ମନୋରଞ୍ଜନ

ପୁଣିଥରେ ‘ମିଷ୍ଟର ଇଣ୍ଡିଆ’ର ଯାଦୁ ଦେଖିବେ ଦର୍ଶକେ!

ମୁମ୍ବାଇ: ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ବୋନି କପୁର ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ କିଛି ସୁପରହିଟ୍ ମୁଭି ଭେଟି ଦେଇଛନ୍ତି । ଏବେ ସେ ଏକ ଖୁସି ଖବର ଦେଇଛନ୍ତି । ବୋନି କହିଛନ୍ତି, ଅନିଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତ…

ସିମିଙ୍କୁ ଇଣ୍ଟରଭ୍ୟୁ ଦେଲେ ସଲମାନ

ମୁମ୍ବାଇ: ସିମି ଗରଓ୍ବୋଲଙ୍କୁ ବର୍ତ୍ତମାନ ବିଗ୍‌ ବସ୍‌-୧୬ରେ ଦେଖିବାକୁ ମିଳିବ। ସେ ସଲମାନଙ୍କ ସାକ୍ଷାତକାର ନେଉଥିବାର ନଜର ଆସିବେ। ଏହି ସମୟରେ ସିମି ପରିବାର ସଦସ୍ୟଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ସେମାନେ ମଧ୍ୟ ଦେଇଛନ୍ତି। ବିଗ୍‌ ବସ୍‌-୧୬ ଓ୍ବିକେଣ୍ଡ…

ସନି ଲିଓନିଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ…ଅନାଥ ଶିଶୁଙ୍କୁ କୋଳେଇ ନେଇ ନିଜ ପରିଚୟ ଦେଇଛନ୍ତି ଏସବୁ କଳାକାର…

ବମ୍ବେ: ଜନ୍ମ ନ କରି ବି ତୁଲାଇଛନ୍ତି ପିତାମାତାଙ୍କ କର୍ତ୍ତବ୍ୟ। ବଲିଉଡ୍‌ରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ଅନାଥ ଛୁଆଙ୍କୁ କୋଳେଇ ନେଇ କରିଛନ୍ତି ଲାଳନପାଳନ। ଦେଇଛନ୍ତି ନିଜର ପରିଚୟ ଶିକ୍ଷା ଏବଂ କରିଛନ୍ତି ବିବାହ। ଏହି ତାଲିକାରେ ଅଛନ୍ତି…

ବରଫ ଚାଦରରେ ଢାଙ୍କି ହୋଇଛି କଙ୍ଗନାଙ୍କ ବଙ୍ଗଳା, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପ୍ରଶଂସକମାନଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ମନାଲିସ୍ଥିତ ଘରର ଫଟୋ ଶେୟାର କରିଛନ୍ତି। ଘର ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ଘର ଚାରିପାଖରେ ଯେପରି ବରଫର…

ଭିନ୍ନ ପୋଷାକ ପିନ୍ଧିବା ଅପରାଧ ନୁହେଁ: ଉର୍ଫି

ବମ୍ବେ: ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ଭାଜପା ନେତ୍ରୀ ଚିତ୍ରା ଓ୍ବାଘ ତାଙ୍କ ପୋଷାକ ପରିଧାନକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ଉର୍ଫିଙ୍କୁ ନୋଟିସ ପଠାଇଥିଲା। ଏବେ ଉର୍ଫି…

ଆଉ ନାହାନ୍ତି ଅଭିନେତା ସୁନୀଲ ହୋଲକର୍‌

ବମ୍ବେ: ଆଉ ନାହାନ୍ତି ‘ତାରକ ମେହେତା କା ଉଲଟା ଚଷମା’ ଫେମ ଅଭିନେତା ସୁନୀଲ ହୋଲକର। ୪୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ଦୀର୍ଘଦିନରୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ଏହି ଖବର ଜଣାପଡ଼ିବା ପରେ ମନୋରଞ୍ଜନଜଗତରେ…

ପଞ୍ଜାବରେ ଲୋହରି ସେଲିବ୍ରେଟ କଲେ କ୍ରିତି-କାର୍ତ୍ତିକ

ମୁମ୍ବାଇ: କ୍ରିତି ସାନନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବେଳକୁ ବେଳ ବଢିବାରେ ଲାଗିଛି । ଏହାର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ‘ଶେହଜାହା’ ତେଲଗୁ…

ଲଳିତ ମୋଦି ଗୁରୁତର; ଆରୋଗ୍ୟ କାମନା କଲେ ସୁସ୍ମିତାଙ୍କ ଭାଇ

ନୂଆଦିଲ୍ଲୀ,୧୪।୧: ପୁଣିଥରେ ଚର୍ଚ୍ଚାରେ ପୂର୍ବତନ ଆଇପିଏଲ୍‌ ଚେୟାରମ୍ୟାନ ଲଳିତ ମୋଦି ଏବଂ ସୁସ୍ମିତା ସେନ୍‌ଙ୍କ ସମ୍ପର୍କ। ଲଳିତ ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ତାଙ୍କୁ ନିମୋନିଆ ହୋଇଛି। ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟ ବିଷୟରେ…

‘ସିନେମାର ସିନେମା ସହ ମିଳନ’..

ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି ପରଦାରେ କମାଲ କରିଥାଏ । ରାଜମୌଳିଙ୍କ ମୁଭି ଆରଆରଆର ଏବେ ୨୦୨୩ ଓସ୍କାର ଦୌଡରେ…

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି। ଏହା ଉପରେ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡ଼ୁନି?…

ଫେବୃୟାରୀ ୩ରେ ହିନ୍ଦୀରେ ରିଲିଜ ହେବ ଦମନ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୭.୭ ଲକ୍ଷ ଲୋକ ଦେଖିଛନ୍ତି। ଫେବୃୟାରୀ ୩ରେ ହିନ୍ଦୀରେ ଏହି ଫିଲ୍ମର ଶୁଭମୁକ୍ତି ହେବା ନେଇ ପାନୋରମା ଷ୍ଟୁଡିଓ ପକ୍ଷରୁ ସୂଚନା…

ଘୋଡ଼ା ଚଢ଼ିବା ବେଳେ ଚେତାଶୂନ୍ୟ ହେଲେ ରଣଦୀପ

ବମ୍ବେ: ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଅସୁସ୍ଥ। ତାଙ୍କୁ ଚିକିତ୍ସା ଲାଗି କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘୋଡ଼ା ଚଢ଼ୁଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?