ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍‌ ସେମିତି ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବଡିଗାର୍ଡ ସୋନୁ ଓରଫ ପ୍ରକାଶ ସିଂ(ଛଦ୍ମନାମ) ରହିଛନ୍ତି। ସର୍ବସାଧାରଣ ସ୍ଥାନରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସୋନୁ ପ୍ରତି ମୁହୂର୍ତ୍ତରେ ଅନୁଷ୍କାଙ୍କ ସହିତ ରହିଥାନ୍ତି। ଏହାର ପ୍ରତିବଦଳରେ ଅନୁଷ୍କା ସୋନୁଙ୍କୁ ବହୁତ ଦରମା ଦିଅନ୍ତି। ସୋନୁଙ୍କ ଦରମା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଅନୁଷ୍କା ବିରାଟଙ୍କୁ ବିବାହ କରିବା ପୂର୍ବରୁ ବି ସୋନୁ ଅନୁଷ୍କାଙ୍କ ବଡିଗାର୍ଡ ଥିଲେ। ବିବାହ ପରେ ସୋନୁ ଅନୁଷ୍କା ଏବଂ ବିରାଟଙ୍କ ଯତ୍ନ ନେଉଛନ୍ତି। ଅନୁଷ୍କା ଗର୍ଭବତୀ ଥିବା ବେଳେ ସୋନୁ ତାଙ୍କର ବିଶେଷ ଯତ୍ନ ନେଉଥିଲେ। ବିରାଟଙ୍କର ନିଜର ବଡିଗାର୍ଡ ଅଛନ୍ତି ତଥାପି ସୋନୁ ବିରାଟଙ୍କ ବିଶେଷ ଯତ୍ନ ନିଅନ୍ତି। ଏହାର ପ୍ରତିବଦଳରେ ଏହି କପଲ ସେମାନଙ୍କ ବଡିଗାର୍ଡଙ୍କୁ ବିପୁଳ ପରିମାଣର ଟଙ୍କା ଦରମା ଆକାରରେ ଦେଇଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ସୋନୁଙ୍କ ଦରମା ପ୍ୟାକେଜ ହେଉଛି ୧.୨ କୋଟି ଟଙ୍କା। ଏପରିକି ଅନେକ କମ୍ପାନୀର ସିଇଓମାନେ ମଧ୍ୟ ଏତେ ଟଙ୍କା ଦରମା ପାଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ...

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ...

ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ୍‌

ବମ୍ବେ: ଅଭିନେତ୍ରୀ ତଥା ଟାଇଗର ଶ୍ରଫ୍‌ଙ୍କ କଥିତ ପ୍ରେମିକା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର...

ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ...

ପୁନମ୍‌ଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ପୂର୍ବସ୍ବାମୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ବିରୋଧରେ ବିଷ ଓଗାଳିଲେ ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ। ଏକତା କପୁରଙ୍କ ଦ୍ୱାରା ନିର୍ମିତ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ...

ସାମନ୍ଥାଙ୍କ ଶରୀରରେ ଅଛି ଏପରି ୩ ଚିହ୍ନ, ଛାଡ଼ପତ୍ର ପରେ ଟାଟୁକୁ ନେଇ କରୁଛନ୍ତି କି ଅନୁତାପ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ସୋସିଆଲ ମିଡିଆରେ ବେଶ ସକ୍ରିୟ। ସେ ତାଙ୍କ ଫ୍ୟାନ୍ସଙ୍କ ଫାଇଁ କିଛି ବି କରି ପାରନ୍ତି। ସେ ଇନଷ୍ଟାଗ୍ରାମରେ...

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ...

Advertisement
Archives

Model This Week