ମନୋରଞ୍ଜନ

ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋମି ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସଲମାନ…

ଆର୍‌ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍‌ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡା ଯାଉଛି। ଉର୍ବଶୀ ରିଷଭଙ୍କୁ ଡେଟିଂ ଗୁଜବକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା…

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ ବଙ୍ଗୀୟମାନଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ବଙ୍ଗୀୟମାନଙ୍କ ସହିତ ଦାମୀ…

ମକ୍କାରେ ପହଞ୍ଚିଲେ ଶାହରୁଖ

ସାଉଦି ଆରବରେ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’ର ଶୁଟିଂ ଶେଷ କରିବା ପରେ ବଲିଉଡର ବାଦଶାହା ଶାହରୁଖ ଖାନ ମକ୍କାରେ ନଜର ଆସିଛନ୍ତି। ଏହି ସମୟରେ ସେ ରିଡା ଏବଂ ଇଜାର ପିନ୍ଧିଥିବାର ଦେଖାଯାଇଥିଲା। ଶାହାରୁଖଙ୍କ ଏହି ଫଟୋ ଏବେ ଭାଇରାଲ…

ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦୀ

ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ ହାନସିକା ମୋଟୱାନୀଙ୍କ ମେହେନ୍ଦି ସମାରୋହ ଆୟୋଜିତ ହୋଇଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।…

ଭେଟେରାନ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ

ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା କେ ମୁରଲୀଧରନଙ୍କ ପରଲୋକ ଘଟିଛି। ତାମିଲନାଡୁ କୁମ୍ବାକୋନାମ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ତାମିଲ ପ୍ରଡ୍ୟୁସର ପରିଷଦର ସଭାପତି ମଧ୍ୟ ଥିଲେ। ଲକ୍ଷ୍ମୀ ଚଳଚ୍ଚିତ୍ରର ନିର୍ମାତା ଭାବରେ ସେ ପ୍ରଥମେ କାମ…

ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିଲେ। କଟକ ଚଣ୍ଡିରୋଡ୍‌ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗ ଓଡ଼ିଆ…

ଘରେ ଥିଲା ଭଉଣୀର ମୃତଦେହ ହେଲେ ସେହିଦିନ ଷ୍ଟେଜ ଶୋ’କରିବାକୁ ଯାଇଥିଲେ ଏହି ହାସ୍ୟ ଅଭିନେତା

ବଲିଉଡ ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ଜୋନି ଲିଭରଙ୍କ କମେଡି ସମସ୍ତେ ପସନ୍ଦ କରନ୍ତି। ଜୋନି ଲିଭର ଅନେକ ଫିଲ୍ମ ଏବଂ ଶୋ’ରେ ନଜର ଆସିଛନ୍ତି। ଜୋନି ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି,ସେଥିପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ୟାରିୟର…

ଦକ୍ଷିଣ ଚଳଚ୍ଚିତ୍ରର ଏହି ହିନ୍ଦୀ ରିମେକ୍‌ ଚଳିତ ବର୍ଷ ରହିଥିଲା ଫ୍ଲପ୍‌: ନିର୍ମାତାଙ୍କୁ ସହିବାକୁ ପଡିଥିଲା କୋଟି କୋଟି ଟଙ୍କା କ୍ଷତି

ବଲିଉଡ୍‌ ଇଣ୍ଡଷ୍ଟ୍ରି ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବଡ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍‌ ହୋଇଯାଇଛି। ଆଜି ଆମେ ଆପଣଙ୍କୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବୁ ଯାହା ଦକ୍ଷିଣରେ ହିଟ୍‌ ହୋଇଥିଲା, କିନ୍ତୁ…

‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳ ନାହିଁ’

ମୁମ୍ବାଇ: କିଛିିଦିନ ହେବ ଖବର ଶୁଣିବାକୁ ମିଳୁଛି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ମା’-ବାପା ହେବାକୁ ଯାଉଛନ୍ତି। ଏହି ଖବର ଚାରିଆଡ଼େ ଚର୍ଚ୍ଚା। କିନ୍ତୁ ଅର୍ଜୁନ କପୁର ଏହାକୁ ନେଇ ପ୍ରଚଣ୍ଡ ରାଗି ଯାଇଛନ୍ତି। ଯାହାର ଜବାବ ଅର୍ଜୁନ…

ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ବଦଳାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଅଭିନୟରେ ସମସ୍ତଙ୍କୁ ଆକର୍ଷିତ କରିଥିବା ଅଭିନେତ୍ରୀ ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ପ୍ରତ୍ୟେକ ଗତିବିଧିକୁ ସମସ୍ତେ ଦେଖନ୍ତି। ପ୍ରିୟଙ୍କା ଯାହା ବି କରନ୍ତି, ତୁରନ୍ତ ନଜରକୁ ଚାଲିଆସନ୍ତି। ସୋସିଆଲ…

‘ଦ କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି । ଆଉ ଏହି ବିବାଦ ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ବଡ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?