ମନୋରଞ୍ଜନ

୮୭ତମ ଜନ୍ମଦିନ ପାଳୁଛନ୍ତି ଧର୍ମେନ୍ଦ୍ର, ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ହେମା ମାଳିନୀ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ତାଙ୍କର ୮୭ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ବି-ଟାଉନ୍‌ର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିମ୍ବଦନ୍ତୀ ଅଭିନେତା ଭାରତୀୟ ସିନେମାକୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଅଭିନେତ୍ରୀ…

ପୁଣି ପ୍ରେମରେ ପଡ଼ିଛନ୍ତି ରିୟା

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ପ୍ରେମରେ ପଡିଛନ୍ତି। ସେ ଏବେ ଅଭିନେତ୍ରୀ ସୀମା ସାଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ କରୁଛନ୍ତି। କିନ୍ତୁ ଉଭୟ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ରିୟାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା…

ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ।…

ଅଭିନେତାଙ୍କ ଭବିଷ୍ୟବାଣୀ: ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ନିର୍ବାଚନ ଜିତିପାରିବନି ଭାଜପା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ବହୁ ସଂଖ୍ୟାରେ ବିଜୟ ହାସଲ କରିଛି। ଏହି ବିଶେଷ ଅବସରରେ ସମସ୍ତେ ଅରବିନ୍ଦ କେଜ୍‌ରିୱାଲ ଏବଂ ତାଙ୍କ ଦଳ ଏଏପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡ ଅଭିନେତା ତଥା ଫିଲ୍ମ…

ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ ହୋଇ ରହିଯାଇଛନ୍ତି ବୋଲି କହିଲେ ଚଳେ। ସେ ତାଙ୍କର ଫିଲ୍ମକୁ ହିଟ୍‌ କରାଇବାକୁ ଯେକୌଣସିସ୍ତରକୁ…

ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ୟଶ ଷ୍ଟାରର୍‌ ଫିଲ୍ମ ‘କେଜିଏଫ’ ଫେମ୍‌ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡି ବେଙ୍ଗାଲୁରୁର ସୀତା ସର୍କଲ ନିକଟ ବିନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

‘ଅବତାର ୨’କୁ ନେଇ ଦର୍ଶକଙ୍କ ବଢୁଛି କ୍ରେଜ୍‌

ହଲିଉଡ ଫିଲ୍ମ ‘ଅବତାର ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମ ଭାରତରେ ଡିସେମ୍ବର ୧୬ରେ ରିଲିଜ୍‌ ହେବାକୁ ଯାଉଛି। ଏହାପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମଟି ରେକର୍ଡ ଭାଙ୍ଗିଛି। ରିଲିଜ ହେବାର ଦଶ ଦିନ ପୂର୍ବରୁ ଭାରତରେ…

ମା’ ହେବା ପରେ ଆଲିଆଙ୍କ ଫିଟ୍‌ନେସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ…

ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’

ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ ବହୁତ ବଦଳିଯାଇଛନ୍ତି। ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି-ନିଶ ତାଙ୍କ ଲୁକ୍‌କୁ ବିଲ୍‌କୁଲ୍‌ ବଦଳାଇଦେଇଛି। ଯେକେହି…

ସ୍ବାମୀଙ୍କୁ ଏମିତି କାମ କରିବାକୁ ମନା କରନ୍ତି କ୍ୟାଟ୍ରିନା

ବଲିଉଡର ହ୍ୟାଣ୍ଡ୍‌ସମ୍‌ ତଥା ଦକ୍ଷ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବିକି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଭଳି ଭିଡିଓକୁ ତାଙ୍କ ସ୍ତ୍ରୀ ତଥା…

ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍‌ଅପ୍‌ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ କରିଥିଲେ। ଏହାପରେ ରକି ଜାୟସଓ୍ବାଲଙ୍କଠାରୁ ସେ ଅଲଗା ହୋଇଥିବା ଅନୁମାନ କରାଯାଉଥିଲା। ହେଲେ ଏସବୁ…

ଫିଲ୍ମରେ ନିଜ ଲୁକ୍‌କୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତାଙ୍କର ଗୋଟିଏ ପରେ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। ହେଲେ ଅଭିନେତାଙ୍କ ଅପକମିଙ୍ଗ୍‌ ମରାଠି ଫିଲ୍ମ ‘ବେଦାତ ମରାଠି ଭୀର ଦୌଡଲେ ସାତ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?