Advertisement

ଏଥର ମୋବାଇଲ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ଡ୍ରେସ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରତିଦିନ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସୋସିଆଲ ମିଡିଆରେ ଉର୍ଫି ଷ୍ଟାଇଲିସ୍‌ ଆଇକନ୍‌ ଭାବେ ଜଣାଶୁଣା। ଏପରିକି ବଲିଉଡ୍‌ର ଷ୍ଟାଇଲ ଆଇକନ ରଣବୀର ସିଂ ମଧ୍ୟ ଉର୍ଫିଙ୍କ ଫ୍ୟାଶନର ଜଣେ ବଡ଼ ପ୍ରଶଂସକ ଅଟନ୍ତି। ପୂର୍ବରୁ ବିଭିନ୍ନ ପ୍ରକାରର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିବା ଉର୍ଫି ଏବେ ମୋବାଇଲ୍‌ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଏହି ନୂଆ ରୂପରେ ଉର୍ଫିଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଯେମିତି କରିଛନ୍ତି, ତିଆରି କରିବା ତ ଦୂରର କଥା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନରଗିସ୍‌ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା

ବମ୍ବେ: ବଲିଉଡ୍‌ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି।...

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ...

କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ...

ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍‌

ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍‌ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ...

ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ...

ଜଟିଳ ରୋଗରେ ପୀଡ଼ିତ ହୋଇ ବି ପ୍ରଶଂସକଙ୍କୁ ହସାଉଛନ୍ତି ସୁମୋନା

ମୁମ୍ବାଇ: ଦ କପିଲ ଶର୍ମା ଶୋ’ରେ ବେଶ ପରିଚିତ ସୁମୋନା ଚକ୍ରବର୍ତ୍ତି ଜୁନ ୨୪ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ସେ ଜଣେ...

ବିବାହ ବିଚ୍ଛେଦର ୧୬ ବର୍ଷ ପରେ ଦୁଃଖ ପ୍ରକାଶ କଲେ ଶୈଫ

ମୁମ୍ବାଇ: ଛୋଟେ ନବାବ ଶୈଫ ଅଲି ଖାଁ ତାଙ୍କ ଅପ୍‌ କମିଂ ଫିଲ୍ମ ‘ତାନାଜୀ-ଅ ଅନସଙ୍ଗ ଓ୍ବାରିୟର’ର ପମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ନିକଟରେ ସେ...

ପାକିସ୍ତାନ କ୍ରିକେଟର୍‌ଙ୍କ ମୁହଁ ବନ୍ଦ କଲେ ଅନୁଷ୍କାଙ୍କ ପ୍ରଶଂସକ

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର...

Advertisement
Archives

Model This Week