ଲିଭ୍‌ ଇନ୍‌ରେ ରହି ବି ପୁରା ହୋଇନି ଏହି ବଲିଉଡ୍‌ ଷ୍ଟାରଙ୍କ ଲଭ୍‌ଷ୍ଟୋରୀ: ଏବେ ସମସ୍ତଙ୍କ ବାଟ ଅଲଗା

ବମ୍ବେ: ବଲିଉଡ୍‌ ଷ୍ଟାରଙ୍କ ପାଇଁ ଲିଭ୍‌ ଇନ୍‌ ନୂଆ କଥା ନୁହେଁ। ପୂର୍ବରୁ ଅନେକ କଳାକାର ପ୍ରେମରେ ପଡ଼ିବା ପରେ ଏକାଠି ସାଥୀ ହୋଇ ରହିଛନ୍ତି। ହେଲେ ସେମାନଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିନାହିଁ। ବରଂ ସେମାନେ ନିଜ ନିଜ ବାଟ ଅଲଗା କରିନେଇଛନ୍ତି। ଯେମିତିକି:

-ରଣବୀର କପୁର-କଟ୍ରିନା କୈଫ:ଏହି ତାଲିକାର ପ୍ରଥମ ନାମ ହେଲା ରଣବୀର-କଟ୍ରିନା। ଏକଦା ଉଭୟ ପ୍ରଶଂସକଙ୍କ ପ୍ରିୟ ଯୋଡ଼ି ମଧ୍ୟରେ ସାମିଲ ଥିଲେ। ହେଲେ ଦୀର୍ଘ ୬ ବର୍ଷ ଯାଏ ଦୁହେଁ ଏକାଠି ଥିଲେ। ହେଲେ ଲିଭ୍‌ ଇନ୍‌ରେ ରହିବା ସତ୍ତ୍ୱେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

Ranbir- Katrina से Priyanka-Shahid तक, लिव इन में रहकर पूरी नहीं हो पाई इन सितारों की लव स्टोरी, दर्दनाक मोड़ पर टूटा रिश्ता

-ଜନ ଆବ୍ରାହମ- ବିପାଶା ବସୁ- ଏହି ଯୋଡି ପରସ୍ପରକୁ ବହୁତ ଭଲ ପାଉଥିଲେ। ଦୀର୍ଘ ୯ ବର୍ଷର ସମ୍ପର୍କ ମଧ୍ୟରେ ଉଭୟ ଲିଭ୍‌ ଇନ୍‌ରେ ମଧ୍ୟ ରହିଥିଲେ। ହେଲେ ମନୋମାଳିନ୍ୟକୁ ନେଇ ଦୁହେଁ ଅଲଗା ହୋଇଯାଇଥିଲେ।

Ranbir- Katrina से Priyanka-Shahid तक, लिव इन में रहकर पूरी नहीं हो पाई इन सितारों की लव स्टोरी, दर्दनाक मोड़ पर टूटा रिश्ता

-ଦୀପିକା ପାଦ୍ୟୁକୋନ୍‌-ନିହାର ପାଣ୍ଡ୍ୟା:-ରଣବୀର କପୁରଙ୍କ ପୂର୍ବରୁ ଦୀପିକା ନିହାରଙ୍କୁ ଭଲପାଉ ଥିଲେ। ଉଭୟ ଲିଭ୍‌-ଇନ୍‌ରେ ମଧ୍ୟ ଥିଲେ। ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

Ranbir- Katrina से Priyanka-Shahid तक, लिव इन में रहकर पूरी नहीं हो पाई इन सितारों की लव स्टोरी, दर्दनाक मोड़ पर टूटा रिश्ता

-ପ୍ରିୟଙ୍କା ଚୋପ୍ରା-ଶାହିଦ କପୁର:- ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଏକଦା ଶାହିଦଙ୍କ ସହ ପ୍ରେମରେ ଥିଲେ। ଉଭୟ ଗୋଟିଏ ଫ୍ଲାଟରେ ରହୁଥିଲେ। ହେଲେ ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

Ranbir- Katrina से Priyanka-Shahid तक, लिव इन में रहकर पूरी नहीं हो पाई इन सितारों की लव स्टोरी, दर्दनाक मोड़ पर टूटा रिश्ता

-ସୁଶାନ୍ତ ସିଂ ରାଜପୁତ-ଅଙ୍କିତା ଲୋଖଣ୍ଡେ:- ଏହି ତାଲିକାରେ ଦିବଂଗତ ଅଭିନେତା ସୁଶାନ୍ତ ଅଛନ୍ତି। ସେ ଅଙ୍କିତାଙ୍କ ସହ ୬ ବର୍ଷ ଧରି ରହୁଥିଲେ। ଉଭୟ ଲିଭ୍‌ଇନ୍‌ରେ ରହୁଥିଲେ ହେଁ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

Ranbir- Katrina से Priyanka-Shahid तक, लिव इन में रहकर पूरी नहीं हो पाई इन सितारों की लव स्टोरी, दर्दनाक मोड़ पर टूटा रिश्ता

-ଟାଇଗର ଶ୍ରଫ-ଦିଶା ପଟାନୀ: ଏହି ଯୋଡ଼ି ଦୀର୍ଘ ସମୟ ଧରି ପ୍ରେମରେ ଥିଲେ। ଉଭୟ ଲିଭ୍‌ ଇନ୍‌ରେ ମଧ୍ୟ ରହୁଥିଲେ। ହେଲେ ଏବେ ସେମାନେ ଅଲଗା ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri