ମନୋରଞ୍ଜନ

ସାମ୍ନାକୁ ଆସିଲା ‘ପଠାନ’ର ଓଟିଟି ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କହିରଖୁଛୁ ଯେ ଶାହରୁଖଙ୍କ ଆକ୍ସନ ଫିଲ୍ମ ‘ପଠାନ’ ୨୫…

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ବିବାହ ପରେ ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ସାହୋ’ ଏବଂ…

ଶୁଟିଂ ସେଟ୍‌ରେ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ

ମୁମ୍ବାଇ: ୧୭।୧: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରେୀଙ୍କ ସ୍ତ୍ରୀ ପଲ୍ଲବୀ ଯୋଶୀ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁଟିଂ ସେଟ୍‌ରେ ଏକ କାର୍‌ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଛି। ଏଥିରେ ସେ ଆହତ…

ଐଶ୍ଚର୍ଯ୍ୟାଙ୍କୁ କୋର୍ଟ ନୋଟିସ୍‌

ମୁମ୍ବାଇ,୧୭।୧:ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ କୋର୍ଟ ପକ୍ଷରୁ ନୋଟିସ ପଠାଇଯାଇଛି। ଜମି ଟିକସ ବକେୟା ମାମଲାରେ ଏହି ନୋଟିସ୍‌ ପଠାଇଯାଇଥିବା ଜଣାପଡିଛି। ନାଶିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ଚର୍ଯ୍ୟାଙ୍କ ପ୍ରାୟ ୧ ହେକ୍ଟର ଜମି…

ରିଲିଜ ପୂର୍ବରୁ ଆରମ୍ଭ ହେଲାଣି ‘ପଠାନ’ର ଜଲୱା

ମୁମ୍ବାଇ: ବେଶକିଛି ଦିନ ପରେ ବଡ ପରାଦାକୁ ଫେରୁଛନ୍ତି କିଙ୍ଗ ଖାଁ ଶାହାରୁଖ । ଫିଲ୍ମ ‘ପଠାନ’ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହାରି ଭିତରେ କିନ୍ତୁ ପଠାନକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫିଲ୍ମ ରିଲିଜ୍…

ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହାରୁଖ: କମିନି କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାରଡମ୍‌

ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହାରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି ଚାନ ରବର୍ଟ…

‘ଓଡ଼ିଶାରେ କାହାଣୀ, କବିତା ଭରି ରହିଛି’

ପ୍ରିୟା ମଲ୍ଲିକ। କେବଳ ସେ ଜଣେ କବିତା ବା କାହାଣୀକାର ନୁହନ୍ତି, ଅଭିନେତ୍ରୀ, ଟେଡ୍‌ଏକ୍ସ ସ୍ପିକର୍‌, ଶିକ୍ଷୟିତ୍ରୀ, ହାସ୍ୟକାର ଭାବେ ପରିଚିତ। ୩୪ବର୍ଷୀୟ ପ୍ରିୟା ଟିଭି ଶୋ’ ମାଧ୍ୟମରେ ଦର୍ଶକଙ୍କ ପାଖେ ପହଞ୍ଚିଥିଲେ ବି ନିଜର କବିତାବୃତ୍ତି ମାଧ୍ୟମରେ ସେ ଦୀର୍ଘଦିନ…

ଏହି ଦିନ ରିଲିଜ୍‌ ହେବ ‘ମିଶନ ମଜ୍‌ନୁ’

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜ୍‌ନୁ’କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା। ବର୍ତ୍ତମାନ ଏହି ସପ୍ତାହରେ…

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି।…

ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାସିର ଫରାଜ ହୃଦ୍‌ଘାତରେ ପୀଡିତ ଥିଲେ। ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ…

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୂଚନା ମିଳିଛି କି ଏହି ଦୁର୍ଘଟଣାରେ ନେପାଳର ନାମୀ…

ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା । ସେ ୨୦୧୨ରେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସହ ବଲିଉଡ ମୁଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?