ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ର ଅଡିଓ ରିଲିଜ୍
ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ଅନ୍ଲାଇନ ସପିଂ କମ୍ପାନୀରେ କାର୍ଯ୍ୟରତ ଜଣେ ଡେଲିଭରି ବୟର କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ଭୟ’। କମ୍ପାନୀରୁ ଅର୍ଡର ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସମୟରେ ଉପୁଜୁଥିବା ବାସ୍ତବ ସମସ୍ୟାକୁ ପଦାକୁ ଆଣିଛି ଏହି…
ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…
ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍ଶୀଘ୍ର ଖୁସି ଖବର…
ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା
ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ସେହି…
ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହାଇସାରିଛି । କେବଳ ଏତିକି…
ହ୍ରିତିକ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ସ୍ତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଆଜି ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେଲିବ୍ରିଟିଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ୍ ମଧ୍ୟ ଖାସ୍ ଅନ୍ଦାଜରେ ହ୍ରିତିକ୍ଙ୍କୁ ଜନ୍ମଦିନର…
ଶୁଟିଂ ସେଟ୍ରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ…
‘କ୍ରିସ୍-୪’ର ରିଲିଜ୍ କୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତା
ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ୍ ରୋଶନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ହ୍ରିତିକ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନଙ୍କ ସହ ବଲିଉଡର ସୁପରଷ୍ଟାର…
‘ପଠାନ’ ସହ ଜବରଦସ୍ତ କମବ୍ୟାକ କଲେ ଶାହାରୁଖ
ମୁମ୍ବାଇ: ଶାହାରୁଖ ଖାଁ, ଜନ ଆବ୍ରହମ, ଦୀପିକା ପାଦୁକୋନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବେଶ କିଛି ସମୟ ହେବ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଶଂସକ ଅପେକ୍ଷା ରଖିଥିଲେ ଏହାର ଟ୍ରେଲରକୁ । ଏବେ…
ନିର୍ଯାତନା ଦେଉଥିଲେ ବାପା,ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଉର୍ଫି
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କିଏ ବା ନ ଜାଣେ। ନିଜର ଫ୍ୟାଶନ୍କୁ ନେଇ ସବୁଆଡେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ଏଥିପାଇଁ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଛି। ତଥାପି, ତାଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ। ହେଲେ ଏକ…
ପନ୍ତଙ୍କ ପାଇଁ ମନ୍ଦିର ଗଲେ ଉର୍ବଶୀଙ୍କ ମା’!
ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ପରେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ୍ ହୋଇଥିବା ହସ୍ପିଟାଲର ଫଟୋ ଶେୟାର କରି ଚର୍ଚ୍ଚା ଭିତରକୁ ଆସିଥିଲେ। ଏବେ…
ଆଉ ଏକ ବଡ ରୋଗ ସହିତ ସଂଗ୍ରାମ କରୁଛନ୍ତି ରାଖୀଙ୍କ ମା’
ମୁମ୍ବାଇ: ଟେଲି ତଥା ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ସେ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମା’ ଜୟା ଭେଡା ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ…
ବିବାଦ ମଧ୍ୟରେ ରିଲିଜ୍ ହେବ ‘ପଠାନ’ର ଟ୍ରେଲର୍
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ପ୍ରାୟତଃ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମର ରିଲିଜ୍କୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…

