କିମିଆ କରୁଛି ‘ଯବାନ’ର କାହାଣୀ, ଟୁଇଷ୍ଟ୍‌ ଆଉ ଟର୍ନ ମନ ଜିଣୁଛି

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଚଳିତ ବର୍ଷ ଆରମ୍ଭରୁ ‘ପଠାନ’ ଜରିଆରେ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛନ୍ତି। ଏବେ ଫିଲ୍ମ ‘ଯବାନ’କୁ ନେଇ ପୁଣି ଚର୍ଚ୍ଚାରେ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରିଲିଜ ହୋଇଛି ଶାହାରୁଖଙ୍କ ଅଭିନୀତ ଏହି ଫିଲ୍ମ। ଏହା ପରେ ଦର୍ଶକମାନେ ସେମାନଙ୍କର ମତ ରଖିଛନ୍ତି ଯେ, କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବ।

जवान में दीपिका पादुकोण भी नजर आने वाली हैं.

ଏହି ଫିଲ୍ମରେ ଅନେକ ଟୁଇଷ୍ଟ ଏବଂ ଟର୍ନ ଅଛି। ଏହାର କାରଣ ହେଉଛି, କାହାଣୀର କୌଣସି ସ୍ଥାନରେ ବିରକ୍ତ ଅନୁଭବ କରିବେ ନାହିଁ। ପ୍ରଥମ ସିନ୍‌ରୁ ହିଁ ଫିଲ୍ମ ଆପଣଙ୍କୁ ବାନ୍ଧି ରଖିବ ଏବଂ ଫିଲ୍ମର ପ୍ରତ୍ୟେକ ପାର୍ଟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ରହିଛି, ଯାହା ଆପଣଙ୍କ ଭିତରେ ପରବର୍ତ୍ତୀ ସମୟରେ କ’ଣ ହେବ କୌତୂହଳ ସୃଷ୍ଟି କରିବ। ଫିଲ୍ମଟି କେବଳ ଗୋଟିଏ କାହାଣୀରେ ଚାଲି ନାହିଁ। ଛୋଟ ଭାଗରେ ଅନେକ କାହାଣୀ ରହିଛି। ଫିଲ୍ମ ରିଲିଜ ପୂର୍ବରୁ ଗୋଟିଏ ପ୍ରଶ୍ନ ହେଲା ଆପଣ ଜାଣିପାରିବେ ନାହିଁ ଯେ, ଆପଣ ଅନେକ କଳାକାରଙ୍କୁ କେବେ ଦେଖିବେ ଏବଂ ଆପଣ କେବେ ସେମାନଙ୍କୁ ମିସ୍‌ କରିବେ। କାରଣ ଏହି ଫିଲ୍ମରେ ଅନେକ କଳାକାର ଅଛନ୍ତି।  ‘ଯବାନ’ରେ ଏହି ଅଭିନେତାମାନଙ୍କ ସହିତ ଦୀପିକା ପାଦୁକୋନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ସରପ୍ରାଇଜ୍‌ ଏଣ୍ଟ୍ରି ବି ଆଶ୍ଚର୍ଯ୍ୟ କରିବ। ଯାହାକୁ ସମସ୍ତେ ସ୍କ୍ରିନ୍‌ରେ ଉପଭୋଗ କରିଛନ୍ତି।

Shah Rukh Khan, Shah Rukh Khan News, Shah Rukh Khan Jawan, Jawan, Jawan News, Jawan released, Shah rukh Khan tweet, Shah rukh Khan vows to fans to watch Jawan, Shah rukh Khan film, Jawan review, Jawan cast, Jawan Budget

ଫିଲ୍ମର କାହାଣୀ ଏମିତି…
ବିକ୍ରମ ରାଠୋଡ, ଯିଏ କି ସେନାର ସ୍ପେଶାଲ ଟାସ୍କ ଫୋର୍ସର ‘ଯବାନ’ ବା ସୈନିକ। କିନ୍ତୁ ଏହି ସମାନ ବିକ୍ରମ ମୁମ୍ବାଇରେ ଏକ ମେଟ୍ରୋ ଟ୍ରେନ୍‌ ଅପହରଣ କରି ସରକାରଙ୍କ ଠାରୁ ଦାବି କରିଛନ୍ତି। ବିକ୍ରମ ରାଠୋର ଏକୁଟିଆ ନୁହନ୍ତି ତାଙ୍କ ସହିତ ୬ ଜଣ ଝିଅ ଅଛନ୍ତି, ଯେଉଁମାନେ ତାଙ୍କୁ ଏହି ଅପରାଧରେ ସାହାଯ୍ୟ କରନ୍ତ। ବିକ୍ରମ ରାଠୋରଙ୍କ ସାମ୍ନାରେ ଦେଶର ସବୁଠାରୁ ବଡ଼ ଅସ୍ତ୍ର ବିକ୍ରେତା କାଳୀ ଗାଇକଓ୍ବାଡ ଅଛନ୍ତି, ଯିଏ ସେନାର ସୈନିକମାନଙ୍କୁ ବନ୍ଧୁକ ଯୋଗାଉଛନ୍ତି। କାଳୀ ଜଣେ ବଡ଼ ବ୍ୟବସାୟୀ ଏବଂ ବିକ୍ରମ ରାଠୋରଙ୍କ ସହ ତାଙ୍କର ପୁରୁଣା ଶତ୍ରୁ ରହିଛି। ଆଜାଦ ବିକ୍ରମ ରାଠୋରଙ୍କ ପୁଅ ଏବଂ ଶାହାରୁଖ ଏହି ଦୁଇଟି ଚରିତ୍ରରେ ନଜର ଆସିଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଡବଲ ଭୂମିକାରେ ଦେଖିବାକୁ ମିଳିଛି। ବର୍ତ୍ତମାନ କାହାଣୀରେ ଏହି ଲେଡି ଆର୍ମି କାହିଁକି ଅଛନ୍ତି, ବିକ୍ରମ ରାଠୋର କାହିଁକି ଶତ୍ରୁ ହୋଇଗଲେ ଏବଂ ଆଜାଦ କଣ କରୁଛନ୍ତି, ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣଙ୍କୁ ହଲ୍‌ ନିଶ୍ଚିତ ଯିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ଜିନ୍‌ପିଙ୍ଗ, ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ମୁକ୍ତ, ଅବାଧ ବାଣିଜ୍ୟକୁ ସମର୍ଥନ

ସେନ୍‌ଝେନ୍‌,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?