ମନୋରଞ୍ଜନ

‘ଷ୍ଟାର୍‌ ୱାଇଫ୍‌’ ଶବ୍ଦ ଶୁଣି ରାଗିଗଲେ ମୀରା

ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁରକୁ ଇଣ୍ଡଷ୍ଟ୍ରିର ପାୱାର୍‌ କପଲ୍‌ ଭାବେ ଗଣାଯାଏ। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହ ସେମାନଙ୍କର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ସୋସିଆଲ ମିଡିଆରେ ମୀରା ବେଶ୍‌ ସକ୍ରିୟ। ନିକଟରେ ଏକ ସାକ୍ଷାତକାର ସମୟରେ…

ଦାରିଦ୍ର୍ୟ ଦିନ ମନେ ପକାଇ କାନ୍ଦି ପକାଇଲେ ଆମିର ଖାନ…

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କ ପୁରୁଣା ଦିନର ଦାରିଦ୍ର୍ୟ ସ୍ଥିତିକୁ ମନେ ପକାଇ କାନ୍ଦି ପକାଇଛନ୍ତି। ବଲିଉଡର ଶ୍ରୀ ପରଫେକ୍ସନିଷ୍ଟ ଆମିର କହିଛନ୍ତି ଯେ ଯେତେବେଳେ ସେ ଛୋଟଥିଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ…

ପିଲାଙ୍କର ଏମିତି ଯତ୍ନ ନିଅନ୍ତି କରୀନା

ମୁମ୍ବାଇ: ଯିଏ ଯେତେ ବଡ଼ ପଦ ପଦବୀରେ ଥାଆନ୍ତୁ ନା କାହିଁକି ଜଣେ ମା’ ସବୁବେଳେ ତା’ ପିଲାଙ୍କ ପାଇଁ ସମାନ। ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏଥିରୁ ବା ବାଦ୍‌ ଯାଆନ୍ତେ କିପରି। ଜଣେ ମା’ ହିସାବରେ ସେ ପିଲାମାନଙ୍କର…

ସୋହେଲଙ୍କ ବଧୂ ସାଜିବେ ହଂସିକା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ଆଜି ହାତକୁ ଦୁଇ ହାତ ହେବେ ବଲିଉଡ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ। ପ୍ରେମିକ ସୋହେଲ କଥୁରିୟାଙ୍କ ସହ ତାଙ୍କର ବିବାହ ଲାଗି ଶେଷ ହୋଇଛି ପ୍ରସ୍ତୁତି। ବିବାହ ପୂର୍ବରୁ ତାଙ୍କର ପ୍ରି-ଓ୍ବେଡିଂ ଉତ୍ସବ ଅନୁଷ୍ଠିତ…

ବାପାଙ୍କୁ ଘୃଣା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ଜାଭେଦ ଜାଫରୀ ନିଜର ବଳିଷ୍ଠ ଅଭିନୟ ସାଙ୍ଗକୁ କମେଡିକୁ ନେଇ ପ୍ରଶଂସକଙ୍କ ଗହଣରେ ଜଣାଶୁଣା। ୧୯୮୫ରେ ରିଲିଜ ହୋଇଥିବା ‘ମେରି ଜଙ୍ଗ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ…

ରିଲିଜ ହେଲା ମଲାଇକାଙ୍କ ଶୋ’ର ପ୍ରମୋ, ଶେୟାର କଲେ ପର୍ସନାଲ ଲାଇଫର କଥା

ମୁମ୍ବାଇ: ବଲିଉଡର ଗଳି କନ୍ଦିରେ ଏମିତି ଏକ ଖବର ପ୍ରଚାର ହୋଇଯାଇଛି ଯାହାକୁ ନେଇ ଚୁପଚାପ କିଛି ନା କିଛି ଆଲୋଚନା ହେଉଛି । କଥାଟା ହେଲା ବଲିଉଡ ବୋଲ୍ଡ ବିୟୁଟି ମଲାଇକା ପ୍ରେଗ୍ନେଟ ହୋଇଛନ୍ତି । ହେଲେ ଏଥିରେ କୌଣସି…

ସନି ଲିଓନିଙ୍କୁ ଉର୍ଫିଙ୍କ ତେର୍ଚ୍ଛା ବାଣ

ମୁମ୍ବାଇ: ଆଜିକାଲି ଉର୍ଫି ଜାଭେଦ ରିୟାଲିଟି ଶୋ’ ‘ସ୍ପ୍ଲିଟ୍‌ସଭିଲା୧୪’ ରେ ନିଜର କମାଲ ଦେଖାଉଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କୁ ଉର୍ଫି କଡ଼ା ଟକ୍କର ଦେଉଛନ୍ତି। ଏହି ଶୋ’ରେ ଉର୍ଫି ଅଧିକ ବୋଲ୍ଡ ଦେଖାଯାଉଛନ୍ତି। ଶୋ’ର ହୋଷ୍ଟ ସନ୍ନି ଲିଓନି ତାଙ୍କ ଡ୍ରେସ୍‌…

ଶେଷ ହେଲା ଶୁଟିଂ

ବମ୍ବେ: ୨୦୨୩ରେ ରିଲିଜ ହେବ ଦବଙ୍ଗ ଖାଁ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କାମ ଜାନ୍‌’। ନିକଟରେ ଏହାର ଶୁଟିଂ ଶେଷ ହୋଇଛି। ଅଭିନେତା ଫିଲ୍ମରେ ନିଜର ଲୁକ୍‌ ଫଟୋ ଶେୟାର କରି ଏନେଇ ପ୍ରଶଂସକଙ୍କୁ ଦେଇଛନ୍ତି ସୂଚନା।…

ଭୟଙ୍କର ରୋଗରେ ପୀଡ଼ିତ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ପରେ ଏବେ ଆଉ ଜଣେ ତେଲୁଗୁ ଅଭିନେତ୍ରୀ ଭୟଙ୍କର ରୋଗରେ ପୀଡ଼ିତ। ଯିଏ କି ନିକଟରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କ ସହ ଖୁସିରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀଙ୍କ ନାଁ…

ବିବାହ ପାଇଁ ନିଜ ଧର୍ମ ଛାଡ଼ିଛନ୍ତି ଏସବୁ ଅଭିନେତ୍ରୀ

ମୁମ୍ବାଇ: କୁହାଯାଏ, ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ ଦେଖାଯାଏ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଜଣାଶୁଣା ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ଜାତି, ଧର୍ମ ନିର୍ବିଶେଷରେ ନିଜ ଜୀବନ ସାଥୀ ବାଛିଛନ୍ତି। ଏପରି କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ…

ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲେ ।…

କରନ ଜୋହରଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍‌ ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍‌ର ଷ୍ଟାରକିଡ୍ସଙ୍କ ଗଡ୍‌ଫାଦର ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?