ମନୋରଞ୍ଜନ

ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ନ୍ୟାଶନାଲ ଆଓ୍ବାର୍ଡ ପାଇଲା ସର୍ଦ୍ଦାର

ମୁମ୍ବାଇ,୨୪।୮: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଅଭିନେତା ବିକି କୌଶଲଙ୍କ ଫିଲ୍ମ ସର୍ଦ୍ଦାର ଉଧମ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ନ୍ୟାଶନାଲ ଆଓ୍ବାର୍ଡ ପାଇଛି।  

୬୯ ତମ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ଲିଷ୍ଟରେ ଆଗରେ ସାଉଥ ଫିଲ୍ମ

ମୁମ୍ବାଇ: ଏବେ ଏକ୍ସରେ ଟ୍ରେଣ୍ଡ କରୁଛି ୬୯ତମ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ। ଅଭିନେତା ରାମ ଚରଣ, ଅଲ୍ଲୁ ଅର୍ଜୁନ ରହିଛନ୍ତି ଟ୍ରେଣ୍ଡରେ। ଫ୍ୟାନ୍ସ ନିଜ ନିଜ ଫେବରେଟ ଆକ୍ଟରଙ୍କୁ ସପୋର୍ଟ କରୁଛନ୍ତି। ତେବେ ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡରେ ଚଳିତ ବର୍ଷ ସାଉଥ…

ଗଦର-୨ରେ ଖର୍ଚ୍ଚ ହୋଇଛି ଏତିକି କୋଟି

ମୁମ୍ବାଇ: ଗଦର -୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମଟି ‘ଓଃ ମାଇଁ ଗଡ୍‌ -୨ ରୁ ଆରମ୍ଭ କରି ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଏବଂ ‘ଜେଲର’…

ଓଟିଟିରେ ରିଲିଜ ହେବ ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନିଙ୍କ ଅଭିନୀତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଜୁନ ୨୯ରେ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୮୩.୮୫ କୋଟି ଟଙ୍କା ବ୍ୟବସାୟ କରିଛି।…

ରେକର୍ଡ ଭାଙ୍ଗୁଛି ‘ଗଦର-୨’, ବକ୍ସ ଅଫିସରେ କଲାଣି ୫୦୦ କୋଟି ରୋଜଗାର

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରେକର୍ଡ କରୁଛି। ତାରା ସିଂଙ୍କୁ ସାରା ଦୁନିଆ ପସନ୍ଦ କରୁଛି, ଯେଉ କାରଣରୁ ସବୁଆଡେ ଚର୍ଚ୍ଚା କରାଯାଉଛି। ତାର ସିଂ ଏବଂ ସକିନାଙ୍କ କାହାଣୀ ସାରା…

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ…

ମୁମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୀମା ଦେଓ ୮୩ ବର୍ଷ…

ପୁଣି ପରଦାରେ ଏକାଠି ହେବେ କାର୍ତ୍ତିକ-ଭୂମି

୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ଏକାଠି ନଜର ଆସିଥିଲେ କାର୍ତ୍ତିକ ଆର୍ଯ୍ୟନ ଏବଂ ଭୁମି ପେଡନେକର। ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମଧ୍ୟ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମୁଦାସର ଅଜିଜଙ୍କ ଫିଲ୍ମ…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଭାରତୀ !

ବମ୍ବେ: ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ। ୟୁଟ୍ୟୁବରେ ସେ ନୂତନ ବ୍ଲଗ ଶେୟାର କରିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। ବ୍ଲଗରେ ଟେଲି ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଜାସ୍ମିନ…

ସନ୍ନି ଦେଓଲଙ୍କ ଆଖିରେ ଲୁହ

‘ଗଦର-୨’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଭାରତ ସମେତ ବିଦେଶରେ ବି ଜବରଦସ୍ତ ଆୟ କରୁଛି। ‘ଗଦର ୨’ ରିଲିଜର ୧୨ ଦିନ ମଧ୍ୟରେ ୪୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।…

ମୁଁ ବିବାହ କରିସାରିଛି: ଟାଇଗର…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ତଥା କଥିତ ପ୍ରେମିକା ଦିଶା ପଟାନିଙ୍କ ସହ ବ୍ରେକ୍‌ଅପ୍‌ ପରେ ନୂଆ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଭିନେତା ଟାଇଗର ଶ୍ରଫ୍‌। ଏବେ ଦିଶା ଧାନୁକାଙ୍କୁ ସେ ଡେଟ୍‌ କରୁଥିବା କୁହାଯାଉଛି। ହେଲେ ଏନେଇ ପଚରାଯିବାରେ ଆଡୁସାଡୁ କହି…

୪୦୦ କୋଟି କ୍ଲବରେ ‘ଗଦର-୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ‘ଗଦର-୨’ ବର୍ତ୍ତମାନ ୪୦୦ କୋଟିର କ୍ଲବରେ ଯୋଗ ଦେଇଛି। ଏହି ଫିଲ୍ମଟି ମାତ୍ର ୧୨ ଦିନ ମଧ୍ୟରେ ୪୦୦ କୋଟି ମାର୍କ…

କରନ୍‌ଙ୍କ ମୁହଁରୁ ପ୍ରଶଂସା ଶୁଣି ଡରିଲେଣି କଙ୍ଗନା

ବମ୍ବେ: ବଲିଉଡ ନିର୍ଦ୍ଦେଶକ କରନ୍‌ ଜୋହର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତିକ୍ତତା କାହାକୁ ବା ଅଛପା। ଦୁହେଁ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ହେଲେ ଏବେ ଓଲଟା ଦିଗରେ ପବନ ବୋହିବା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?