ମନୋରଞ୍ଜନ

ଦ୍ୱିତୀୟ ଥର ପାଇଁ ମା’ ହେବେ ଏଭଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ବମ୍ପର ଫଟୋ ଶେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଲେଖିଛନ୍ତି, ‘ତୁମକୁ କୋଳରେ ଧରିବାକୁ…

ଟିଭିରେ ପ୍ରସାରିତ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

ମୁମ୍ବାଇ: ଅଭିନେତା ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ୨୦୨୨ର ସବୁଠାରୁ ବଡ ବ୍ଲକବଷ୍ଟର ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି କେବଳ କନ୍ନଡ଼ରେ ନୁହେଁ ହିନ୍ଦୀରେ ଏବଂ ଅନ୍ୟ ଭାଷାରେ ମଧ୍ୟ ହିଟ୍‌ ମଧ୍ୟ ହୋଇଥିଲା। ପ୍ରେକ୍ଷାଳୟ ପରେ ଫିଲ୍ମଟି ଓଟିଟିରେ ମଧ୍ୟ…

ଏହି ଅଭିନେତ୍ରୀଙ୍କୁ ମୋଟି, କାଳି କହିଥିଲେ ଶଶି କପୁର: ଆଉ ତା ପରେ …

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେହି ସମୟରେ ସେ କଳା ଥିଲେ ଏବଂ ତାଙ୍କର…

ରୋମାଣ୍ଟିକ୍‌ ଗୀତ ଗାଇଲେ ଦିବ୍ୟ କୁମାର

ବଲିଉଡ୍‌ର ଲୋକପ୍ରିୟ ସ୍ଲୋ ମୋଶନ ଗୀତରୁ ଆରମ୍ଭ ହୋଇଥିଲା ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ପରିବେଷଣ। ରବା ରବା ଶୁକର ତେରା.., ତେରେ ବିନ୍‌ ନେହିଁ ଲଗଦ୍‌ ଦିଲ୍‌ ମେରା.., ମସ୍ତ ମଗନ୍‌.., କେଶରିୟା.., ମସ୍କ କଲନ୍ଦର.., ତୁ ମେରା ଦିଲ୍‌..…

ପ୍ରଜ୍ଞାଙ୍କ ସୁରିଲା କଣ୍ଠରେ ଗୁଆ ଘିଅ…

ଓଲିଉଡ୍‌ର ସୁରିଲା କଣ୍ଠସ୍ବରରେ ଶ୍ରୋତାଙ୍କୁ ଝୁମାଉଥିବା ଗାୟିକା ପ୍ରଜ୍ଞା ହୋତା ‘ଓ ସୁନୟନା…’ ଗୀତରୁ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ସେ ଓଲିଉଡ୍‌ର ଲୋକପ୍ରିୟ ଗୀତଗୁଡ଼ିକୁ ଗାଇଥିଲେ। ବେବି ଓ ବେବି.., ଲଚକ ମଣି ଚୋରା ବେଣୀ.., ପ୍ୟାର୍‌ ୱାଲା…

ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଆଥିଆ-ରାହୁଲ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଜାନୁୟାରୀ ୨୩ରେ ବିବାହ କରିବେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ରାହୁଲଙ୍କ ଘରର କିଛି ଫଟୋ…

ବିଗ୍‌ବସ୍‌ ୧୬ ଘର ପାଲଟିଲା ‘ମିନି ପାକିସ୍ତାନ’!

ବମ୍ବେ: ବିଗ୍‌ବସ୍‌ ଘର ପାଲଟିଛି ‘ମିନି ପାକିସ୍ତାନ’। ପରିସ୍ଥିତି ଏଭଳି ହୋଇଛି ଯେ ଅଟା-ବେସନ-ଚାଉଳ ୫୦ ହଜାର ଟଙ୍କା, ପନିପରିବା ୬୦ ହଜାର, ଅଲମଣ୍ଡ କ୍ଷୀର ୧ ଲକ୍ଷ, ବ୍ରେଡ୍‌ ୨୫ହଜାର ଟଙ୍କାରେ ମିଳୁଛି। ଏଥର ବିବି ଷ୍ଟୋରର ମୂଲ୍ୟ ୧୦…

ପୁଣି ଥରେ ବିଗ୍‌ବସ୍‌ ଘରେ ଏଣ୍ଟ୍ରି କରିବେ ଅବ୍ଦୁ ରୋଜିକ୍‌ !

ବମ୍ବେ: ପୁଣିଥରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ପ୍ରତିଯୋଗୀ ଅବ୍ଦୁ ରୋଜିକ୍‌। ନିକଟରେ କାମକୁ ନେଇ ଶୋ’ରୁ ବାହାର ହୋଇଥିଲେ ଅବ୍ଦୁ। ଏହା ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନ ଥିଲା। ଏବେ ଦ ଖବରୀ…

ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍‌

ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮ ବର୍ଷର ହୋଇଛନ୍ତି ଜାଭେଦ। ଏହି ଦିନରେ ବାପାଙ୍କ ଫଟୋ ଶେୟାର କରି ହୃଦୟକୁ ଛୁଇଁବା…

ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍‌’

ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ। ଏମିତିରେ ଏବେ ଅଭିନେତାଙ୍କୁ ଝୁରି ଝୁରି ଆଖି ବୁଜିଛି ପ୍ରିୟ କୁକୁର ଫଜ୍‌। ସୁଶାନ୍ତ…

ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ

ମୁମ୍ବାଇ: ଅଭିନେତା ସିକନ୍ଦର ଖେର, ଯେକି ଷ୍ଟ୍ରିମିଂ ଫିଲ୍ମ ମୋନିକା ଓ ମାଇ ଡାର୍ଲିଂଗସରେ ତାଙ୍କର କାମ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ, ତାଙ୍କର ଲୋକ ପ୍ରିୟ ଓଟିଟି ଶୋ’ ଆର୍ଯ୍ୟାର ସେଟକୁ ଫେରିଛନ୍ତି । ଏଥିରେ ପୂର୍ବତନ ମିସ୍ ୟୁନିଭର୍ସ…

ଦୁର୍ଘଟଣାର ଶିକାର ହେଲେ ଅଭିନେତା ବିଜୟ ଆଣ୍ଟୋନି

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ବର୍ତ୍ତମାନ ତାଙ୍କର ୨୦୧୬ ହିଟ୍‌ ତାମିଲ୍‌ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି। ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ଶୁଟିଂ ଚାଲିଛି। ଏହି ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?