ମନୋରଞ୍ଜନ

ବିବାହ ବାର୍ଷିକୀ ପାଳନ କଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଆଜି ଅର୍ଥାତ୍‌ ଡିସେମ୍ବର ୯ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସକାଳୁ ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଛି ଏବଂ…

କଳସ ପୂଜା କଲେ ଅମିର

ବଲିଉଡ୍‌ର ମିଷ୍ଟର ପଫେକ୍ଟନିଷ୍ଟ ଅମିର ଖାନ୍‌ ‘ଲାଲ ସିଂ ଚଢା’ ଫ୍ଲପ୍‌ ହେବା ପରେ ଫିଲ୍ମରୁ କିଛି ଦିନ ବିରତି ନେଇଛନ୍ତି। ନିକଟରେ ସେ ପୂର୍ବତନ ସ୍ତ୍ରୀ କୀରଣ ରାଓଙ୍କ ସହ କଳସ ପୂଜା କରୁଥିବା ନଜର ଆସିଥିଲେ। ‘ଲାଲ ସିଂ…

ରେଖାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ରେଖାଙ୍କ ଅଭିନୟ ଆଜି ବି ଦର୍ଶକଙ୍କୁ ମତୁଆଲା କରେ। କେବଳ ଅଭିନୟ ନୁହେଁ, ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ରେଖା ବହୁତ କମ ଫିଲ୍ମରେ ଅଭିନୟ କରନ୍ତି। ସେ ଦାମୀ କାରରେ ବୁଲନ୍ତି ଏବଂ ବିଳାସପୂର୍ଣ୍ଣ…

ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍‌ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ତଥା ବିଦେଶରେ ଏହି ଚଳଚ୍ଚିତ୍ର ବହୁତ ଭଲ ପ୍ରତିକ୍ରିୟା…

ଶାଶୁ ଘରେ ପ୍ରଥମ ରୋଷେଇରେ ହାଲୁଆ ତିଆରି କଲେ ହଂସିକା

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ତାଙ୍କ ପ୍ରେମିକା ସୋହେଲ କାଥୁରିଆ ରବିବାର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସ୍‌ରେ ସାତଫେରା ନେଇଛନ୍ତି। ନିକଟରେ ବିବାହ ପରେ ନବ ବିବାହିତ ଦମ୍ପତି ମୁମ୍ବାଇ ଫେରିଛନ୍ତି। ହଂସିକା ବର୍ତ୍ତମାନ ତାଙ୍କ ଶାଶୁ ଘରେ…

ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ…

ଭିନ୍ନ ଲୁକ୍ସରେ ନଜର ଆସିଲେ ଆମିର

ମୁମ୍ବାଇ: ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟାରେ ଅଭିନେତ୍ରୀ କାଜଲଙ୍କ ଅପକମିଂ ଫିଲ୍ମ ‘ସଲାମ ଭେଙ୍କି’ର ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ୟୁବରାଜ ସିଂଙ୍କଠାରୁ ନେଇ ହର୍ଷାଳି ମାଲହୋତ୍ରା ଓ ତନିଷା ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଥିଲା । ଏହି…

ବିବାହ ଭେନ୍ୟୁ ସ୍ଥିର କଲେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଚଳତ ବର୍ଷ ନୁହେଁ ବରଂ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଏମାନଙ୍କର ବିବାହ ଭେନ୍ୟୁ ସ୍ଥିର ହୋଇ…

‘ମୋତେ କଳା ବିଲେଇ ଡାକୁଥିଲେ’

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ନାଁ କମାଇ ସାରିଛନ୍ତି। ପ୍ରିୟଙ୍କା ବିଶ୍ୱସ୍ତରୀୟ ଷ୍ଟାର୍‌ ତାଲିକାରେ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କେବଳ ଦେଶରେ…

ମା’ଙ୍କୁ ହରାଇଲେ ଅଭିନେତା ମନୋଜ ବାଜପେୟୀ

ବମ୍ବେ: ମା’ଙ୍କୁ ହରାଇଛନ୍ତି ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ। ଦୀର୍ଘଦିନ ଧରି ମା’ ଗୀତା ଦେବୀ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତେବେ ବର୍ଷକ…

ଲେଡି ସିଙ୍ଘମ ହେବେ ଦୀପିକା

ବମ୍ବେ: ଲେଡି ସିଙ୍ଘମ୍‌ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା ପରେ ଦୀପିକାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି। ଆଉ ଏକ ଖୁସି ଖବର ହେଉଛି ଦୀପିକାଙ୍କ…

ଛାଡପତ୍ରର କିଛି ମାସ ପରେ ଏବେ ପ୍ରେମରେ ହନି ସିଂ, ଗର୍ଲଫ୍ରେଣ୍ଡଙ୍କ ସହ ଆସିଲେ ନଜର

ପ୍ରସିଦ୍ଧ ଗାୟକ ତଥା ରାପର ହନି ସିଂ ଚମତ୍କାର ରାପର ଷ୍ଟାଇଲ ଗୀତ ହେତୁ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଆଲୋଚନା ପରିସରକୁ ଆସନ୍ତି। ନିକଟରେ ହନି ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?