ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି

ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ଆବେଦନ କରିଥିଲେ, ଯାହା ଅନୁମୋଦନ ହୋଇଛି। ପେପସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଅଭିନେତ୍ରୀଙ୍କୁ ଦୁବାଇ ଯିବାକୁ ପଡିବ।
ଜ୍ୟାକଲିନ ଦିଲ୍ଲୀ କୋର୍ଟରେ ଦାଖଲ କରିଥିବା ଆବେଦନରେ କହିଥିଲେ ଯେ, ତାଙ୍କୁ ଦୁବାଇରେ ପେପ୍ସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ୨୯ ଜାନୁଆରୀ ରବିବାର ଦିନ ଧାର୍ଯ୍ୟ ହୋଇଥିବା କନ୍ସର୍ଟରେ ତାଙ୍କୁ ଷ୍ଟାର ଅଭିନେତ୍ରୀ ଭାବରେ ଡକାଯାଇଛି।
ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ ଅନ୍ୟତମ ଅଭିଯୁକ୍ତ। ୧୫ ନଭେମ୍ବର ୨୦୨୨ରେ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରାଯାଇଥିଲା। ଏହାସହ ତାଙ୍କୁ ବିଦେଶ ଯିବାକୁ ହେଲେ କୋର୍ଟର ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ...

‘ପିଓକେ’ରେ ପାକ୍‌ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): ପାକିସ୍ତାନୀ ସେନାର ଅତ୍ୟାଚାର ଯୋଗୁ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ବିଦ୍ରୋହର ନିଅଁା ଜଳିଛି। ସେଠାରେ ରହୁଥିବା ଲୋକେ ଖୋଲାଖୋଲି ଭାବେ...

‘ଇଡି, ସିବିଆଇକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ, ୨୦୨୪ରେ ଭାଜପାର ପରାଜୟ ନିଶ୍ଚିତ’

ଶ୍ରୀନଗର ୨୪।୬: ୨୦୨୪ ଲୋକ ସଭା ନିର୍ବାଚନ ଏବଂ ବିରୋଧୀ ଏକତାକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ...

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ...

୭୫ ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କଲେ ରାଜନାଥ

ନୂଆଦିଲ୍ଲୀ,୨୯ା୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ୭୫ଟି ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଶ୍ୟୋକ ନଦୀ ଉପରେ...

ଏହି ଅଭିନେତାଙ୍କର ଥିଲେ ୨୫ ଗର୍ଲଫ୍ରେଣ୍ଡ, ଶେଷରେ ଆଉ ଜଣଙ୍କ ସହ ପଡ଼ିଥିଲା ହାତଗଣ୍ଠି

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରେମ କାହାଣୀ ଅଛି। ଯାହା ଲୋକଙ୍କ ପାଇଁ ଏକ ଉଦାହରଣ। ପ୍ରଥମ ଦେଖାରେ ପ୍ରେମ ପରେ ବିବାହ। ଏହା...

ବିପଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ, ସେପ୍ଟେମ୍ବର ସୁଦ୍ଧା ହୋଇପାରେ ପରିବର୍ତ୍ତନ: କଂଗ୍ରେସ ନେତା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସ ନେତା ବିଜୟ ଭଡେଟ୍ଟିବାର ସେପ୍ଟେମ୍ବରରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳି ଯିବେ ବୋଲି ଦାବି କରିଛନ୍ତି। ସେ କହିଥିଲେ, ମହାରାଷ୍ଟ୍ରରେ...

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି...

Advertisement
Archives

Model This Week