ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ

ମୁମ୍ବାଇ: ଅଭିନେତା ସିକନ୍ଦର ଖେର, ଯେକି ଷ୍ଟ୍ରିମିଂ ଫିଲ୍ମ ମୋନିକା ଓ ମାଇ ଡାର୍ଲିଂଗସରେ ତାଙ୍କର କାମ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ, ତାଙ୍କର ଲୋକ ପ୍ରିୟ ଓଟିଟି ଶୋ’ ଆର୍ଯ୍ୟାର ସେଟକୁ ଫେରିଛନ୍ତି । ଏଥିରେ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ସେ ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ କରିଛନ୍ତି ।
ଅଭିନେତା ସିକନ୍ଦର ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଦୌଲତ ନାମକ ତାଙ୍କ ଚରିତ୍ର ଖୁବଶୀଘ୍ର ପରଦାକୁ ଫେରିଛି । ସେ ଶୋ’ର ନିର୍ଦ୍ଦେଶକ ରାମ ମାଧୱାନି ଓ ତାଙ୍କ ଟିମର ମଧୁର ସ୍ୱାଗତ ନୋଟ ବି ଶେୟାର କରିଛନ୍ତି ।
ଅଭିନେତା କହିଛନ୍ତି, ଯେଉଁ କ୍ୟାରେକ୍ଟରରେ ମୁଁ କାମ କରୁଛି ଓ ଯାହା ସହିତ ଦୁଇଟି ସିଜନ ରହି ସାରିଛି, ତାକୁ ପୁଣିଥରେ ପାଇ ଖୁସି ଲାଗୁଛି । ରାମ, ସୁସ୍ମିତା ଓ ପୁରା ଟିମ ସହ ପୁଣି କାମ କରିବାକୁ ଅପେକ୍ଷା ରଖିଛି । ମୁଁ ଯାହା କିଛି ପଢିଛି , ସେଥିରୁ ମୁଁ ନିଶ୍ଚିତ ଅଛି ଯେ ଏଥିରେ ବହୁତ କିଛି ରହିଛି ଦର୍ଶକଙ୍କ ପାଇଁ ।
ଅଭିନେତା ଆହୁରି ମଧ୍ୟ କହିଛନ୍ତି ଆଗକୁ ମୁଁ ଆଉ କିଛି କହିପାରିବିନି, କାରଣ ଏବେ ଆମେ ଏହାର ଶୁଟିଂ ଆରମ୍ଭ କରିଛୁ । ହଁ ଶୋରେ ଚରିତ୍ରମାନେ ବହୁତ ଆଗକୁ ଚାଲିଯାଇଛନ୍ତି । ଦୌଲତର ଲେଉଟାଣିକୁ ନେଇ ଉତ୍ସାହିତ ଅଛି ।
କ୍ରାଇମ ଆକ୍ସନ ଥ୍ରିଲର ସିରିଜ ଆର୍ଯ୍ୟାର ସିଜନ ୩ ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri