ଚେତାବନୀ ଦେଲେ ସଲମାନ
ବଲିଉଡ୍ର ଭାଇଜାନ ସଲମାନ ଖାନ ବହୁ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ନିକଟରେ ତାଙ୍କୁ ‘କିସି କା ଭାଇ କିସି କି ଜାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ଆଜିକାଲି…
ପରିଣିତି-ରାଘବଙ୍କ ରିସେପଶନକୁ ନେଇ ବଢୁଛି ଏକ୍ସାଇଟମେଣ୍ଟ
ମୁମ୍ବାଇ: ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି ଆସି ଯାଉଛନ୍ତି ଲାଇମଲାଇଟକୁ। ନିକଟରେ ଉଭୟଙ୍କୁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେଠାରେ…
ଫୁଲ ଅନ ଆକ୍ସନ ଅବତାରରେ ନୟନତାରା
ମୁମ୍ବାଇ: ଶାହାରୁଖ ଖାଁଙ୍କ ଷ୍ଟାରର ମୁଭି ‘ଜଓ୍ବାନ’ ୨୦୨୩ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ପ୍ରିଭ୍ୟୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି। ଆଉ ଏହାକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢି ଯାଇଛି। ‘ଜଓ୍ବାନ’ରେ…
ପ୍ରେମିକଙ୍କ ସହ ଅର୍ଜୁନ କପୁରଙ୍କ ଘରକୁ ଗଲେ ଜାହ୍ନବୀ
ମୁମ୍ବାଇ: ଅର୍ଜୁନ କପୁର ତାଙ୍କ ବାସଭବନରେ ତାଙ୍କ ନିକଟ ସମ୍ପର୍କୀୟ ପାଇଁ ଏକ ଭୋଜିର ଆୟୋଜନ କରିଥିବା ବେଳେ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ବାକୁରେ ଛୁଟି ମନାଉଛନ୍ତି। ଅର୍ଜୁନଙ୍କ ଘରକୁ ଭଉଣୀ ଜାହ୍ନବୀ କପୁର, ତାଙ୍କ ପ୍ରେମିକ ଶିଖର ପହାଡ଼ିଆ, ଅଭିନେତା…
ଏବେ ଅଟୋରେ ଯିବା ଆସିବା କରୁଛନ୍ତି ରାକ୍ଷୀ ସାଓ୍ବନ୍ତ, ଡ୍ରାଇଭର ଟଙ୍କା ଚୋରି କରି ଫେରାର…
ମୁମ୍ବାଇ : ମନୋରଞ୍ଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପ୍ରାୟତଃ ପାପରାଜିରେ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ଶନିବାର ତାଙ୍କ ସହ ଏପରି କିଛି ଘଟିଥିଲା ସେ ବିବ୍ରତ ଦେଖାଯାଉଥିଲେ। ରାକ୍ଷୀ ଅଟୋରେ…
ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ
ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ…
ଶେଷରେ ପ୍ରେମିକଙ୍କ ମୁହଁ ଦେଖାଇଲେ ଇଲିଆନା
ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍ଙ୍କ ମୁହଁ…
ରୋମାଣ୍ଟିକ ହେଲେ ବିକି-କ୍ୟାଟ୍ରିନା
ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍ଧାମରେ ପାଳନ କରିଛନ୍ତି। ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ନିକଟରେ ତାଙ୍କ ସ୍ବାମୀ ବିକି କୌଶଲଙ୍କ ସହ ଛୁଟିରେ ଯାଇଥିଲେ। ବିକି ସୋସିଆଲ ମିଡିଆରେ ଛୁଟିଦିନର କିଛି ରୋମାଣ୍ଟିକ ଫଟୋ…
୨୩ ବର୍ଷ ପରେ ନୋ କିସିଂ ପଲିସି ଭାଙ୍ଗିଲେ କାଜଲ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଡିଜନି ପ୍ଲସ ହଟ ଷ୍ଟାରର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। ସିରିଜ ରିଲିଜ ହୋଇଯାଇଥିବା ବେଳେ ଏବେ ପବ୍ଲିକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ବି ମିଳୁଛି। ଏହା ଆଉ ଏକ…
ସତ ହେଲା ନିନାଙ୍କ ସ୍ବପ୍ନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଏକ ସ୍ବପ୍ନ ସତ ହୋଇଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ନିନା ତାଙ୍କ ସ୍ବାମୀ ବିବେକ ମେହରାଙ୍କ ସହ ଶନିବାର ୧୫ ଜୁଲାଇରେ ଲଣ୍ଡନରେ ଅନୁଷ୍ଠିତ…
ଭାଇଜାନଙ୍କ ମୁନ୍ନିୟା ଏବେ ଦେଖାଯାଉଛନ୍ତି ଗ୍ଲାମରସ…
ମୁମ୍ବାଇ,୧୬।୭ : ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନା ଶିଶୁ କଳାକାର ହର୍ଷାଲୀ ମଲହୋତ୍ରା ଏବେ ବଦଳିଯାଇଛନ୍ତି। ଏବେ ତାଙ୍କର ଭ୍ଲାମରସ ଲୁକ୍ ଫିଲ୍ମ ନିର୍ମାତାଙ୍କୁ ଆକର୍ଷିତ କରୁଛି। ଯେତେବେଳେ କବୀର ଖାନଙ୍କ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ ସେତେବେଳେ ହର୍ଷଲି…
ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ଫଟୋ ଶେୟାର କଲେ ମାଧବନ
ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ପ୍ୟାରିସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକରଁ ଦ୍ୱାରା ଆୟୋଜିତ ନୈଶ…

