Advertisement

ଛାଡ଼ପତ୍ର ପରେ ପ୍ରେମରେ …

ଓ୍ବାଲର୍‌ଡର ହାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ପ୍ରେମିକା ସବାଙ୍କ ସହ ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ଲାଗି ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି। ସେଥିପାଇଁ ନିକଟରେ ହ୍ରିତିକ୍‌ ମୁମ୍ବାଇର ମନ୍ନତ ଆପାର୍ଟମେଣ୍ଟରେ ୯୭.୫୦ କୋଟି ଟଙ୍କାରେ ଦୁଇଟି ଆପାର୍ଟମେଣ୍ଟ କିଣଛନ୍ତି। ଏଥିରେ ୩ଟି ଫ୍ଲୋର ଥିବା କୁହାଯାଉଛି। ହ୍ରିତିକ୍‌ଙ୍କ ୩୮,୦୦୦ ସ୍କୋୟାରଫୁଟ୍‌ ଆୟତନର ଏହି ଘରୁ ସମୁଦ୍ର ଖୁବ୍‌ ସ୍ପଷ୍ଟ ଭାବେ ଦେଖାଯାଉଛି। କିଛି ବର୍ଷ ପୂର୍ବେ ହ୍ରିତିକ୍‌ ସବା ଆଜମ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି। ବହୁ ପାର୍ଟି ଫଙ୍କସନ୍‌ରେ ଦୁହିଁଙ୍କୁ ଏକାଠି ଦେଖାଯାଉଛନ୍ତି। ୨୦୧୪ରେ ହ୍ରିତିକ ପୂର୍ବତନ ସ୍ତ୍ରୀ ସୁସେନଙ୍କ ଛାଡ଼ପତ୍ର ଦେଇଥିଲେ। ଗତ ସେପ୍ଟେମ୍ବର ୩୦ରେ ହ୍ରିତିକଙ୍କ ଅଭିନୀତ ଫିଲ୍ମ ବିକ୍ରମ ବେଦ ରିଲିଜ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

ମାତ୍ର ୮ମାସ ବୟସରେ ଟେଲିଭିଜନରେ ଦେଖା ଦେଇଥିଲେ କିଆରା

ମୁମ୍ବାଇ: ବିୟୁଟିଫୁଲ କିଆରା ଆଡଭାନୀ ଆଜି ବଲିଉଡର ଜଣେ ମୋଷ୍ଟ ପପୁଲାର ଆକେଟ୍ରସ । ତାଙ୍କ ଅଭିନୟ ସହ ସୁନ୍ଦରତାରେ ଫିଦା ହୁଅନ୍ତି ପ୍ରଶଂସକ ।...

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ହିମେଶ

ମୁମ୍ବାଇ: ୨୦୧୯ ଅଗଷ୍ଟରେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେଶନରେ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ର ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ...

୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍‌

ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍‌ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍‌ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ।...

ଫ୍ୟାନ୍‌ଙ୍କ ନିଦ ହଜାଉଛି ନୋରାଙ୍କ ‘ସୁଇଟ୍‌ ଡ୍ରିମ୍ସ’

ମୁମ୍ବାଇ: ବି-ଟାଉନ୍‌ ତାରକାମାନଙ୍କ ପାଇଁ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ ସୋସିଆଲ ମିଡିଆ ଏକ ସହଜ ଓ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି। ତେବେ...

ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ’ର ଅଭିନେତ୍ରୀ ରୁଚି ସବର୍ନ। ଗଣେଷ ଚତୁର୍ଥୀର ଶୁଭ ଅବସରରେ ସେ ପ୍ରଶଂସକଙ୍କ ସହ ଖୁସି...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡି

ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଜଣାପଡିଥିଲା। ଦୁହିଁଙ୍କ...

Advertisement
Archives

Model This Week