ମନୋରଞ୍ଜନ

ପ୍ରେମରେ ପଡିଛନ୍ତି ସୁହାନା!

ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି ସେମାନଙ୍କ ଚର୍ଚ୍ଚା ହେଉଛି । ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଲାଡଲି ସୁହାନା ଏବେ…

ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟକୁ ଶୁକ୍ରବାର ହ୍ୟାକ୍‌ କରାଯାଇଛିି। ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରି ପ୍ରଶଂସକଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ଉକ୍ତ ଟୁଇଟର ପ୍ରୋଫାଇଲକୁ ନ…

ସିଦ୍ଧିବିନାୟକ ମନ୍ଦିରରେ ବିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି। ଏହି ଦମ୍ପତି ଶୁକ୍ରବାର ସକାଳେ ଭଗବାନ ଗଣେଶଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ବିକି-କ୍ୟାଟ୍ରିନାଙ୍କ ସହ ବିକିଙ୍କ ମା’ ବୀଣା କୌଶଲ ମଧ୍ୟ ଉପସ୍ଥିତ ଥିଲେ। ଯାହାର…

ଏହି ଅଭିନେତ୍ରୀଙ୍କ ନାଁରେ ପ୍ରେମସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାଁରେ ପ୍ରେମସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହୋଇଥାଏ। ଅର୍ଥାତ୍‌ ସେମାନଙ୍କର ଅନେକ ପ୍ରେମିକ ଥିଲେ। କିଛି ଅଭିନେତ୍ରୀ ବିବାହ ପରେ ଏଥିରୁ ଦୂରେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, କରୀନା କପୁର,…

ସାମ୍ନାକୁ ଆସିଲା ଆଥିଆ-ରାହୁଲଙ୍କ ବିବାହ ତାରିଖ

ମୁମ୍ବାଇ: ଆଜିକାଲି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଉଭୟଙ୍କ ବିବାହକୁ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ଇତିମଧ୍ୟରେ ପୁଣି ଉଭୟଙ୍କ ବିବାହକୁ ନେଇ ଏକ…

ଖୁବ୍‌ଶୀଘ୍ର ହିନ୍ଦୀରେ ଆସିବ ‘ଦମନ’

ଭୁବନେଶ୍ୱର,୬।୧(ବ୍ୟୁରୋ): ଖୁବ୍‌ଶୀଘ୍ର ହିନ୍ଦୀରେ ସାରା ଦେଶରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ଏହାର ଦାୟିତ୍ୱ ନେଇଛି ପାନୋରମା ଷ୍ଟୁଡିଓ। ଏନେଇ ଗୁରୁବାର ଷ୍ଟୁଡିଓ ସହ ଚୁକ୍ତିନାମା ହୋଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର…

ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ ଏୟାର ଲିପ୍ଟ କରାଯାଇ ମୁମ୍ବାଇ ଲିଗାମେଣ୍ଟ ସର୍ଜରି ପାଇଁ ସିପ୍ଟ କରାଯାଇଛି । ମୁମ୍ବାଇର…

କ୍ଷମା ମାଗିଲେ ସୋନୁ

ମୁମ୍ବାଇ: ସୋନୁ ସୁଦ୍‌ ତାଙ୍କର ଏକ ଭିଡିଓ ନେଇ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଗତ ଡିସେମ୍ବର ୧୩ରେ ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ ଡୋର ପାଖରେ ବସି ଏକ ଭିଡିଓ କରିଥିଲେ। ସେ ସେହି ଭିଡିଓକୁ ସୋସିଆଲ ମିଡିଆରେ…

ଫିଲ୍ମ ‘ପଠାନ୍‌’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍‌ ରଙ୍ଗ’ ଗୀତକୁ ହଟାଇବାକୁ ଦାବି

ଅହମ୍ମଦାବାଦ୍‌ ୫।୧: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ ‘ବେସରମ୍‌ ରଙ୍ଗ’ ନ ହଟାଗଲେ ଏହାକୁ ଗୁଜରାଟର କୌଣସି ସିନେମାଘରେ ରିଲିଜ୍‌ କରିବାକୁ ଦିଆଯିବ…

ରାଜାମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ସହିତ ଗୋଟିଏ ପରେ ଗୋଟିଏ ନୂଆ ସଫଳତା ହାସଲ କରୁଛନ୍ତି। ନିକଟରେ ସେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ-୨୦୨୨ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି। ନିର୍ଦ୍ଦେଶକ…

ଅରୁଣ ଗୋଭିଲଙ୍କୁ ଭେଟି କାନ୍ଦିବାକୁ ଲାଗିଲେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ବମ୍ବେ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ। ଏହାର ଛାପ ଏବେ ବି ଦର୍ଶକଙ୍କ ହୃଦୟରେ ରହିଛି। ଅନେକ ତାଙ୍କର ପୂଜା କରିବା ସହ ପାଦ ଛୁଉଁଥିବା ଦେଖାଯାଇଛି। ଏହି କ୍ରମରେ ଅରୁଣଙ୍କୁ…

ସାମନ୍ଥାଙ୍କ ସହ ଡେବ୍ୟୁ କରିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ସହ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଆର୍‌ହା ଡେବ୍ୟୁ କରିବେ। ଆର୍‌ହା ଲୋକପ୍ରିୟ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଜଣେ। ‘ପୁଷ୍ପା ଦ ରାଇଜ୍‌’ରୁ ଅଲ୍ଲୁ ଅର୍ଜୁନ କେବଳ ବକ୍ସ ଅଫିସରେ ହିଟ୍‌ ହୋଇନାହାନ୍ତି ବରଂ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?