ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି

ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ ନିଜ ବାଜି ଲାଗାଇବାକୁ ପ୍ରସ୍ତୁତ ହେଲେଣି ଧୋନି । ତେବେ ତାଙ୍କ ପ୍ରଥମ ଫିଲ୍ମ ତାମିଲ ଭାଷାରେ ହେବ । ଏମ ଏସ ଧୋନି ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ । ହେଲେ ନିକଟରେ ସେ ତାଙ୍କ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିରେ ସେ ପ୍ରଯୋଜକ ଭାବେ କାମ କରିବେ, ଆଉ ଏହାର ଟାଇଟଲ ରହିଛି ‘ଲେଟସ୍ ଗେଟ୍ ମ୍ୟାରେଡ’ । ଧୋନି ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଏହାର ପ୍ରଥମ ଫିଲ୍ମର ମୋଶନ ପୋଷ୍ଟର ଶେୟାର କରିଛି । ଏହା ଆନିମେଟେଡ । ଏହି ତାମିଲ ମୁଭିରେ ଆକ୍ଟର ହରିଶ କଲ୍ୟାଣ, ଇଭାନା ନଜର ଆସୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ରମେଶ ଥାମିଲାମାନି ।

ସୂଚନାଯୋଗ୍ୟ, ଫିଲ୍ମର ପୋଷ୍ଟର ଶେୟାର କରି ମେକର୍ସ ଲେଖିଛନ୍ତି, ଆମେ ଧୋନି ଏଣ୍ଟରଟେନମେଣ୍ଟର ପ୍ରଥମ ଫିଲ୍ମର ଘୋଷଣା କରି ଖୁବ୍ ଏକ୍ସାଇଟେଡ ଅଛୁ । ଯେତେବେଳେ ଧୋନିଙ୍କ ପ୍ରଶଂସକ ଜାଣିବାକୁ ପାଇଲେ କି ତାଙ୍କ ଏଣ୍ଟରଟେନମେଣ୍ଟର ପ୍ରଥମ ମୁଭି ଆସିବାକୁ ଯାଉଛି ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ । ଖେଳାଳି କମ୍ ବଜେଟରେ ଫିଲ୍ମ ଲେଟ୍ସ ଗେଟ ମ୍ୟାରେଡ ସହ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଯଦିଓ ଧୋନି କୌଣସି ଅଭିନୟ କରୁ ନାହାନ୍ତି, ହେଲେ ଏହି ମୁଭିକୁ ନେଇ ତାଙ୍କ ପ୍ରଶଂସକ ଖୁବ୍ ଏକ୍ସାଇଟେଡ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ସୁଟିଂ କରିବାକୁ ଯାଉଥିବାବେଳେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଯାହା ପରେ ବିଗ୍‌ ବି ବିନା...

ସଲମାନଙ୍କ ଏହି ନାୟିକାଙ୍କୁ ଏବେ ଖୋଜୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌୍‌ଙ୍କ ସହ ଫିଲ୍ମ ‘ସନମ ବଓ୍ବେଫା’ରେ ନାୟିକା ଭାବେ କାମ କରିଥିବା ଚାନ୍ଦିନୀ ତଥା ନବୋଦିତା ଶର୍ମା ସେତେବେଳେ ଲକ୍ଷ...

ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର...

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ...

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ...

ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ...

ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର

ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

Advertisement
Archives

Model This Week