ମନୋରଞ୍ଜନ

ବିବାଦ ମଧ୍ୟରେ ‘ଆଦିପୁରୁଷ’କୁ ନେଇ ମେକର୍ସଙ୍କ ବଡ ନିଷ୍ପତ୍ତି

ମୁମ୍ବାଇ: ପ୍ରଭାସ ଷ୍ଟାରର ମୁଭି ‘ଆଦିପୁରୁଷ’ ଲଗାତାର ବିବାଦରେ ଫସି ରହୁଥିବାରୁ ଏହାକୁ ଦେଖି ଏବେ ମେକର୍ସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ବିଏଫଏକ୍ସକୁ ନେଇ ବାରମ୍ବାର ବିରୋଧର ସାମ୍ନା କରୁଥିବା ଫିଲ୍ମର ଟିମ ଏବେ ଏହାର ରିଲିଜ୍‌କୁ…

‘ଟୁଇଟର୍‌’ର ସମର୍ଥନ କଲେ କଙ୍ଗନା

ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ରୋକଠୋକ ଜବାବ ରଖୁଥିବା ବଲିଉଡ ରାଣୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ବ୍ୟସ୍ତ ଅଛନ୍ତି। କଙ୍ଗନା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଫିଲ୍ମ ସହ ଜଡିତ ପ୍ରତ୍ୟେକ ଅପଡେଟ ମଧ୍ୟ…

‘ଜୀବନର ସବୁଠୁ ଭଲ ଖବର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନଭେମ୍ବର ୬ ଅର୍ଥାତ୍‌ ରବିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଆଲିଆ-ରଣବୀରଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଜି ସକାଳେ ଆଲିଆଙ୍କୁ ମୁମ୍ବାଇର ଏଚ୍‌.ଏନ୍‌ ରିଲାଏନ୍ସ…

ମାଆ ହେବା ପରେ ଖୁସି ଜାହିର କରି ପ୍ରଥମ ପୋଷ୍ଟ କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମାତାପିତା ହୋଇଯାଇଛନ୍ତି । ତାଙ୍କ ଘରକୁ ଆସିଛି ଗୁଡ ନ୍ୟୁଜ । ଆଲିଆ ରବିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସେ ତାଙ୍କ ଖୁସି…

ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ…

କନ୍ୟା ସନ୍ତାନର ମାଆ ହେଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଅ ଭଟ୍ଟ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟ ପିତାମାତା ହେବା ପରେ କପୁର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବଲିଉଡର ମୋଷ୍ଟ ଲଭିଙ୍ଗ କପୁଲ ପ୍ୟାରେଣ୍ଟ କପୁଲରେ…

‘ନୂଆ ସୂର୍ଯ୍ୟୋଦୟକୁ ଅପେକ୍ଷା’

ମୁମ୍ବାଇ: କପୁର ପରିବାରରେ ଖୁବ୍‌ଶୀଘ୍ର କୁଆଁକୁଆଁ ଡାକ ଶୁଭିବ। ପ୍ରତୀକ୍ଷାରେ ଅଛନ୍ତି ଏହି ପରିବାର। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଛନ୍ତି। ଆଲିଆ ରବିବାର ତାଙ୍କ ସ୍ବାମୀ ତଥା…

ଚର୍ଚ୍ଚାରେ ଦବଙ୍ଗ ଗର୍ଲ

ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ଏବେ ନିଜର ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋନାକ୍ଷୀ ଏକ ପ୍ରିଣ୍ଟେଡ ଲେହେଙ୍ଗା ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସୋନାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ…

ଖୁବଶୀଘ୍ର ଆସିବ ଖୁସି ଖବର!

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ରବିବାର ସକାଳ ୭ଟା ୩୦ରେ ସେ ଡେଲିଭରି ପାଇଁ ରିଲାଏନ୍ସ ହସ୍ପିଟାଲ ପହଞ୍ଚିବାର ସୂଚନା ରହିଛି । ନିକଟରେ ସେ ତାଙ୍କ ଗୋଧ ଭରାଇ ସେଲିବ୍ରେଶନର…

ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍‌ କଲେ ଏଲନ୍‌ ମସ୍କ!

ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍‌ ଲାଗେଲୁ’ ଏକ ଜବରଦସ୍ତ ହିଟ୍‌ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍‌ଦାର ଡ୍ୟାନ୍ସ କରନ୍ତି। ବର୍ତ୍ତମାନ ଏହି ଗୀତ ଏବଂ ଏହାର ଗାୟକ ପଓ୍ବନ ସିଂ ପୁଣି ଥରେ…

ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି। ଶନିବାର ରାକ୍ଷୀ ଶେର୍ଲିନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହ ସେ ତାଙ୍କ ଉପରେ…

ବିମାନବନ୍ଦରରେ ନିଜର ଅବିକଳ ଚେହେରା ଥିବା ବ୍ୟକ୍ତିଙ୍କୁ ଦେଖି ଚମକିଲେ ଗୋବିନ୍ଦା, କହିଲେ କିଏ ଅସଲି?

ବମ୍ବେ: ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ବେଶ ଭାଇରାଲ ହେଉଛି। ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?