ରୋମାଣ୍ଟିକ୍‌ ଗୀତ ଗାଇଲେ ଦିବ୍ୟ କୁମାର

ବଲିଉଡ୍‌ର ଲୋକପ୍ରିୟ ସ୍ଲୋ ମୋଶନ ଗୀତରୁ ଆରମ୍ଭ ହୋଇଥିଲା ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ପରିବେଷଣ। ରବା ରବା ଶୁକର ତେରା.., ତେରେ ବିନ୍‌ ନେହିଁ ଲଗଦ୍‌ ଦିଲ୍‌ ମେରା.., ମସ୍ତ ମଗନ୍‌.., କେଶରିୟା.., ମସ୍କ କଲନ୍ଦର.., ତୁ ମେରା ଦିଲ୍‌.. ଭଳି ଗୀତରେ ପ୍ରେମ ଓ ରୋମାଣ୍ଟିକ ଭରିଥିଲେ ଦିବ୍ୟ। ଏହାପରେ ଟିକେ ଦର୍ଶକଙ୍କୁ ନଚାଇବା ପାଇଁ ହବନ କରେଙ୍ଗେ.., ଶୁନୋ କାଲ ରାତ କି କାହାମନି ଗୀତ ଗାଇ ଜୋସ୍‌ ଭରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିକାଙ୍କୁ ମିଳିଲା ଜୀବନସାଥୀ ! ଜାଣନ୍ତୁ କିଏ ସେ…

ବମ୍ବେ: ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ଗାୟକ ମିକା ସିଂହଙ୍କ ସ୍ବୟମ୍ବର ଶୋ’। ଏବେ ଏଥିରେ କେବଳ ଚାରିଜଣ ପ୍ରତିଯୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ...

ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି ତାଙ୍କ ବାପା: ଭିଡିଓ ଶେୟାରକରି କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ତୃପ୍ତି ଶଙ୍ଖଧରଙ୍କ ଜୀବନପ୍ରତି ବିପଦ ରହିଛି। ଏ ନେଇ ତୃପ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ହେଲେ ଖାସ୍‌...

ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

ଟୁଇଟରରୁ ବିରତି ନେଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଦୁନିଆର ଆଗ ଧାଡିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଥାଆନ୍ତି ଖୁବ୍ ଚର୍ଚ୍ଚାରେ । ପ୍ରାୟ ସମସ୍ତ ବିଷୟରେ ନିଜର ବେକାବୁ...

ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

ମା’ କୋଳ ସ୍ବର୍ଗ

ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ...

ଗର୍ଲଫ୍ରେଣ୍ଡଙ୍କୁ ଏମିତି ସବୁ ଉପହାର ଦେବା ଶୁଣି ମୁଣ୍ଡରେ ହାତ ଦେଲେ ରଣବୀର କପୁରଙ୍କ ମା’

ଟିଭି କମେଡି ଶୋ’ ‘ଦି କପିଲ ଶର୍ମା ଶୋ’ରେ ଏଥର କପୁର ପରିବାରର ବିଶେଷ ଅତିଥିମାନେ ଆସିବାକୁ ଯାଉଛନ୍ତି। ଅଭିନେତ୍ରୀ ନୀତୁ କପୁର ଏବଂ ତାଙ୍କ...

Advertisement
Archives

Model This Week