Advertisement

ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍‌’

ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ। ଏମିତିରେ ଏବେ ଅଭିନେତାଙ୍କୁ ଝୁରି ଝୁରି ଆଖି ବୁଜିଛି ପ୍ରିୟ କୁକୁର ଫଜ୍‌।

ସୁଶାନ୍ତ ପୋଷା କୁକୁର ଫଜ୍‌କୁ ବେଶ ଭଲପାଉଥିଲେ। ସେ ସର୍ବଦା ତା ସହ ଫଟୋ ଏବଂ ଭିଡିଓ ଶେୟାର କରୁଥିଲେ। ହେଲେ ଅଭିନେତାଙ୍କ ମୃତ୍ୟୁ ପରେ ଫଜ୍‌ ତାଙ୍କୁ ଝୁରି ହେଉଥିଲା। ସୁଶାନ୍ତଙ୍କ ପରିବାରଲୋକେ ତାକୁ ସାଙ୍ଗରେ ରଖିଥିଲେ। ହେଲେ ଏବେ ସେ ଆଉ ନ ଥିବା ନେଇ ସୁଶାନ୍ତଙ୍କ ଭଉଣୀ ଟୁଇଟ କରି କହିଛନ୍ତି। ଏହାପରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିବା ସହ ଦୁହିଁଙ୍କ ଫଟୋ ଶେୟାର କରୁଛନ୍ତି।

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଫଜଙ୍କ ଫଟୋ ଶେୟାର କରି ଲେଖଇଛନ୍ତି, ଫଜ୍‌ ତୁମେ ମଧ୍ୟ ସ୍ବର୍ଗରେ ଥିବା ବନ୍ଧୁଙ୍କ ପାଖକୁ ଚାଲିଗଲ। ଶୀଘ୍ର ତୁମକୁ ଭେଟିବି। ସେତେବେଳ ଯାଏ ମୋ ହୃଦୟ କ୍ଷତାକ୍ତ ହୋଇଛି। ଜାନୁୟାରୀ ୨୧ରେ ଫଜ୍‌ର ଜନ୍ମଦିନ ଥିବା ବେଳେ ସେ ଆଉ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିସ୍‌ ବଢାଇଲେ ଅଲ୍ଲୁ ଅର୍ଜୁନ, ଏବେ ଗୋଟିଏ ଫିଲ୍ମକୁ ନେବେ…

ସାଉଥ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଭାରତୀୟ ସିନେମାରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହେବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ନିକଟରେ ୩୦୦...

୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ...

କାର୍‌ ନମ୍ବର ପାଇଁ ଏତିକି ଟଙ୍କା ଖର୍ଚ୍ଚ କଲେ ଜୁନିଅର ଏନ୍‌ଟିଆର୍‌

ସାଉଥ ଫିଲ୍ମର ସୁପରଷ୍ଟାର୍‌ ଜୁନିଅର୍‌ ଏନଟିଆର ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି ଉରସ ଗ୍ରାଫାଇଟ କ୍ୟାପସୁଲ କାର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଥମ ଭାରତୀୟ ଭାବେ...

‘ଭାଗ ମିଲଖା ଭାଗ’ ପାଇଁ ସୋନମ କପୁର ନେଇଥିଲେ ମାତ୍ର ୧୧ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲେ ବି ବେଳେବେଳେ କାମ କରିବାକୁ ମନା କରି ଦେଇଥାଆନ୍ତି । ଆଉ...

ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି...

ଟିକା ନେଲେ ସଲମାନ

ଦେଶରେ କରୋନା ପ୍ରକୋପ ଧୀରେ ଧୀରେ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବଲିଉଡ୍‌ ଷ୍ଟାର୍‌ମାନେ କରୋନା ଟିକା ନେଉଥିବାର ନଜର ଆସିଛନ୍ତି। ଏଥିରେ ସାମିଲ ହୋଇଛନ୍ତି...

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ...

Advertisement
Archives

Model This Week