ମନୋରଞ୍ଜନ

ଇତିହାସ ରଚିଲା ରଜନିକାନ୍ତଙ୍କ ‘ଜେଲର’

ମୁମ୍ବାଇ: ରଜନିକାନ୍ତ ଷ୍ଟାରର ମୁଭି ‘ଜେଲର’ ୧୦ ଅଗଷ୍ଟ ୨୦୨୩ରେ ରିଲିଜ ହୋଇଛି। ଏହି ମୁଭି ସହ ରଜନିକାନ୍ତ ପ୍ରାୟ ୨ ବର୍ଷ ପରେ ସିଲଭର ସ୍କ୍ରିନକୁ କମବ୍ୟାକ କରିଛନ୍ତି ଓ ଫ୍ୟାନ୍ସ ତାଙ୍କ ଥଲାଇଭାଙ୍କ ଲେଉଟାଣିକୁ ଖୁବ ଉତ୍ସାହର ସହ…

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଦୁଃଖ ପ୍ରକାଶ କଲେ ଅନୁପମ

ବମ୍ବେ: ଘୋଷଣା ହୋଇଛି ୬୯ତମ ଜାତୀୟ ପୁରସ୍କାର। ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର ମିଳିଛି। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା ଅନୁପମ ଖେର। ହେଲେ ନିଜକୁ ଶ୍ରେଷ୍ଠ…

କଶ୍ମୀର ପଣ୍ଡିତଙ୍କୁ ନାଶନାଲ ଫିଲ୍ମ ଆଓ୍ବାର୍ଡ ସମର୍ପଣ କଲେ ପଲ୍ଲବି ଯୋଶୀ

ମୁମ୍ବାଇ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗୁରୁବାର ପ୍ରଦାନ କରାଯାଇଛି। ଏଥିରେ ଅଭିନେତ୍ରୀ ପଲ୍ଲବି ଯୋଶୀଙ୍କୁ ବେଷ୍ଟ ସର୍ପୋଟିଂ ଆକ୍ଟ୍ରେସ୍‌ ଆଓ୍ବାର୍ଡ ମିଳିଛି। ମୁଭି ‘ଦ କଶ୍ମୀର ଫାଇଲ୍ସ’ ପାଇଁ ତାଙ୍କୁ ଏହି ଆଓ୍ବାର୍ଡ ମିଳିଛି।ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ରାଧିକା…

ବାର୍ଥ ଡେ’ରେ ହେବ କରିନାଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ବଡ ପରଦାରେ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ଦର୍ଶକଙ୍କ ମନ ଜିତିଛନ୍ତି। ଏବେ ଅଭିନେତ୍ରୀ ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ। କ୍ରାଇମ ଥ୍ରୀଲରରେ…

ଓଟିଟିରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ର ଅନକଟ ଭର୍ସନ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ଓ ମାଇଁ ଗଡ ୨’ ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ। ଏହି ମୁଭି ୧୧ ଅଗଷ୍ଟରେ ସିନେମା ହଲରେ ରିଲିଜ ହୋଇଥିଲା। ସନ୍ନି ଦଓ୍ବେଲଙ୍କ ଗଦ୍ଦର…

ଆମେରିକାରେ ରେକର୍ଡ ଭାଙ୍ଗିବ ‘ଜଓ୍ବାନ’

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ୨୦୨୩ ବର୍ଷ ତାଙ୍କ ଫିଲ୍ମ ‘ପଠାନ’ରୁ ଆରମ୍ଭ କରିଥିଲେ। ଶାହାରୁଖଙ୍କ ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। ଏବେ ଶାହାରୁଖଙ୍କ ‘ଜବାନ’ ରିଲିଜ ହେବାର ସମୟ ଆସିଛି। କିଛି ଦିନ ହେବ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଫିଲ୍ମର…

ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର ହିନ୍ଦୀ ସିନେମାର ଦ୍ୱିତୀୟ ବୃହତ୍ତମ ହିଟ ଫିଲ୍ମ ପାଲଟିଛି। ଏହି ଫିଲ୍ମ ବକ୍ସ…

ମିଳୁନି ପାରିଶ୍ରମିକ, ଦୁଃଖ ଶେୟାର କଲେ ହସର ରାଣୀ

ମୁମ୍ବାଇ: ଛୋଟପରଦାର ସବୁଠାରୁ ସଫଳ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ବର୍ଷ ବର୍ଷ ଧରି କମେଡି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କ ପ୍ରତିଭା ଆଧାରରେ ସେ ଟିଭି ତଥା ଫିଲ୍ମରେ ଏକ ଭିନ୍ନ ପରିଚୟ ସୃଷ୍ଟି…

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌, ସପ୍ତମ ପ୍ରେମିକା କୁଶାଙ୍କ ପ୍ରେମରେ ଅର୍ଜୁନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର। ଦୀର୍ଘଦିନ ଧରି ସେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ବିବାହ କରିପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ସେମାନଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ…

ବାଂଲାଦେଶରେ ରିଲିଜ୍‌ ହେଲା ସଲମାନଙ୍କ କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ପ୍ରତିବର୍ଷ ଅଭିନେତା ସଲମାନ ଖାନ ପ୍ରଶଂସକମାନଙ୍କ ପାଇଁ ଇଦ୍‌ରେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଆଣିଥାନ୍ତି। ଏଥର ଅଭିନେତା ଇଦ୍‌ ଅବସରରେ ‘କିସି କା ଭାଇ କିସି କି ଜାନ୍‌’ପ୍ରଶଂସକଙ୍କୁ ଭେଟି ଦେଇଥିଲେ। ଏହି ଚଳଚ୍ଚିତ୍ର ପ୍ରଶଂସକଠାରୁ ବହୁତ ଭଲ ପାଇବା…

‘ଦର୍ଶକଙ୍କ ବିନା ଏସବୁ ସମ୍ଭବ ନୁହେଁ’

‘ଗଙ୍ଗୁବାଈ କାଠିଆୱାଡି’ରେ ଅଭିନୟ ପାଇଁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଆଲିଆ ଭଟ୍ଟଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। କ୍ରିତି ସାନନଙ୍କୁ ସହ ମିଳିତ ଭାବେ ଆଲିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆନନ୍ଦିତ ଅଭିନେତ୍ରୀ…

ନାଶନାଲ ଫିଲ୍ମ ଆଓ୍ବାର୍ଡ ୨୦୨୩: ଅଲ୍ଲୁ ଅର୍ଜୁନ ବେଷ୍ଟ ଆକ୍ଟର, ଆଲିଆ ଭଟ୍ଟ, କ୍ରିତି ସାନନ ବେଷ୍ଟ ଆକ୍ଟ୍ରେସ

ନୂଆଦିଲ୍ଲୀ,୨୪।୮: ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ଘୋଷଣା ପିଆଇବି(ପ୍ରେସ ଇନଫରମୋନ ବ୍ୟୁରୋ) ପକ୍ଷରୁ କରାଯାଇଛି। ରାଜଧାନୀ ଦିଲ୍ଲୀର ନାଶନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆଓ୍ବାର୍ଡ ସେରିମନିର ଆୟୋଜନ କରାଯାଇଛି। ମୁଭି ‘ପୁଷ୍ପା ଦ ରାଇଜ’ ପାଇଁ ସାଉଥ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?