ଏହି ଦିନ ରିଲିଜ୍ ହେବ ପୋନିୟିନ ସେଲଭାନ ୨
ମଣିରତ୍ନମଙ୍କ ଡ୍ରିମ୍ ପ୍ରୋଜେକ୍ଟ ପୋନିୟିନ ସେଲଭାନ ୨ର ରିଲିଜ ତାରିଖ ଘୋଷଣା କରାଯାଇଛି। ଲାଇକା ପ୍ରଡକ୍ସନ୍ସ ଏହି ଫିଲ୍ମର ଦ୍ୱିତୀୟ ଭାଗର ରିଲିଜ ତାରିଖକୁ ଏକ ଶକ୍ତିଶାଳୀ ଟିଜର ସହିତ ଶେୟାର କରିଛି। ଏହି ଫିଲ୍ମ ୨୦୨୩ ଏପ୍ରିଲ ୨୮ରେ ରିଲିଜ୍…
ମୋଦିଙ୍କୁ ଏମିତି ନିବେଦନ କଲେ କଙ୍ଗନା
ମୁମ୍ବାଇ: କଙ୍ଗନା ରାଣାଓ୍ବତ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ କରିବାକୁ କଙ୍ଗନା ମୋଦି ସରକାରଙ୍କୁ…
ତୁନିଶାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ
ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବା ବେଳେ ମନୋରଞ୍ଜନଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗର ହାଇଓ୍ବେରେ ଏହି ଘଟଣା ଘଟିଛି।…
ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା? ନୂଆ ଦାବି ପରେ ପ୍ରେମିକା ରିୟା କଲେ ଏଭଳି ପୋଷ୍ଟ
ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଛି। ହେଲେ ତାଙ୍କ ମୃତ୍ୟୁ ପଛର କାହାଣୀ ଆଜି ବି ରହସ୍ୟ ଘେରରେ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା। ହେଲେ ନିକଟରେ କୁପର ହସ୍ପିଟାଲର ଜଣେ ଅଟୋପ୍ସି…
ୟୁରୋପରେ ସ୍ବାମୀଙ୍କ ସହ ହଂସିକା
ବ୍ରସେଲ୍ସ: ତେଲୁଗୁ ଅଭିନେତ୍ରୀ ହଂସିକା ମୋଟୱାନି ସ୍ବାମୀ ସୋହେଲ କାଥୁରିଆଙ୍କ ସହ ୟୁରୋପରେ ହନିମୁନ କଟାଉଛନ୍ତି। ସେମାନେ ଭିଏନାରେ ଖ୍ରୀଷ୍ଟମାସ ପାଳନ କରୁଥିବା ନେଇ ଏକ ଫଟୋ ଶେୟାର କରିଥିଲେ। ପରଦିନ ସେ ହଙ୍ଗେରି ରାଜଧାନୀ ବୁଡାପେଷ୍ଟରେ ସ୍ବାମୀଙ୍କ ସହ ବୁଲୁଥିବାର…
‘କେବଳ ଛୋଲେ ଭଟୁରେ ତିଆରି କରିବା ଜାଣିଥିଲେ’
ନୂଆଦିଲ୍ଲୀ: ସେଫ୍ ବିକାଶ ଖାନ୍ନା ତାଙ୍କ ରିଆଲିଟି ଶୋ’ ମାଷ୍ଟର ସେଫ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ତାଙ୍କୁ କୌନ୍ ବନେଗା କରୋଡପତି ଶୋ’ର ହଟ୍ ସିଟ୍ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ…
କାହିଁକି ୱେଟର ଭାବରେ କାମ କରିଥିଲେ ଏହି ଅଭିନେତ୍ରୀ
ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ କାମ କରିଥିଲେ। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ନୀରଜା’ ଅଭିନେତ୍ରୀ ସୋନମ କପୁର। ସୋନମ ବଲିଉଡର କପୁର…
୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…
ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ କେବଳ ପାକିସ୍ତାନ ନୁହେଁ ବିଦେଶରେ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଅତୀତରେ ଏପରି…
କବାଟ ଭାଙ୍ଗି ତୁନିଶାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ଶ୍ରୀଜାନ; ସାମ୍ନାକୁ ଆସିଲା ଅନ୍ତିମ ଭିଡିଓ
ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ତିନି ଦିନ ବିତିଛି। ମଙ୍ଗଳବାର ତାଙ୍କର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ଏସବୁ ମଧ୍ୟରେ ଆତ୍ମହତ୍ୟା ପରର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଡାକ୍ତରଖାନା ବାହାରର ସିସିଟିଭି ଫୁଟେଜ୍ ଥିବା ବେଳେ ତୁନିଶାଙ୍କୁ…
ପଞ୍ଚଭୂତରେ ବିଲୀନ ହେଲେ ତୁନିଶା, କାନ୍ଦି କାନ୍ଦି ଚେତାଶୂନ୍ୟ ହେଲେ ମା’…
ବମ୍ବେ: ମୃତ୍ୟୁର ତିନି ଦିନ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଭିନେତ୍ରୀ ତୁନିଶା ଶର୍ମା। ଦିବଂଗତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯାଇଥିଲା। ଏହି ଅବସରରେ ତାଙ୍କ ମା’ଙ୍କୁ ଚେତାଶୂନ୍ୟ ହେଉଥିବା ଦେଖାଯାଇଥିଲା।…
ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…
ବମ୍ବେ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା…
ସଲମାନଙ୍କୁ କଟ୍ରିନାଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା
ବମ୍ବେ: ୫୭ ବର୍ଷରେ ଭାଇଜାନ୍। ଡିସେମ୍ବର ୨୭ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍ର ମୋଷ୍ଟ ଏଲିଜିବୁଲ୍ ବ୍ୟାଚ୍ଲର ତଥା ଅଭିନେତା ସଲମାନ୍ ଖାଁ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକଙ୍କ ସହ ସାଥି କଳାକାରଙ୍କ ଶୁଭେଚ୍ଛାର ସୁଅ…

