ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସଂଘର୍ଷ କରିଥିଲେ ଅଭିନେତା, ସେଲ୍ସମ୍ୟାନ୍ରୁ ଆଜି ସୁପରଷ୍ଟାର୍
ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ସେଥୁପଥି ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିଜୟ ୧୬ ଜାନୁୟାରୀ ୧୯୭୮ରେ ତାମିଲନାଡୁରେ ରାଜପାଲାୟମଠାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ, ଜଣେ ସଫଳ ଅଭିନେତାଙ୍କ ପଛରେ ବହୁତ ସଂଘର୍ଷ…
ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍ ଆଉ ବଙ୍ଗଳା
ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ ଜାଣନ୍ତି କି ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ…
ପ୍ରସିଦ୍ଧ ସ୍କ୍ରିପ୍ଟରାଇଟର୍ଙ୍କ ପରଲୋକ
ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିପ୍ଟରାଇଟର୍୍ ଶ୍ରୀ ବାଲାମୁରୁଗାନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ବାଲାମୁରୁଗାନ ‘ଧର୍ମଦଥା’, ‘ଅଲୁମାଗାଲୁ’, ‘ସାଭାସାଗାଲୁ’ ଏବଂ ‘ଜୀବନ ତରଙ୍ଗାଲୁ’ ପରି ଅନେକ…
ରିଲିଜ୍ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ’
ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିଲିଜ୍ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି। ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି। ଏହି ଆକ୍ସନ ପ୍ୟାକେଜ…
ପୁଣି ଇତିହାସ ରଚିଲା ‘ଆରଆରଆର’
ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ପୁଣି ବିଶ୍ୱସ୍ତରରେ ଲୋକ୍ରପିୟତା ହାସଲ କରିଛି। ନିକଟରେ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ହଲିଉଡ୍ର ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର ମିଳିଥିଲା। ଏବେ ‘ଆରଆରଆର’କୁ…
ଆଶୀର୍ବାଦ ମାଗିଲେ ଇଶା
ମୁମ୍ବାଇ: ବଲିଉଡ ନାୟିକା ଇଶା ଦେୱଲ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କିଛି ଦିନର ବ୍ୟବଧାନ ପେର ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ହେମାଙ୍କ ଝିଅ ଇଶା । ଇଶା ନିକଟରେ ଅଜୟ ଦେବଗନଙ୍କ ମୁଭି ‘ରୁଦ୍ର ଦ ଏଜ…
ରବିବାରଟା ଖରାପ କରିଦେଲା ବିଲେଇ, ଫଟୋ ଶେୟାର କରି ଆଲିଆ କହିଲେ…
ମୁମ୍ବାଇ: ବଲିଉଡ୍ର ସୁନ୍ଦର ମା’ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ମାତୃତ୍ୱ ସମୟ ବିତାଉଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅ ରାହାଙ୍କ ଚେହେରା ଦେଖାଇ ନାହାନ୍ତି, କିନ୍ତୁ ତାଙ୍କର ନିରୀହ ଚେହେରା ଦେଖାଇ ପ୍ରତିଦିନ ପ୍ରଶଂସକଙ୍କ ହୃଦୟ…
ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍ ସୁପରଷ୍ଟାର, ବେବି ବମ୍ପ ଫଟୋ ଶେୟାର କଲେ ପତ୍ନୀ
ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର ରାମ ଚରଣ। ସେ ଏବଂ ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର…
ବୁର୍ଜ ଖଲିଫାରେ ଦେଖାଗଲା ‘ପଠାନ୍’ ଟ୍ରେଲର୍
ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ରିଲିଜ ହେବାକୁ ଯାଉଛି କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଆରମ୍ଭରୁ ବିବାଦର ସାମ୍ନା କରିଆସୁଥିଲେ ହେଁ ପ୍ରଶଂସକଙ୍କୁ କିଛି ଫରକ ପଡ଼ୁନାହିଁ। ଏହି କ୍ରମରେ ଶନିବାର ରାତିରେ ଦୁବାଇର ବୁର୍ଜ ଖଲିଫାରେ ପଠାନ୍ର ଟ୍ରେଲର…
ଅଶ୍ଳୀଳତାର ସୀମା ଟପିଲେ ଉର୍ଫି
ମୁମ୍ବାଇ: ଉର୍ଫି ଜାଭେଦଙ୍କ ଉପରେ ଅଶ୍ଳୀଳତା ସମ୍ବନ୍ଧୀୟ ଆଇନର କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ସେ ଏହାକୁ ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋରେ ନଜର ଆସୁଛନ୍ତି। ସେ ସମାଜରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ଅଭିଯୋଗ…
ଆମେରିକାର ଆର୍ ବୋନୀ ଗାବ୍ରିଏଲ୍ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’
ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ…
‘ବିଗ୍ବସ୍’ ହୋଷ୍ଟ କରିବେନି ସଲ୍ମାନ
ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍ବସ୍’ କହିଲେ ସମସ୍ତେ ବଲିଉଡ୍ ଅଭିନେତା ସଲ୍ମାନଙ୍କ କଥା ହିଁ ବୁଝିଥାନ୍ତି। ଦୀର୍ଘ ୮ ବର୍ଷ ଧରି ସେ ହିଁ ଏହି ଶୋ’କୁ ହୋଷ୍ଟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ହେଲେ ସେ ଏବେ ଶୋ’କୁ…

