Advertisement

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ତେବେ ଚଳିତ ସପ୍ତାହରେ ୪ ପ୍ରତିଯୋଗୀ ନୋମିନେଟେଡ୍‌ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଗୌତମ, ସୌନ୍ଦର୍ଯ୍ୟା ଶର୍ମା, ଟିନା ଦତ୍ତା ଏବଂ ଶାଲୀନ ଭନୋଟ। ହେଲେ ଗୌତମ ଏବେ ବାହାର ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା...

ବିପଦରେ ଅକ୍ଷୟଙ୍କ ‘ଷ୍ଟାରଡମ୍‌’: ବର୍ଷକରେ ୩ ଫିଲ୍ମ ଫ୍ଲପ୍‌

ବମ୍ବେ: ଏକଦା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସ କିଙ୍ଗ କୁହାଯାଉଥିଲା। କାରଣ ତାଙ୍କର ପ୍ରତିଟି ଫିଲ୍ମ ସୁପରହିଟ୍‌ ହେବା ସହ ଭଲ ବ୍ୟବସାୟ...

‘ହିରୋଇନ୍‌ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’

ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍‌ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା।...

ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ...

ପରଲୋକରେ ହାସ୍ୟ ଅଭିନେତା

ମୁମ୍ବାଇ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ...

ପୁରୁଣା ଲଭ୍‌ ଲାଇଫ୍‌ ଏବେ ବି ସିଦ୍ଧାର୍ଥଙ୍କର ମନେ ପଡ଼େ….

ମୁମ୍ବାଇ,୧୬।୧: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶନିବାର ୩୬ ବର୍ଷ ପୂରଣ ହୋଇଛି। ସେ ୩୭ରେ ପାଦ ଦେଇଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ...

ହୃଦ୍‌ଘାତରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରାଙ୍କର ଶନିବାର ସକାଳେ ହୃଦ୍‌ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬...

କାହିଁକି ସୋସିଆଲ୍‌ ମିଡିଆରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର...

Advertisement
Archives

Model This Week