ମନୋରଞ୍ଜନ

ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ନ୍ତି ବଲିଉଡ୍‌ର ଏସବୁ ଷ୍ଟାର୍‌

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ିଥାନ୍ତି। ଅଭିନେତା ସନି ଦେଓଲଙ୍କ ନିକଟରେ ଅଡି ଏ -୮ ଗାଡ଼ି ଅଛି। ଯାହାକି ସମ୍ପୂର୍ଣ୍ଣ ବୁଲେଟ୍‌ ପ୍ରୁଫ୍‌ ଅଟେ। ସେହିପରି ଅମିର ଖାନ୍‌ଙ୍କ ନିକଟରେ ମଧ୍ୟ ଏକ ବୁଲେଟ୍‌ ପ୍ରୁଫ୍‌…

ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ବିବାହ କରିବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ୨୦୨୩ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କୁହାଯାଉଛି ଏହି ଲଭ୍‌ ବାର୍ଡ ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ବିବାହ କରିବେ।…

ରାଖୀ ସାଓ୍ବନ୍ତ ଗିରଫ

ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ଆମ୍ବୋଲି ପୋଲିସ ରାଖୀଙ୍କୁ ଗିରଫ କରିଛି। ଅଭିନେତ୍ରୀ ଶାର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୋଲିସ ରାଖୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ସମୟ ପରେ ପୋଲିସ…

ଅଭିନେତ୍ରୀଙ୍କ ବିବାହକୁ ନେଇ ହେବ ଶୋ’: ଓଟିଟିରେ ପ୍ଲାର୍ଟଫର୍ମରେ ହେବ ଉପଲବ୍ଧ

ମୁମ୍ବାଇ: ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟଓ୍ବାନି ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ୪ ଡିସେମ୍ବରରେ ଦୁହେଁ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ଏବେ ଦୁହେଁ ନିଜର…

ଅଭିତାଭ-ରେଖାଙ୍କ ପ୍ରଥମ ଫିଲ୍ମ ହୋଇନାହିଁ ରିଲିଜ, ଜାଣନ୍ତୁ କାରଣ…

ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଏହି ଯୋଡି ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ପରଦାରେ ଅମିତାଭ ଏବଂ ରେଖାଙ୍କ କେମେଷ୍ଟ୍ରି ଚମତ୍କାର ଥିଲା। ଏହି ଦୁଇଜଣଙ୍କର ପ୍ରଥମ ୧୯୭୬…

ସୁକେଶଙ୍କ ସହ ବନ୍ଧୁତା ମୋ କ୍ୟାରିୟରକୁ ନଷ୍ଟ କରିଦେଲା, ଜୀବନକୁ ନର୍କ କରିଦେଲା: ଜ୍ୟାକଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଜବରଦସ୍ତ ଆଦାୟ ମାମଲାରେ ବୁଧବାର ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ରଶେଖର ତାଙ୍କ ଭାବନା ସହ ଖେଲିଛନ୍ତି । ସୁକେଶଙ୍କ ସହ ତାଙ୍କର…

ସୋନମ ଜଣାଇଲେ କେବେ ଦେଖାଇବେ ପୁଅର ଝଲକ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଗତବର୍ଷ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ । ସେବେଠାରୁ ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପୁଅର ଝଲକ ଦେଖିବାକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।…

ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି

କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ହୋଇଥିବା କାରଣରୁ ତାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇ ନ ଥିବା…

ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…

ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ ଧର୍ମ ବଦଳାଇଦେଇଛନ୍ତି। ଏସବୁ ଭିତରେ ରାଖୀଙ୍କୁ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦେଖାଯାଇଛି। ବିବାହ…

ପ୍ରିୟଙ୍କାଙ୍କୁ ଭଲ ଲାଗିଲା ପାକିସ୍ତାନୀ ଫିଲ୍ମ ‘ଜୟଲ୍ୟାଣ୍ଡ’

ବମ୍ବେ: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ପସନ୍ଦ ଆସିଛି ପାକିସ୍ତାନୀ ଚଳଚ୍ଚିତ୍ର ‘ଜୟଲ୍ୟାଣ୍ଡ’। ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିବା ଏହି ଫିଲ୍ମକୁ ନେଇ ପିସି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କୁ ଟ୍ୟାଗ୍‌ କରି ‘ନିଶ୍ଚୟ ଦେଖନ୍ତୁ’…

ରାଖୀଙ୍କ ଉପରେ ପୁଣି ଭାଙ୍ଗିଲା ଦୁଃଖର ପାହାଡ଼

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଏବଂ ଆଦିଲ ଦୁରାନୀଙ୍କ ବିବାହ ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ସ୍ବୀକାରୋକ୍ତି ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚା ପାଲଟିଥିଲା। ରାଖୀଙ୍କ ସହ ବିବାହ ପରେ ଆଦିଲ କାନ୍ଦୁଥିବା ଭିଡିଓ ଦେଖି ସଲମାନ ଆଦିଲଙ୍କୁ ଡାକିଥିଲେ। ଏହା ପରେ ସମସ୍ୟାର…

ପୁଣି ଥରେ ରିଲିଜ ହେବ ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କଶ୍ମୀର ଫାଇଲ୍ସ’

ବମ୍ବେ: ପୁଣି ଥରେ ସିନେମାଘରେ ରିଲିଜ ହେବାକୁ ଯାଉଛି ସୁପରହିଟ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଖୁସିଖବର ପ୍ରଶଂସକଙ୍କୁ ଜଣାଇବା ସହ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଟୁଇଟରରେ ଏକ ପୋଷ୍ଟ କରି ବିବେକ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?