‘ଫିଲ୍ମ ‘ବିକ୍ରମ ଭେଧା’ରେ ଏକ ବଡ ଭୂମିକା ଚାହୁଁଥିଲି’
ମୁମ୍ବାଇ: ଅଭିନେତ୍ରୀ ରାଧିକା ଆପ୍ତେ ଫିଲ୍ମ ‘ବିକ୍ରମ ଭେଧା’ରେ ନଜର ଆସିଛନ୍ତି। ସେ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀରେ ରାଧିକାଙ୍କର ଏକ ଛୋଟ ଅଂଶ ଥିଲା। ଯାହାକୁ ସେ ଭଲ ଭାବେ ଲିଭାଇଥିଲେ। ନିକଟରେ…
ସ୍ବାମୀଙ୍କ ପ୍ରତି ପ୍ରେମ ବର୍ଷା କଲେ ଦୀପିକା
ବି-ଟାଉନରେ ପାଓ୍ବାରଫୁଲ୍ କପଲ୍ଙ୍କ ମଧ୍ୟରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଅନ୍ୟତମ। ଉଭୟ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ବଲିଉଡର ଏହି ହଟ ଦମ୍ପତିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ନିକଟରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ଖବର ଜୋର ଧରିଥିଲା। କିନ୍ତୁ…
ଓଲିଉଡ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ଦମନ’
ଭୁବନେଶ୍ୱର,୪।୧୧(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ପରେ ଏଥର ଫିଲ୍ମ ଫ୍ରାଇଡେ’ ଶୁକ୍ରବାରରେ ଶୁଭମୁକ୍ତି କରୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ୍ ନ ଥିବାବେଳେ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଓଲିଉଡରେ ବୈପ୍ଳବିକ ପରିବର୍ତ୍ତନ…
୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ ପୂର୍ବରୁ ଆଉ କେତେଜଣ ଅଭିନେତ୍ରୀଙ୍କ ସହ ମିଲିନ୍ଦଙ୍କର ଥିଲା ରିଲେଶନ
ମୁମ୍ବାଇ: ଲକ୍ଷେ ଦିଲର ଧଡକନ ଦେଶର ‘ଆଇନ ମ୍ୟାନ’ ମିଲିନ୍ଦ ସୋମନ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ବୟସକୁ ଏକ ନମ୍ବର ବୋଲି ଧରିନେଇଥିବା ମିଲିନ୍ଦଙ୍କ ଫିଟନେସର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ଯୁବତୀମାନଙ୍କ ମଧ୍ୟରେ ତାଙ୍କ…
ଡିସେମ୍ବରରେ ବିବାହ କରିବେ ସିଦ୍ଧାର୍ଥ- କିଆରା
ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କୁହାଯାଉଛି ସେମାନେ ଡିସେମ୍ବରରେ ହାତକୁ ଦି’ହାତ ହେବେ। ହେଲେ ଦୁହିଁଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ…
ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା
ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍ ତାଙ୍କ ଅବସ୍ଥା ବିଗିଡିଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍ଙ୍କ ହୃଦୟ; କାରଣ ନ କହି ବ୍ରେକ୍ଅପ୍ କରିଥିଲେ ଉର୍ଫି
ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଥିଲେ ପାରସ କଲନାଓ୍ବତ। ଶୋ’ ଛାଡ଼ିବା ପରଠାରୁ ସେ ‘ଝଲକ୍ ଦିଖଲା ଯା’ରେ…
ମରାଠି ଡେବ୍ୟୁ: ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖି ଥାଆନ୍ତି । ଏବେ ଅଭିନେତା ବଲିଉଡରୁ ସିଧା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲମ୍ଫ ମାରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ମହେଶ ମାଂଜରେକରଙ୍କ ନିର୍ଦ୍ଦେଶନାରେ…
ଅମିତାଭଙ୍କ ଫିଟ୍ନେସ୍ର ରାଜ୍
ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେଲିବ୍ରିଟିମାନଙ୍କ ପାଇଁ ଫିଟ ରହିବା ଏକ ବଡ଼ ଆହ୍ବାନ। ଏଥିପାଇଁ ସେମାନଙ୍କୁ ନିଜ ପ୍ରିୟ ଖାଦ୍ୟ ତ୍ୟାଗ କରିବାକୁ ପଡେ। ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି।…
‘ବିଦେଶରେ ଥାଇ ମୁମ୍ବାଇକୁ ଖୁବ୍ ମିସ୍ କରୁଥିଲି’
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଫେରିଛନ୍ତି। ନିକ୍ ଜୋନାସଙ୍କୁ ବିବାହ କରିବା ପରେ ଲସ୍ ଏଞ୍ଜେଲସରେ ରହୁଥିବା ପ୍ରିୟଙ୍କା ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ…
କିଙ୍ଗଖାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ପ୍ରଶଂସକ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ ନଭେମ୍ବର ୨ ଅର୍ଥାତ୍ ଗତକାଲି ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍ ଦିନରେ କିଙ୍ଗ୍ଖାନ୍ ପ୍ରଶଂସକମାନଙ୍କୁ ବେଶ୍ ଖୁସି ବି କରିଥିଲେ। ଗୁରୁବାର ତାଙ୍କର ଏହି ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ ହେଉଛି।…
‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ
ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା । ଏହା ୨୦୦୯ରେ ରିଲିଜ୍ ହୋଇଥିଲା । ପ୍ରଥମ ଭାଗ ପରେ ସାରା ବିଶ୍ୱର ଦର୍ଶକେ…
Archives


