ମନୋରଞ୍ଜନ

ମଲାଇକା କହିଲେ-‘ମୁଁ ହଁ କହିଦେଲି’

ବମ୍ବେ: ବିବାହ ଲାଗି ହଁ କରିଦେଲେ ବଲିଉଡ୍‌ ଡିଭା ମଲାଇକା ଅରୋରା। ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। କଳା ରଙ୍ଗର ପୋଷାକ ପିନ୍ଧି ମଲାଇକା…

ଇଡି ଉପରେ ଅଭିଯୋଗ ଆଣିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୧୦ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଗୁରୁବାର ପଟିଆଲା ହାଉସ କୋର୍ଟରେ ଶୁଣାଣି ଚାଲିଛି । ଏହାକୁ ନେଇ ଜ୍ୟାକଲିନ କୋର୍ଟରେ ପହଞ୍ଚି ସାରିଛନ୍ତି । କୋର୍ଟରେ ଶୁଣାଣି ସମୟରେ…

ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା, ଚୁପ୍‌ ରହିବାକୁ ଦେଲେ ଇସାରା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଉଞ୍ଚାଇ’ ନଭେମ୍ବର ୧୧ରେ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ‘ବିଗ ବି’ଙ୍କ ବ୍ୟତୀତ ଅନୁପମ ଖେର, ବୋମନ ଇରାନୀ, ଡାନି ଡେଞ୍ଜୋଙ୍ଗପା, ନୀନା ଗୁପ୍ତା ଏବଂ ପରୀଣତି ଚୋପ୍ରା ପ୍ରମୁଖ ଭୂମିକାରେ…

ଡିସଚାର୍ଜ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମର ୫ ଦିନ ପରେ ଆଲିଆ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜବେଳେ ସ୍ବାମୀ ରଣବୀର କପୁର ତାଙ୍କ ସହ ଥିଲେ। କପୁର ଏବଂ ଭଟ୍ଟ ପରିବାର ଏକତ୍ର…

‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି

ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ସନ୍ନି ଦେଓଲ ଏକାଠି ଅଭିନୟ କରିଛନ୍ତି। ନିର୍ମାତାଙ୍କ ଦ୍ୱାରା…

ବଲିଉଡ୍‌ରେ ୧୫ ବର୍ଷ ପୂରଣ କଲେ ରଣବୀର

ମୁମ୍ବାଇ: ରଣବୀର କପୁର ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ସାଓ୍ବରିଆ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସହିତ ସେ ବଲିଉଡ୍‌ରେ ଜଣେ ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। କ୍ୟାରିୟରର ୧୫ ବର୍ଷ ମଧ୍ୟରେ ରଣବୀର ୩୦ରୁ…

ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହେଲେ ଅର୍ଚ୍ଚନା !

ବମ୍ବେ: ରାତି ଅଧରେ ବିଗ୍‌ବସ୍‌ରୁ ବିଦା ହୋଇଛନ୍ତି ସାଉଥ୍‌ର ସନି ଲିଓନି ଓରଫ ଅର୍ଚ୍ଚନା ଗୌତମ। ବିଗ୍‌ବସ୍‌ ସିଜନ-୧୬ର ସବୁଠାରୁ ଏଣ୍ଟରଟେନିଂ ପ୍ରତିଯୋଗୀ ଥିଲେ ସେ। ଶୋ’ରେ ସେ ଅଧିକ ଆକ୍ଟିଭ ମଧ୍ୟ ରହୁଥିଲେ। ହେଲେ ଏବେ ସେ ଅନ୍ୟତମ ପ୍ରତିଯୋଗୀ…

କରନ ଛାଡ଼ିଲେ ‘ଝଲକ୍‌ ଦିଖ୍‌ଲା ଜା’

ବମ୍ବେ: ଦର୍ଶକଙ୍କ ପସନ୍ଦର ରିଆଲିଟି ଶୋ’ ମଧ୍ୟରୁ ‘ଝଲକ ଦିଖ୍‌ଲା ଜା-୧୦’ ଅନ୍ୟତମ। ନୃତ୍ୟ ଭିତ୍ତିକ ଏହି ଶୋ’ର ପ୍ରିମିୟର ସେପ୍ଟେମ୍ବର ୩ରେ ହୋଇଥିଲା। ପ୍ରତିଯୋଗୀ ଭାବେ ଏଥିରେ ଅନେକ ବଡ ଟେଲି କଳାକାର ନଜର ଆସୁଥିବା ବେଳେ ବ୍ୟକ୍ତିଗତ କାରଣକୁ…

ହ୍ରିତିକଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି କାର୍ତ୍ତିକ! ଗୋଟିଏ ଶବ୍ଦରେ…

ବମ୍ବେ: ସୈଫ ଲଳନା ସାରା ଅଲି ଖାଁଙ୍କ ପରେ ଏବେ ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। କଥାଟି ଗୁଜବ ନା ସତ୍ୟ ତାହା…

ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର…

ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…

ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍‌ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮ ବର୍ଷ…

ରିଲିଜ୍‌ ହେଲା ‘ଇଣ୍ଡିଆ ଲକ୍‌ଡାଉନ୍‌’ର ଭୟଙ୍କର ଟିଜର

ମୁମ୍ବାଇ: ବଲିଉଡ୍‌ର ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଣ୍ଡିଆ ଲକଡାଉନ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମଟିି କରୋନା ମହାମାରୀ ସମୟରେ ଦେଶର ସବୁଠାରୁ ଖରାପ ପରିସ୍ଥିତିର କାହାଣୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?