ବଦଳିଲା ‘ଓ୍ବିକେଣ୍ଡ କା ଓ୍ବାର’ର ସମୟ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗବସ୍‌ ୧୬’। ଅକ୍ଟୋବର ପହିଲାରୁ ଶୋ’ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ଖୁଲାସା ପ୍ରଶଂସକଙ୍କୁ ଚକିତ କରୁଛି। ସେଥିରୁ ପ୍ରଥମ ପରିବର୍ତ୍ତନଟି ହେଲା ଚଳିତ ଥରର ‘ଓ୍ବିକେଣ୍ଡ କା ଓ୍ବାର’। ପନ୍ଦର ସିଜନ ପରେ ଏହାକୁ ଶନିବାର ଏବଂ ରବିବାର ପରିବର୍ତ୍ତେ ଶୁକ୍ରବାର ଏବଂ ଶନିବାର କରାଯିବ ବୋଲି ଘୋଷଣା କରାଯାଇଛି। ଚଳିତ ଥର ବିଗ୍‌ବସ୍‌ ଶୋ’ରେ ଗେମ୍‌ ଖେଳିବେ। ଏପରିକି ସେ ହୋଷ୍ଟ ସଲମାନଙ୍କୁ ମଧ୍ୟ ଛାଡିବେ ନାହିଁ। ଏହାଛଡ଼ା ତିନୋଟି ନୂଆ ଜିନିଷ ଦର୍ଶକଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍‌ ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଏହି ଫିଟ୍‌ ନାୟିକା ଏଥର ତାଙ୍କ ଫଟୋଶୁଟ୍‌କୁ ନେଇ ସମସ୍ତଙ୍କ...

ଡେଲିଭରୀ ପାଇଁ ନୁସରତ୍‌ ଜାହାଁ ହସ୍ପିଟାଲରେ ଭର୍ତ୍ତି, ମିଳିବ ଖୁସି ଖବର…

ମୁମ୍ବାଇ,୨୫।୮: ଅଭିନେତ୍ରୀ ନୁସରତ୍‌ ଜାହାଁ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୨୬(ଗୁରୁବାର) ତାଙ୍କର ଡେଲିଭରୀ କରାଯିବ ବୋଲି କୁହାଯାଉଛି। ଏବେ ନୁସରତ୍‌ ଖୁସି...

ରିଲିଜ୍‌ ପୂର୍ବରୁ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଲା ଝଟ୍‌କା

ମୁମ୍ବାଇ: ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଛି ଝଟ୍‌କା। ରିଲିଜ୍‌ ପୂର୍ବରୁ ସେନ୍‌ସର ବୋର୍ଡ ଏଥିରେ ଥିବା କିଛି ବିବାଦୀୟ ସିନ୍‌...

କେଜିଏଫ୍‌ ଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା।...

ଓଟିଟିରେ ଡେବ୍ୟୁ କରିବେ ଊର୍ମିଲା

ମୁମ୍ବାଇ:ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନଜର ଆସିବେ। ଏକ ଥ୍ରିଲର, ସସ୍‌ପେନ୍ସ ସିରିଜ୍‌ ତିଓ୍ବାରି ଜରିଆରେ ସେ...

ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ...

କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…

ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍‌ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍‌ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍‌ ପଜିଟିଭ୍‌...

ଡାକ୍ତରଖାନାରେ ରାକେଶ, ତଡ଼ା ଖାଇଲେ ଅଫ୍‌ସାନା

ବମ୍ବେ: ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବାର ସପ୍ତାହେ ନ ପୂରୁଣୁ ଶୋ’ରୁ ବାହାରିଛନ୍ତି ଅଭିନେତା ରାକେଶ ବାପଟ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକେଶଙ୍କ କିଡନୀରେ...

Advertisement
Archives

Model This Week