ ଆଜିକାଲି ସମୟ ବିତାଉଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ଡଙ୍ଗା ଚଳାଉଥିବାର ଦେଖିବାକୁ ମିଳିଛି। ଡଙ୍ଗାରେ ମିକା ସିଂ ଲେଖାଯାଇଛି। ବଡିଗାର୍ଡମାନେ ଡଙ୍ଗା ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଇଛି। ମିକା ଆଇଲାଣ୍ଡ ସହିତ ସାତୋଟି ଡଙ୍ଗା ଏବଂ ୧୦ ଘୋଡା କିଣିଛି। ମିକା ସିଂ ବିଳାସପୂର୍ଣ୍ଣ ଗାଡି ଏବଂ ବଙ୍ଗଳାକୁ ମଧ୍ୟ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟାମ୍‌ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା

ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ...

ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ,...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌...

ବଲିଉଡ୍‌ ହାଲ୍‌ଚାଲ୍‌

‘ହେଲେନ୍‌’ ସିନେମାର ହିନ୍ଦୀ ରିମେକ୍‌ ହେବାକୁ ଯାଉଛି। ଜାହ୍ନବୀ କପୁର ଏହାର ଟାଇଟଲ ଭୂମିକାରେ ଅଭିନୟ କରିବେ। ଉକ୍ତ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନ୍‌ରୁ...

ସ୍ବାମୀଙ୍କ ନମ୍ବରକୁ ଫୋନ୍‌ରେ ଏହି ନାଁରେ ସେଭ୍‌ କରିଛନ୍ତି ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ବହୁ ସେଲବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।...

ଲକ ଅପ ସେଟ୍‌ରେ ରିଲିଜ ହେଲା ‘ଧାକଡ’ର ଟିଜର

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତଙ୍କ ରିୟଲଟି ଶୋ’ ଲକ ଅପ ସେଟ୍‌ରେ ରିଲିଜ୍ ହୋଇଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ର ଟିଜର । କାରଣ...

ଜନ୍ମ ପରେ ୨ ନବଜାତକଙ୍କୁ ଗ୍ରହଣ କଲେ ନାହିଁ ଏହି ପ୍ରସିଦ୍ଧ ଅଭିନେତ୍ରୀ, ହାତରୁ ଚାଲିଯାଇଛି ଅନେକ ଅଫର

ଚିନ୍‌ର ଲୋକପ୍ରିୟ ଅଭିନେତ୍ରୀ ଝେଙ୍ଗ ଶୁଆଙ୍ଗଙ୍କ ଉପରେ ଏକ କଠୋର ଅଭିଯୋଗ ଲାଗିଛି। ଯାହାକୁ ନେଇ ସମଗ୍ର ବିଶ୍ୱରେ ସେ ଆଲୋଚନାର ଶିକାର ହେଉଛନ୍ତି। ଖବର...

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି...

Advertisement
Archives

Model This Week