୩ ଦିନରେ ୩୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
ମୁମ୍ବାଇ: ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍ ଓ୍ବାଟର’ ଡିସେମ୍ବର ୧୬ରେ ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ୧୩ ବର୍ଷ ଅପେକ୍ଷା କରିଥିଲେ। ଏହି ଫିଲ୍ମର ପ୍ରଥମ ପାର୍ଟ ଅବତାର-୧ ୨୦୦୯ରେ ରିଲିଜ୍ ହୋଇଥିଲା।…
ବଲିଉଡ୍ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ ଫ୍ରେଞ୍ଚ ଚଳଚ୍ଚିତ୍ରର ରିମେକ୍ ହେବ। ବିକାଶ ଫିଲ୍ମର ସ୍କ୍ରିପ୍ଟ ପୂରଣ କରିସାରିଥିବା ବେଳେ ଆସନ୍ତା…
୨୦୨୨ ଆଇଏମ୍ଡିବି ଟପ୍-୧୦ ଭାରତୀୟ ଫିଲ୍ମ: ତାଲିକାରେ ମାତ୍ର ୨ ବଲିଉଡ୍ ଫିଲ୍ମ
୨୦୨୨ ବର୍ଷ ଫିଲ୍ମ ଜଗତର ତାରକାମାନଙ୍କ ପାଇଁ ଏକ ଖଟା ଏବଂ ମିଠା ଅନୁଭୂତି ଆଣିଦେଇଥିଲା। ବିଶେଷକରି ଚଳିତ ବର୍ଷ ବକ୍ସ ଅଫିସରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବର୍ଷ ଶେଷ ହେବାକୁ କେବଳ କିଛି ଦିନ ବାକି ଅଛି। ଏହାପୂର୍ବରୁ…
୩୮ ବର୍ଷରେ ପାଦ ଦେଲେ ଅଙ୍କିତା
ମୁମ୍ବାଇ: ଛୋଟପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ଅର୍ଥାତ୍ ଡିସେମ୍ବର ୧୯ରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ରେ ଇନ୍ଦୋରର ଏକ ମରାଠୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀ ସ୍ବାମୀ ବିକି ଜୈନଙ୍କ ସହ ବିଦେଶରେ…
ଫିଫା ୱାର୍ଲଡ କପ ୨୦୨୨: ଟ୍ରଫି ଅନାବରଣରେ ଗର୍ଜିୟସ ଲୁକରେ ନଜର ଆସିଲେ ଦୀପିକା
ମୁମ୍ବାଇ: ସାରା ବିଶ୍ୱରେ ଏବେ ଫିଫା ୱାର୍ଲଡ କପ ୨୦୨୨ର ଧୁମ ଚାଲିଛି । ଏହି ଟ୍ରଫିରେ ଭାରତର ଯୋଗଦାନ ବି ଯୋଡି ହୋଇଯାଇଛି । କାରଣ ଏଥିପାଇଁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ରଫି ଅନାବରଣ କରିଥିଲେ । ସୋସିଆଲ…
ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ
ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି । ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ଭାରତରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି…
ପାର୍ଲାମେଣ୍ଟରେ ‘ଏମର୍ଜେନ୍ସି’ ଶୁଟିଂ ପାଇଁ ଅନୁମତି ଲୋଡ଼ିଲେ କଙ୍ଗନା
ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଶୁଟିଂ ପାର୍ଲାମେଣ୍ଟ ପରିସରରେ କରିବା ଲାଗି ଲୋକ ସଭା ସଚିବାଳୟର ଅନୁମତି ଲୋଡ଼ିଛନ୍ତି। ତାଙ୍କ ପତ୍ର ବିଚାରାଧୀନ ରହିଛି। ତେବେ ପାର୍ଲାମେଣ୍ଟ ଭିତରେ ଫିଲ୍ମ ଶୁଟିଂକୁ ଅନୁମତି ମିଳି ନ ପାରେ…
ପାର୍ଲାମେଣ୍ଟରେ ଶୁଟିଂ ପାଇଁ ଅନୁମତି ମାଗିଲେ କଙ୍ଗନା
ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଶୁଟିଂ ପାର୍ଲାମେଣ୍ଟ ପରିସରରେ କରିବା ଲାଗି ଲୋକ ସଭା ସଚିବାଳୟର ଅନୁମତି ଲୋଡ଼ିଛନ୍ତି। ତାଙ୍କ ପତ୍ର ବିଚାରାଧୀନ ରହିଛି। ତେବେ ପାର୍ଲାମେଣ୍ଟ ଭିତରେ ଫିଲ୍ମ ଶୁଟିଂକୁ ଅନୁମତି ମିଳି ନ ପାରେ…
‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା କମଲ ହାସନ
ନୂଆଦିଲ୍ଲୀ, ୧୮।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା ତଥା ରାଜନେତା କମଲ ହାସନ। ଆସନ୍ତା ଡିସେମ୍ବର ୨୪ରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବେ। କମଲଙ୍କ ଦଳ ମକ୍କାଲ ନିଧି…
ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ
ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କ ପୂର୍ବରୁ ଅଭିନେତ୍ରୀ ଆଦିତ୍ୟ ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ।…
ପୁଣି ଥରେ ପୁଅଙ୍କୁ ପ୍ରଶଂସା କଲେ ଅମିତାଭ
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ପ୍ରତି ଥିବା ଭଲପାଇବା ଏବଂ ସମ୍ମାନ ବିଷୟରେ ସମସ୍ତ ପ୍ରଶଂସକ ଜାଣିଛନ୍ତି। ବିଗ୍ ବି’ ତାଙ୍କ ଟୁଇଟରରେ ପୁଣି ଥରେ ଅଭିଷେକଙ୍କ ପ୍ରଶଂସା କରିଛନ୍ତି। ରବିବାର ଅଭିଷେକଙ୍କ ଦଳ ଜୟପୁର ପିଙ୍କ୍ ପାନ୍ଥର୍ସ ପ୍ରୋ…
କେବେ ବିବାହ କରିବେ ପ୍ରଭାସ, ନିଜେ ଦେଲେ ଉତ୍ତର
‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକ ବେଶ୍ ଆଗ୍ରହୀ। ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ନିକଟରେ ଏକ ଶୋ’ରେ ପ୍ରଭାସ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।…
Archives


