ମନୋରଞ୍ଜନ

ହାତକୁ ଦୁଇ ହାତ ହେଲେ ଦେବୋଲିନା ! ସିନ୍ଦୂର-ମଙ୍ଗଳସୁତ୍ର ପିନ୍ଧା ଫଟୋ ଭାଇରାଲ…

ବମ୍ବେ: ବିବାହ କରିନେଇଛନ୍ତି ଟେଲି ପରଦାର ଲୋକପ୍ରିୟ ବୋହୂ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସୋସିଆଲ ମିଡିଆରେ ଅଭିନେତ୍ରୀ ନିଜର ଏକାଧିକ ଫଟୋ ଶେୟାର କରିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋଗୁଡ଼ିକରେ ଦେବୋଲିନା ମେହେନ୍ଦୀ, ଲାଲ ଚୁଡି, ମଥାମଣି, ମଙ୍ଗଳସୂତ୍ର,…

ସୁଶାନ୍ତଙ୍କ ଘର କିଣିବାକୁ ଆଗ୍ରହୀ ଲୋକେ

ମୁମ୍ବାଇ:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ କିଣିବା ଲାଗି ଅନେକ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରକାଶିତ ଖରବ ମୁତାବକ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗ ପରେ ସେ ରହୁଥିବା ଫ୍ଲାଟ୍‌ ଖାଲି ପଡ଼ିଛି। ଆପାର୍ଟମେଣ୍ଟ ମାଲିକ ଫ୍ଲାଟ…

ଟ୍ରୋଲ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀ

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’ ଗୀତକୁ କଟାକ୍ଷ କରି ଫସିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଡିସେମ୍ବର ୧୨ରେ ‘ପଠାନ୍‌’ର ପ୍ରଥମ ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଛି। ଏହାକୁ…

ବଦଳିଗଲେଣି ସାଉଥ୍‌ ସୁପରଷ୍ଟାର ବିଜୟ, ଟ୍ରାନ୍ସଫର୍ମେଶନ ଦେଖି ପ୍ରଶଂସକ…

ହାଇଦ୍ରାବାଦ: ବଦଳି ଗଲେଣି ସାଉଥ ସୁପରଷ୍ଟାର ବିଜୟ ସେତୁପତି। ଦୀର୍ଘଦିନ ଧରି ପ୍ରଶଂସକଙ୍କ ନଜରରୁ ଦୂରରେ ଥିବା ବିଜୟ ହଠାତ ନିଜର ଟ୍ରାନ୍ସଫର୍ମେଶନକୁ ନେଇ ଚର୍ଚ୍ଚାରେ। ନୂଆ ଲୁକ୍‌ ସାଙ୍ଗକୁ ତାଙ୍କର ଷ୍ଟାଇଲ୍‌ ମନ ଜିଣୁଛି। ବିଜୟ ନିଜର ସୋସିଆଲ ମିଡିଆ…

ବଡ଼ ପରଦାରୁ ହଜି ଯାଇଛନ୍ତି ‘ଗଜନୀ’ ନାୟିକା ଆସିନ୍‌

ବମ୍ବେ: ଦିନ ଥିଲା ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍‌ରେ ଅଭିନୟର ଯାଦୁ ଦେଖାଉଥିଲେ ଅଭିନେତ୍ରୀ ଆସିନ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ନଜର ଆସୁଥିଲେ ସେ। ହେଲେ ଏବେ ସେ ବଡ଼ ପରଦାରୁ ହଜିଯାଇଛନ୍ତି କହିଲେ ଚଳେ। ବିବାହ…

ମୁଣ୍ଡରେ ସିନ୍ଦୁର ଲଗାଇ ନଜର ଆସିଲେ ଶାହରୁଖ: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ୍‌ଙ୍କୁ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ନାମରେ ଜଣାଯାଏ। ଅନେକ ସମୟରେ ନିଜ କାମ ହେଉ କି ଅଭିନୟ କିମ୍ବା ନିଜର ବୟାନ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଶାହରୁଖ ନିଜ ଅପ୍‌କମିଂ ଫିଲ୍ମ ‘ପଠାନ’ର…

ଗିନ୍ନି-କପିଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ

ବମ୍ବେ: ଦେଶର ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ କପିଲ ଶର୍ମା ଜଣେ। ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ୁଥିବା ବେଳେ କର୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଛନ୍ତି ଚର୍ଚ୍ଚାରେ। ଦିନକ ପୂର୍ବେ ଏହି କମେଡିଆନ ବିବାହର ଚାରି ବର୍ଷ ପୂରଣ…

‘ମିଶନ ମଜନୁ’ର ରିଲିଜ୍‌ ଡେଟ୍‌ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ, ଥ୍ରିଲର ଫିଲ୍ମ…

ଅନୁଭୁତି ଶେୟାର କଲେ ରିଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ ଅଭିନୟ…

ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା…

ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା

ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସଲମାନଙ୍କ ଜଣେ ବନ୍ଧୁ ଏହି…

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଏହି ଫିଲ୍ମ ସମଗ୍ର ବିଶ୍ୱରେ ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?